ଆମେରିକା ର ଭାରତୀୟ ଡାକ୍ତର ଭାରତ ପାଇଁ ଦେଲେ ବଡ ସନ୍ଦେଶ, କହିଲେ ଭାରତରେ କିପରି କଣ୍ଟ୍ରୋଲ ହେବ କରୋନା

ଏହି ବିପଦ କାଳୀନ ପରିସ୍ଥିତିରେ ନିଜ ଦେଶରେ ନ ରହି ମଧ୍ୟ କିଛି ଭାରତୀୟ ନାଗରିକ ମାନେ ଏହି କଠିନ ପରିସ୍ଥିତି ପାଇଁ ନିଜର ସାହାଯ୍ୟର ହାତ ବଢାଇ ଛନ୍ତି । ନିଜର ସକ୍ଷମ ଅନୁସାରେ କିଏ ନିଜର ପଇସା ଦଉଛି ତ କିଏ ନିଜର ଜ୍ଞାନ ବାଣ୍ଟିବାରେ ଲାଗିଛି । ଆଜି ଆମେ ଆପଣଙ୍କୁ କହିବୁ ଜଣେ ଭାରତୀୟ ନାଗରିକ ଜିଏକି ଆମେରିକା ରେ ଜଣେ ଡକ୍ଟର । ଆସନ୍ତୁ ଜାଣିବା କଣ ତାଙ୍କର ମତ । ତାଙ୍କ ମତ ଅନୁସାରେ ଗତ ବର୍ଷ ଆମେରିକା ରେ ଲକ ଡାଉନ କିମ୍ବା ଷଟ ଡାଉନ ହେଇନି ମାତ୍ର ଏଠାରେ କିଛି ମାତ୍ରାରେ ଅଧିକ କଡା କରାଯାଇଛି ନିୟମ ଗୁଡିକୁ । ସେ ନିଯୁୟର୍କ ରେ ରହୁଥିବା ବେଳେ ଗତ ବର୍ଷ ଅନେକ ମୃତ୍ୟୁ ଦେଖି ସାରିଛନ୍ତି କହିଛନ୍ତି ।ବିନା ମାସ୍କ ରେ ଆପଣ କୌଣସି ଜାଗାକୁ ଯାଇ ପାରିବେ ନି  ।

ଯଦି କେହି ଦୋକାନ ଭିତରକୁ ଜୀବ ତେବେ କେବଳ ଜଣେ ଜୀବ ସେ ଆଣିକି ଆସିବା ପରେ ଆଉ ଜଣେ ଯାଇ ପାରିବ । ଏବଂ ଯେଉଁ ମାନେ ମାସ୍କ ନ ପିନ୍ଧିକି ଯିବେ ସେମାନେ ଫାଇନ ଦେବେ । ଏବେ କିଛି ରେଷ୍ଟୁରାନ୍ଟ ଖୋଲିଛି ସେମାନେ ବି କେବଳ ୫୦ % ଲୋକଙ୍କୁ ଭିତରକୁ ଆଣି ପାରିବେ । ଭାରତରେ ହୋଇ ଥିବା ଭୁଲ ଧାରଣା ଅନୁସାରେ ସେମାନଙ୍କୁ ଥଣ୍ଡା ଓ ଜର ପ୍ରତି ବର୍ଷ ହେଉଛି ତ ଏହା ଏକ ସାଧାରଣ କଥା ।

ଭାରତରେ ଅଧିକ ଗରମ ହୁଏ ଏଥିରେ କରୋନା ଭୂତାଣୁ ମାରି ଯାଇ ପାରିବେ । ଭାରତୀୟ ମାନେ ଅଧିକ ତେଲ ମସଲା ଖାଇବା ଖାଆନ୍ତି ତେଣୁ ସେମାନଙ୍କୁ ଏହା ସହଜରେ ଆକ୍ରାନ୍ତ କରି ପାରିବ ନି । କିଛି ବିଶେଷଜ୍ଞ ଙ୍କ ମତ ଅନୁସାରେ କରୋନା କମିଯିବ ମାତ୍ର ଏହା କମିବା କଷ୍ଟ ଅଟେ । ଯେତେବେଳ ଯାଏଁ ଆପଣ ନିଜର ଉପରେ  ନିୟନ୍ତ୍ରଣ ନ ରଖିଛନ୍ତି । ତ ଡକ୍ଟର ଙ୍କ ମତ ଅନୁସାରେ ଭାରତରେ କଣ କଣ ହୋଇଥିଲା ଯାହା ପାଇଁ ଏହା ଅଧିକ ହୋଇ ଗଲା ।

ଭାରତରେ ସରକାର ସବୁ ପ୍ରକାର ମେଳା ଓ ପର୍ବକୁ ପାଳନ କରିବାକୁ ଅନୁମତି ଦେଇ ଦେଲା ଯାହା ପାଇଁ ଏହା ଅଧିକ ମାତ୍ରା ରେ ବଢିବବାରେ ଲାଗିଲା ଲୋକ ମାନେ ମାସ୍କ ପିନ୍ଧିବା କମ କରିଦେଲେ । କୁମ୍ଭ ମେଳା ଯେଉଁ ଥିରେ ଅଧିକ ଅଧିକ ଲୋକ ମାନେ ସାମିଲ ହେବାକୁ ଲାଗିଲେ । ଏହି ସବୁ କାରଣରୁ ଭାରତରେ ଏହା ଅଧିକ ମାତ୍ରା ରେ ବୃଦ୍ଧି ପାଇଲା । ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ପରିସ୍ଥିତିରେ ଆମେ କଣ କଣ କରିପାରିବା ।

ନିଜେ ନିଜ ପାଇଁ ନିୟମ ମାନିବା ଓ ଭ୍ୟକସିନ ଉଚିତ ସମୟରେ ନେବା । ଯଦି କାହାକୁ ଖାସ କିମ୍ବା ଜର ଅଛି ତେବେ ବାହାରକୁ ଯାଆନ୍ତୁନି । ଅଧିକରୁ ଅଧିକ ପାଣି ପିଅନ୍ତୁ , ଗରମ ଜିନିଷ ଯେମିତିକି ଆପଣ ଚା କିମ୍ବା ସୁପ ପି ପାରିବେ । ଯଦି ଆପଣଙ୍କୁ ଅଧିକ ଚାଲିଲେ ନିଶ୍ଵାସ ନେବାରେ ଅସୁବିଧା ହେଉଛି ତେବେ କିଛି ସମୟ ରେସ୍ଟ ନିଅନ୍ତୁ ।

ମାତ୍ର ଆପଣ ଯଦି ବେଡ ରେ ସୋଇକି ବି ନିଶ୍ଵାସ ନେଇ ପାରୁ ନାହାଁନ୍ତି ତେବେ ଆପଣ ପାଖ ହସ୍ପିଟଲ ରୁ ମଗେଇ ପାରିବେ । ନିଜ ଘରେ ରୁହନ୍ତୁ ନିଜେ ସୁରକ୍ଷିତ ରୁହନ୍ତୁ  ଓ ଅନ୍ୟ କୁ ବି ସୁରକ୍ଷିତ ରଖନ୍ତୁ । ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକଲଟି ଭଲ ଲାଗିଥିବ । ଯଦି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ