ଏମିତି କେଉଁ ଶବ୍ଦ ଅଛି ଯାହାକୁ ସିଧା ଲେଖିଲେ ଝିଅର ନାମ ଓ ଓଲଟାଇ ଲେଖିଲେ ଫିଲ୍ମ ର ନାମ ହେବ ଏମିତି ଆହୁରି 30 GK Questions & Answers

ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଓ ତାହାର ଜବାବ ନେଇ ଆସିଛୁ । କହିବାକୁ ଗଲେ ଏହି ପ୍ରଶ୍ନ ଗୁଡିକ UPSCର ପରୀକ୍ଷାର ଇଣ୍ଟରଭିୟୁରେ ପଚରାଯାଇଥାଏ । ଆପଣଙ୍କୁ ମଧ୍ୟ ଜଣା ଥିବ କି UPSC ପରୀକ୍ଷା ଦେଶର ସବୁଠୁ କଷ୍ଟ ପରୀକ୍ଷା ମଧ୍ୟରୁ ଗୋଟିଏ ଅଟେ ଓ ଏହାର ଇଣ୍ଟରଭିୟୁରେ ଭଲ ଭଲ ଲୋକମାନେ ବି ଫେଲ ହୋଇ ଯାଆନ୍ତି । ଏମିତି ବହୁତ କମ କ୍ୟାନ୍ଡିଡେଟ ହୋଇଥାନ୍ତି ଯେଉଁମାନେ UPSCର ପ୍ରୀ ଓ ମେନ୍ସ, ଦୁଇଟି ପରୀକ୍ଷାକୁ ପାସ କରି ଶେଷରେ ଇଣ୍ଟରଭିୟୁରେ ଫେଲ ହୋଇ ଯାଆନ୍ତି ।

ଏହା ଏଥିପାଇଁ କାରଣ କେତେ ଥର ଏମାନଙ୍କୁ ଇଣ୍ଟରଭିୟୁରେ କିଛି ଏମିତି ପ୍ରଶ୍ନ କରାଯାଏ ଯାହା ତାଙ୍କ ପାଠ୍ୟ ପୁସ୍ତକରେ ବି ନ ଥାଏ । କେତେ ଥର ଇଣ୍ଟଭିୟୁର କ୍ୟାଣ୍ଡିଡେଟ୍ସମାନଙ୍କ ଉପସ୍ଥିତ ବୁଦ୍ଧି ଓ IQକୁ ଚେକ କରିବା ପାଇଁ ଏହିଭଳି ଟ୍ରିକି ପ୍ରଶ୍ନ କରାଯାଏ । ତେବେ ଚାଲନ୍ତୁ ଜାଣିବା ଏହି ପ୍ରଶ୍ନ ବିଷୟରେ ।

୧ . ଗୋଟିଏ ପ୍ରଜାପତି ର କେତୋଟି ଆଖି ଥାଏ ?

ଉତ୍ତର – ଦୁଇଟି ଆଖି ।

୨ . କଣ ଆପଣ ଜାଣିଛନ୍ତି କି ମନୁଷ୍ୟ ଥରକରେ କେତେ ରକ୍ତ ଦାନ କରିଥାଏ ?

ଉତ୍ତର – ୩୫୦ ମି . ଲି ।

୩ . ପୃଥିବୀ ରୁ ଅନ୍ୟ ଗ୍ରହ ଗୁଡିକ କଣ ପାଇଁ ଦେଖା ଯାଏ ନାହିଁ ?

ଉତ୍ତର – ବହୁତ ଦୁର ରେ ଥିବାରୁ ।

୪ . କଣ ଜାପାନ ରେ ଜିଓ,ଆଇଡ଼ିଆ, ଭୋଡାଫୋନ ଭଳି ସିଂ ଚାଲିଥାଏ ?

ଉତ୍ତର – ନାହିଁ ।

୫ . ତାଜମହଲ ନିର୍ମାଣ କରିବାରେ କେତେ ସମୟ ଲାଗିଥିଲା ?

ଉତ୍ତର – ୨୨ ବର୍ଷ ।

୬ . କଣ ଭାରତ ରେ କେବେ ପ୍ଲେନ ହାଇଜାକ ହୋଇଛି ?

ଉତ୍ତର – ହଁ ୨୪ ସେପ୍ଟେମ୍ବର ୧୯୯୯ ରେ ।

୭ . ହନି ସିଂହ ଙ୍କ ର ପ୍ରଥମ ଗୀତର ନାମ କଣ ?

ଉତ୍ତର – ପେଶୀ ।

୮ . ଭାରତ ରେ ପ୍ରଥମ ଟଙ୍କା କିଏ ପ୍ରଚଳନ କରିଥିଲେ ?

ଉତ୍ତର – ଶେର ଶାହା ସୁରି ।

୯ . ମହାକାଶ ରୁ ମହାକାଶଚାରୀ ମାନେ ଫେରିବା ପରେ ତାଙ୍କ ସହିତ କଣ କରାଯାଏ ?

ଉତ୍ତର – ବନ୍ଦ ଗୃହରେ ରଖାଯାଏ ।

୧୦ . ଆଇ . ଏ . ଏସ ହେବା ପାଇଁ ସର୍ବନିମ୍ନ କେତେ ବୟସ ହେବା ଦରକାର ?

ଉତ୍ତର – ୩୫ ବର୍ଷ ।

୧୧ . ଜିରାଫ ର ଜିଭ କେତେ ଲମ୍ବା ହୋଇଥାଏ ?

ଉତ୍ତର – ୨୧ ଇଞ୍ଚ ।

୧୨ . କେଉଁ ଜୀଵ ର ମଳ କୁ ପୂଜା ରେ ବ୍ୟବହାର କରାଯାଏ ?

ଉତ୍ତର – ଗାଈ ।

୧୩ . କେଉଁ ଦେଶ ରେ ନିଜ ଇଚ୍ଛା ରେ ନିଜର ଘରକୁ ରଙ୍ଗ କରିବା ନିଷେଧ ଅଟେ ?

ଉତ୍ତର – ଉତ୍ତର କୋରିଆ ।

୧୪ . ଦୁନିଆ ର ପ୍ରଥମ ଏ . ଟି . ଏମ କେବେ ଓ କେଉଁଠାରେ ପ୍ରତିଷ୍ଠା କରାଯାଇଥିଲା ?

ଉତ୍ତର – ୧୯୯୬ ମସିହା ଲଣ୍ଡନରେ ।

୧୫ . କେଉଁ ମାସ ରେ ଲୋକମାନେ କମ ମାଛ ଓ ମାଂସ ଖାଇଥାନ୍ତି ?

ଉତ୍ତର – ଶ୍ରାବଣ ମାସ ରେ ।

୧୬ . ଭାରତ ରେ ପ୍ରଥମ ମୁଦ୍ରା କେବେ ନିର୍ମାଣ କରା ଯାଇଥିଲା ?

ଉତ୍ତର – ଅଢେଇ ହଜାର ବର୍ଷ ପୂର୍ବରୁ ।

୧୭ . ରାଷ୍ଟ୍ରପତି କଣ ପାଇଁ ନିର୍ବାଚିତ ହୋଇଥାନ୍ତି ?

ଉତ୍ତର – ରାଷ୍ଟ୍ରପତି ଦେଶର ପ୍ରତିନିଧିତ୍ଵ କରିଥାନ୍ତି ।

୧୮ . ଉଡାଯାହାଜ ର ଓଜନ କେତେ ହୋଇଥାଏ ?

ଉତ୍ତର – ୮୦୦୦୦ କିଲୋ ।

୧୯ . ନଡିଆ ରେ ପାଣି କେଉଁଠୁ ଆସିଥାଏ ?

ଉତ୍ତର – ଗଛ ର ମୂଳ ରୁ ।

୨୦ . ଡିଜେଲ ଓ ପେଟ୍ରୋଲ କେତେ ବର୍ଷ ପରେ ସରିଯିବ ?

ଉତ୍ତର – ୫୦ ବର୍ଷ ପରେ ।

୨୧ . ମାନବ ଇତିହାସ ର ସବୁଠାରୁ ପ୍ରଥମ ଧାତୁ କେଉଁଟି ଅଟେ ?

ଉତ୍ତର – ତମ୍ବା ।

୨୨ . ଜିଓ ଓ ଫେସବୁକ ମଧ୍ୟ ରେ କଣ ପାଇଁ ମିଳନ ହୋଇଥିଲା ?

ଉତ୍ତର – ବେରୋଜଗାର ଲୋକଙ୍କୁ କାମ ଦେବା ପାଇଁ ।

୨୩ . ଦୁନିଆ ର ସବୁଠାରୁ ବୁଦ୍ଧିମାନ ଜୀଵ କିଏ ଅଟେ ?

ଉତ୍ତର – ସିଂପାଞ୍ଜି ।

୨୪ . ହାତୀ ଥରକ ରେ କେତେ ପାଣି ପିଇ ଥାଏ ?

ଉତ୍ତର – ୧୪ ଲିଟର ।

୨୫ . ଆଳତି ସମୟରେ ତାଳି କଣ ପାଇଁ ବଜାଯାଇଥାଏ ?

ଉତ୍ତର – ଭଗବାନ ଙ୍କୁ ପ୍ରସନ୍ନ କରିବା ପାଇଁ ।

୨୬ . ଭଗତ ସିଂହ ଭଗବାନ ଙ୍କୁ କଣ ପାଇଁ ବିଶ୍ୱାସ କରି ନ ଥିଲେ ?

ଉତ୍ତର – ଏପରି ଅନ୍ଧ ଧର୍ମିକତା ଦେଶ ଓ ଜାତି ର କଲ୍ୟାଣ ହୋଇ ପରି ନ ଥାଏ ।

୨୭ . ବାଇକ ଡିଜେଲ ଦ୍ୱାରା କଣ ପାଇଁ ଚାଲି ନ ଥାଏ ?

ଉତ୍ତର – କାରଣ ଏଥିରେ ପେଟ୍ରୋଲ ଇଞ୍ଜିନ ଲାଗିଥାଏ ।

୨୮ . ବିଶ୍ୱ ରେ ସବୁଠାରୁ ଅଧିକ ମସଜିଦ କେଉଁଠାରେ ଦେଖିବାକୁ ମିଳିଥାଏ ?

ଉତ୍ତର – ଇଣ୍ଡୋନେସିଆ ରେ ।

୨୯ . ଶବ ର ମୁଣ୍ଡ ଉତ୍ତର ଦିଗ କୁ କଣ ପାଇଁ ରଖା ଯାଇଥାଏ ?

ଉତ୍ତର – ତାହା ଆମର ପୁରାତନ ପରମ୍ପରା ଅଟେ ?

୩୦ . ବୁର୍ଜ ଖଲିଫା କୁ ନିର୍ମାଣ କରିବା ପାଇଁ କେତେ ଟଙ୍କା ଲାଗିଥିଲା ?

ଉତ୍ତର – ୧ . ୫ ବିଲିଅନ ଡ଼ଲାର ।

୩୧ . ଏମିତି କେଉଁ ଶବ୍ଦ ଯାହାକୁ ସିଧା ଲେଖିଲେ ଝିଅର ନାମ ଓ ଓଲଟାଇ ଲେଖିଲେ ଫିଲ୍ମର ନାମ ହେବ ?

ଉତ୍ତର – ମଧୁ (ଧୁମ) ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚୟ ବହୁତ ଭଲ ଲାଗିଥିବ ।