ଆମେରିକାର ଏହି କଡା ପଦେକ୍ଷେପକୁ ଦେଖି ଡରିଲା ଚିନ, ଡରରେ କହିଲା ଏମିତି କଥା

ଆମେରିକା b2 ବମ୍ବର ଦୁଇଟି ସ୍ଥାନରେ ରଖିଛି । ଗୋଟିଏ ହେଉଛି ଭାରତର ଦିଆଗୋ ଗାରସିଆ ନାମକ ଏକ ଦ୍ଵେପରେ ରଖିବା ସହିତ ଅନ୍ୟଟି ହେଉଛି ଜାପାନ ସାଇଟ ଥିବା ଗୁଆମ ରଖିଛି । ଜାହକୁ ଦେଖି ଚୀନ ବହୁତ ଡରି ଯାଇଛି । ଯାହା ଦ୍ଵାରାକି ଚୀନର ସରକାର ଏମିତି ଏକ ଆଦେଶ ଦେଇଛି ଯେ ଯାହା ଲାଗୁଛିକି ସେ ଆଉ ପ୍ରଥମ ଆକ୍ରମଣ କରିବ ନାହିଁ ।

କାରଣ ଏହି b2 ବମ୍ବର ଟି ଚୀନ ପାଇଁ ବହୁତ ବଡ  ଭୟାନକ ହୋଇପାରେ ଓ ଏହା ଚୀନ ମଧ୍ୟ ଜାଣିସାରିଛି ଯେ ଆମେରିକା ତା ଉପରେ ବହୁତ ଜୋରରେ ରାଗିଯାଇଛି ।

ଯାହା ଦ୍ଵାରାକି ସେ ଚୀନ ବିରୁଦ୍ଧରେ କୌନସି ଏକ ବଡ ପଦକ୍ଷେପ ନେଇପାରେ ।ଚୀନର ସରକାର ଏକ ଆଦେଶ ଜାରି କରିଛନ୍ତି । ସେଥିରେ ଲେଖାଅଛି ଯେ ଆମେରିକା ସହ ଆପଣ ଶାନ୍ତିର ପ୍ରକ୍ରିୟା ଆରମ୍ଭ କରିଦିଅନ୍ତୁ ଓ ଯଦି ଆମେରିକୀୟ ସେନା ରାଗିଜାଇ ଆପଣ ଉପରେ ଆକ୍ରମଣ କରୁଛନ୍ତି ତେବେ ପ୍ରଥମେ ତମେ ଗୁଳି ଚଳାଇବ ନାହିଁ ।

ଯେପରିକି ଦୁଇ ଦେଶ ମଧ୍ୟରେ କୌଣସି ପ୍ରକାରର ଯୁଧ୍ୟର ସ୍ଥିତି ନଆସେ । ଚୀନର ଡରିବା କାରଣ ହେଉଛି ବି2 ବମ୍ବର ଓ ଆମେରିକାର ଅତ୍ୟଧିକ ସେନା ଚୀନର ସୀମା ପାଖରେ ବୁଲିବା । ଚୀନ ଜାଣିଛି ଯେ ଆମେରିକା ବି2 ବମ୍ବର ସେତେବେଳେ ବାହାର କରିଥାଏ ଯେତେବେଳେ ସେ କେଉଁ ଦେଶକୁ ପୁରା ସମୂଳେ ନଷ୍ଟ କରିବା ବା କାହାର ଡିଫେନ୍ସ କୁ ପୁରା ଛାରଖାର କରିବେବା ପାଇଁ ହିଁ ବାହାର କରିଥାଏ ।

ଏବଂ ଏହା ଦ୍ଵାରା ସେ କୌଣସି ବଡ ସହରକୁ ମଧ୍ୟ ବିନା ନ୍ୟୁକ୍ଲିଅର ବମ ସାହାର୍ଯ୍ୟରେ ସେ ପୁରା ଛାରଖାର କରିଦେଇଥାଏ । ଏହି ଅସ୍ତ୍ର ବିନା ପରମାଣୁ ହତିଆର ଅଟେ କିନ୍ତୁ ଏହା ପରମାଣୁ ଅସ୍ତ୍ର ବିନା ସେହି ପରି ଧମାକା କରିପାରିବ ଯାହା ସେ ଯେଉଁ ଜାଗାକୁ ଆକ୍ରମଣ କରିବାରେ ସେହି ଜାଗା ପୁରା ଧ୍ଯୋଂସ କରିଦେବାର କ୍ଷମତା ଅଛି । ଏହାକୁ କିଣିବା ଚୀନ ପକ୍ଷେ ସମ୍ଭବ ନୁହେ । ଯଦି ଆମେରିକା ବି2 ବମ୍ବର ବ୍ୟବହାର କରିବ ବା ଚୀନର କୌଣସି ଛୋଟ ମୋଟ ଜାଗା ବା କାମୁନିଷ୍ଟି ପାର୍ଟି ଉପରେ ପକାଇଦିଏ ତେବେ ତାର ବହୁତ ବଡ ଖ୍ଯାତି ହେବ ।

ସେଥିପାଇଁ କୁହାଯାଉଛି ଯେ କମୁନିଷ୍ଟି ପାର୍ଟି ଦ୍ଵାରା କଣ୍ଟ୍ରୋଲ କରାଯାଉଥିବା ( ପିଆରଏ )କୁ ଚୀନ ଦ୍ଵାରା କଣ୍ଟ୍ରୋଲ କରାଯାଇଥାଏ । ଏହାକୁ ସରକାର କଣ୍ଟ୍ରୋଲ କରିନଥାନ୍ତି ଚୀନ ପିଆରଏ ଏହାର କଣ୍ଟ୍ରୋଲ କରିଥାଏ । ସେଥିପାଇଁ ଆମେରିକାର ବହୁତ ବଡ ଜିତିବା ଜଣାପଡ଼େ । ଏବଂ ଚୀନ ମଧ୍ୟ ଭଲ ଭାବରେ ଜାଣିଛି ଆମେରିକା କେବେ ହେଲେ ଆକ୍ରମଣ କରିବାକୁ ପଚାଇବା ନାହିଁ ।

ଏବେ ଭାରତ ନା ଆମେରିକା କେହି ମଧ୍ୟ ଚୀନ କୁ ଛାଡିବେ ନାହିଁ । ଆଉ ଏବେ ଭାରତ ଓ ଆମେରିକା ଯେଉଁ ପରି ଭାବରେ ଏକାଠି ହୋଇ ଚୀନ ବିରୋଧରେ ଷଡଯନ୍ତ୍ର କରୁଛନ୍ତି ଯାହାକି ସେ ବହୁତ ଡରି ଯାଇଛି ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।