ଆଲବମ ଅଭିନେତ୍ରୀଙ୍କ ମା’ ଖୁଲାସା କଲେ ଆ-ତ୍ମ-ହ-ତ୍ୟା-ର ପ୍ରକୃତ କାରଣ ! ସେ ଯାହା କହୁଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ହେବେ ! ଦେଖନ୍ତୁ video

ଯୁବ ଆଲବମ ଅଭିନେତ୍ରୀଙ୍କ ସନ୍ଦେହଜନକ ମୃ-ତ୍ୟୁ ଖବର ସାମ୍ନାକୁ ଆସିବା ପରେ ଏବେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି । ଗତକାଲି ରାତିରେ ବଲାଙ୍ଗୀର ଜିଲ୍ଲା ସୁଦପଡା ର ଏକ ଭଡାଘରୁ ଅଭିନେତ୍ରୀଙ୍କ ମୃ-ତ-ଦେ-ହ ଉଦ୍ଧାର କରାଯାଇଛି । ଉକ୍ତ ଯୁବତୀ ଜଣକ ଆଲବମ ଅଭିନେତ୍ରୀ ରୁଚିସ୍ମିତା ଗୁରୁ ବୋଲି ଜଣାପଡିଛି । ରୁଚିସ୍ମିତା କିଛି ଆଲବମରେ ଅଭିନୟ କରିବା ସହ ଭକ୍ତି ସଙ୍ଗୀତ କଣ୍ଠଶିଳ୍ପୀ ଭାବେ ମଧ୍ୟ ନିଜର ପରିଚୟ ସୃଷ୍ଟି କରି ପାରିଥିଲେ ।

ରୁଚିସ୍ମିତା ଅନେକ ଷ୍ଟେଜ ସବୁ ମଧ୍ୟ କରୁଥିଲେ । ଯୁବତୀଙ୍କ ନିଜ ଘର ବଲାଙ୍ଗୀରର ତାଳପାଲିପଡା ହୋଇଥିବା ବେଳେ ସୁଦପଡାରେ ତାଙ୍କ ମାମୁଁଘର ବୋଲି ସୂଚନା ମିଳିଛି । ସୁଦପଡା ସ୍ଥିତ ଘରୁ ରୁଚିସ୍ମିତାଙ୍କ ମୃ-ତ-ଦେ-ହ ଉଦ୍ଧାର ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଜାରି ରଖିଛି । ପୋଲିସ ମୃ-ତ-ଦେ-ହ ଉଦ୍ଧାର କରିବା ସହ ଭୀମଭୋଇ ମେଡିକାଲ କଲେଜକୁ ପଠାଇ ଦେଇଛି । ସେଠାରେ ଶ-ବ ବ୍ୟ-ବ-ଚ୍ଛେ-ଦ ପରେ ରୁଚିସ୍ମିତାଙ୍କ ମୃ-ତ୍ୟୁ-ର କାରଣ ସ୍ପଷ୍ଟ ହେବ ।

ତେବେ ଏ ଯାଏଁ ରୁଚିସ୍ମିତାଙ୍କ ମୃ-ତ୍ୟୁ-ର ପ୍ରକୃତ କାରଣ ଜଣା ପଡିନାହିଁ । ତେବେ ତାଙ୍କ ଘରୁ ଝୁ-ଲ-ନ୍ତା ଅବସ୍ଥାରେ ମୃ-ତ-ଦେ-ହ ମିଳିଥିବା କଥା ସାମ୍ନାକୁ ଆସିଛି । ତେଣୁ ପ୍ରାଥମିକ ତଦନ୍ତରୁ ଏହା ଆ-ତ୍ମ-ହ-ତ୍ୟା ଭଳି ଲାଗୁଥିବା ବେଳେ ଏହା ସତରେ ଆ-ତ୍ମ-ହ-ତ୍ୟା ନା ଆଉ କିଛି ରହସ୍ୟ ରହିଛି ସେନେଇ ବଲାଙ୍ଗୀର ପୋଲିସ ତନାଘନା ଆରମ୍ଭ କରି ଦେଇଛି । ତେବେ ରୁଚିସ୍ମିତାଙ୍କ ମା’ କହିଛନ୍ତି କି, ଆଳୁ ପରଟା ତିଆରିକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ତେଣୁ ସେହି କାରଣରୁ ସେ ଆ-ତ୍ମ-ହ-ତ୍ୟା କରିଥାଇ ପାରନ୍ତି ।

ଏହା ପୂର୍ବରୁ ମଧ୍ୟ ରୁଚିସ୍ମିତା ଆ-ତ୍ମ-ହ-ତ୍ୟା ଉଦ୍ୟମ କରିଥିବା ନେଇ କହିଛନ୍ତି ତାଙ୍କ ମାଆ । ସେ ଆହୁରି ମଧ୍ୟ କହିଛନ୍ତି କି, ତାଙ୍କ ମା’ ଓ ତାଙ୍କ ମଧ୍ୟରେ ସବୁବେଳେ ଏମିତି ଛୋଟ ଛୋଟ କଥାକୁ ନେଇ ଯୁକ୍ତିତର୍କ ଲାଗେ । ସେଦିନ ମା’ ଆଳୁ ପରଟା ତିଆରି କରିବାକୁ କହିବା ପରେ ରୁଚିସ୍ମିତା କହିଥିଲେ ଏବେ ନୁହେଁ ଆଉ ଟିକେ ପରେ କରିବେ । ମା’ ଏନେଇ ତାଙ୍କୁ ତାଗିଦ କରିବାରୁ ରୁଚିସ୍ମିତା ମା’ଙ୍କୁ ଜବାବ ଦେଇ କହିଥିଲେ ମୋର ଯେତେବେଳେ ଇଚ୍ଛା ମୁଁ କରିବି ।

କାହିଁକି ସବୁବେଳେ ଏମିତି ଜବାବ ଦେଉଛୁ ବୋଲି ମା’ ତାଙ୍କୁ ପାଟି କରିଥିଲେ । ଏତିକି କଥାରେ ରାଗିଯାଇ ସେ ଆ-ତ୍ମ-ହ-ତ୍ୟା କରିଥିବା ତାଙ୍କ ମା’ କହିଛନ୍ତି । ତେବେ ଶ-ବ ବ୍ୟ-ବ-ଚ୍ଛେ-ଦ ପରେ ସତ ସାମ୍ନାକୁ ଆସିବ ବୋଲି ବଲାଙ୍ଗୀର ପୋଲିସ କହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।