ବଲିଉଡରେ ଆସିଥିବା କିଛି ଅଭିନେତାଙ୍କୁ ଆପଣ ଦେଖିଥିବେ ସେମାନେ ସବୁ ଏହି ସମୟରେ ବଡ ବଡ ସୁପର ଷ୍ଟାର ହୋଇଗଲେଣି ଏମିତି ଦେଖିବାକୁ ଗଲେ ବଲିଉଡରେ ବହୁତ ଅଛନ୍ତି । ୩ ଇଡିଆଟ ଚଳଚିତ୍ର ଆପଣଙ୍କୁ ମନେଥିବ ଓ ୩ ଇଡିଆଟରେ ଅଭିନୟ କରିଥିବା ମିଲିମିଟରଙ୍କୁ ତ ଜାଣିଥିବେ ସେ ଏବେ ବଡ ବଡ ଅଭିନେତାଙ୍କୁ ଟକ୍କର ଦେଉଛି ।
ସେଥିରେ ଅଭିନୟ କରୁଥିବା ପତଳା ଓ ଦୁର୍ବଳ ପିଲା ଯାହାକି ପୁରା ହସ୍ଟେଲ ସବୁ କାମ କରୁଥିଲା ଓ ଯାହାକୁ ବାଇରସର ପୁରା ବକୃତା ମନେ ଥିଲା ଓ ଶେଷରେ ଫାନଖୁଡ ବାଙ୍ଗୁଡୁ ସହିତ ଦେଖା ଯାଇଥିଲା । ସେ ଏହି ଚଳଚିତ୍ରରେ ଛୋଟ ଅଭିନୟ କରି ସେଥିରେ ସେ ଫେମସ ହୋଇଥିଲା ସେ ଏବେ ଆଉ ଛୋଟ ପିଲା ହୋଇନାହିଁ ସେ ଏବେ ବହୁତ ବଡ ହୋଇଗଲାଣି ।
ଚଳଚିତ୍ରରେ ଏହି ଅଭିନୟ କରିଥିବାର ନାମ ହେଉଛି ରାହୁଲ କୁମାର । ରାହୁଲ ସେହି ଚଳଚିତ୍ର ପରେ ସେ ପାଠ ପଢା ସହିତ ଚଳଚିତ୍ର ଜଗତରେ ମଧ୍ୟ କାମ କରୁଥିଲେ । ଏବେ ସେ ବହୁତ ସୁନ୍ଦର ଓ ହାଣ୍ଡସମ ଦେଖା ଯାଉଛନ୍ତି । ଏହି ଚଳଚିତ୍ର ଭାରତରେ ହେଉଥିବା କରବାରକୁ ବଦଳାଇ ଦେଇଥିଲା । ଏହି ଚଳଚିତ୍ର ରାଜକୁମାର ହିରାଣିଙ୍କ ଦ୍ଵାରା ଡିରେକଶନ ହୋଇଥିଲା ।
ଏହି ଚଳଚିତ୍ର ୨୦୦୯ ରେ ବଜାରକୁ ଆସିଥିଲା । ସେହି ସମୟରେ ଚଳଚିତ୍ର ଜଗତରେ ବହୁତ ନାମୀ ଦାମୀ କଳାକାର ଥିଲେ ଓ ସେହି ଚଳଚିତ୍ରରେ ଅମିର ଖାନ ବହୁତ ଭଲ ଅଭିନୟ କରିଥିବା ହେତୁ ଚଳଚିତ୍ରରେ ଖୁବ ପଇସା କମାଇଥିଲେ । ଓ ଲୋକଙ୍କର ମନ ପସନ୍ଦ ବି ହୋଇଥିଲା । ଚଳଚିତ୍ରରେ ସେ କଲେଜରେ ସମସ୍ତଙ୍କର କପଡାକୁ ଆଇରନ କରିବା ଅଭିନୟ କରିବା କୁ ଖୁବ ଭଲ ଭାବରେ ନିଭାଇଥିଲେ ଓ ସମସ୍ତଙ୍କର ମନ ଜିତି ପାରିଥିଲେ ।
ସେହି ଅଭିନୟ ରାହୁଲ ଖୁବ ଭଲ ଭାବରେ ନିଭାଇଥିଲେ । କିନ୍ତୁ ସେ ଏବେ ପୁରା ବଦଳି ଗଲେଣି । ସେ ଯେକୌଣସି ଅଭିନେତା ହୁଅନ୍ତୁ ନା କାହିଁକି ତାଙ୍କୁ ସେ ଷ୍ଟାଇଲରେ ଟକ୍କର ଦେଉଛନ୍ତି । ଯେଉଁ ସମୟରେ ୩ ଇଡିଅଟ ଚଳଚିତ୍ର ବଜାରକୁ ଆସିଥିଲା ତାଙ୍କ ବୟସ ଥିଲା ମାତ୍ର ୧୩ ।
କିନ୍ତୁ ଏବେ ତାଙ୍କୁ ୨୨ ବର୍ଷ ହୋଇଗଲାଣି । ସେ କେତେ ଗୁଡିଏ ଚଳଚିତ୍ର ଓ ସିରିଏଲ ରେ ଛୋଟ ପିଲା ଅଭିନୟ କରି ସାରିଛନ୍ତି ।କିନ୍ତୁ ତାଙ୍କୁ ଅମିର ଖାନଙ୍କ ଚଳଚିତ୍ରରେ କରିଥିବା ଅଭିନୟ ତାଙ୍କୁ ବହୁତ ବଡ ସଫଳତା ଆଣିଦେଲା ଓ ତାଙ୍କର ବହୁତ ନା ହୋଇଥିଲା । ଚଳଚିତ୍ରରେ ତାଙ୍କର ଡାଇଲୋଗ ଥିଲା ମିଲିମିଟର ଆବିକା ସେଣ୍ଟିମିଟର ବନି ଗଲାଣି ।
ରାହୁଲ ଏମିତି ଦେଖା ଯାଇଛନ୍ତି ମଧ୍ୟ କିନ୍ତୁ ତାଙ୍କୁ ସେହିଭଳି ଭଲ ପାଇବା ମିଳିନଥିଲା । କିନ୍ତୁ ସେ କିଛି ଚଳଚିତ୍ର କରିଛନ୍ତି ନାମ ଗୁଡିକ ହେଉଛି ଅମକାର। ଦ ବ୍ଲୁ ଛାତା । ଜିନା ହେ ଥୋକେ ଡାଳ ଭଳି କେତେ ଗୁଡିଏ ଚଳଚିତ୍ର କରିଛନ୍ତି । ରାହୁଲ ତାଙ୍କ ଚେହେରା ସହିତ ତାଙ୍କର ଅଭିନୟ କରିବା ତାରିକା ମଧ୍ୟ ବହୁତ ଭଲ କରି ଦେଲେଣି । ରାହୁଲ ଝିଅଙ୍କ ମାନଙ୍କ ମଧ୍ୟରେ ବହୁତ ଫେମସ ଅଟନ୍ତି । ଯେତେବେଳେ ସନ୍ଧ୍ଯା ହେବ ସେହି ସମୟରେ ରାହୁଲ ତାଙ୍କ ଗୀଟାର ଧରି ବସିଯାନ୍ତି । ଆଉ ଏକ ସବୁଠୁ ବଡ କଥା ହେଉଛି ସେ ଗୀଟାର ମଧ୍ୟ ବହୁତ ଭଲରେ ବଯାଇ ପାରନ୍ତି । ସେ ୨୦୧୫ ରେ ମଧ୍ୟ ବହୁତ ଭଲ ଚଳଚିତ୍ର କରିଛନ୍ତି । ତାଙ୍କୁ ପ୍ରାତଃ ବ୍ରିଟାନିଆ, ଆଡିଆ ସିମ ଓ ଆଇପିଏଲର ପ୍ରିମିୟମ ଲିଗରେ ଦେଖିବାକୁ ମିଳିଥାଏ ।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।