ଅକ୍ଷୟ କୁମାରଙ୍କ ପୁଅର ହୃଦୟ ଏହି ଚୁଲବୁଲି ଅଭିନେତ୍ରୀ ଚୋରୀ କଲେ, ସମସ୍ତଙ୍କ ସାମନ୍ନାରେ ଆରବ କହିଲେ ନିଜ ହୃଦୟର କଥା

ବଲୀଉଡର ଏମିତି କେତେ କଳକାର ଅଛନ୍ତି, ଯେଉଁମାନେ କି କେତେ ଦଶକ ପର୍ଯ୍ୟନ୍ତ ଏହି ଇଣ୍ଡଷ୍ଟ୍ରିରେ ରାଜ କରିଛନ୍ତି । ଏମାନଙ୍କର ଲୋକପ୍ରିୟତା ଦିନକୁ ଦିନ ବଢିବାର ଲାଗିଛି । ବର୍ତ୍ତମାନ ଏମାନଙ୍କର ପିଲାମାନେ ବି ଚର୍ଚାର ବିଷୟ ହୋଇଛନ୍ତି । କେତେକ କଳକାରମାନଙ୍କର ପିଲାମାନେ ବି ଡେବ୍ଯୂ କରିବାର ତିଆରି କରୁଛନ୍ତି ଏବଂ କେତେକ ବିନା ଡେବ୍ଯୂରେ ବି ତାଙ୍କର ଚର୍ଚା ହେଉଛି । ବର୍ତ୍ତମାନ ଷ୍ଟାରଙ୍କର ପିଲା ହୋଇଥିବାରୁ ମିଡିୟାର ମଧ୍ୟ ନଜର ସବୁବେଳେ ଏମାନଙ୍କ ଉପରେ ରହୁଛି ।

ଆଜି ଆମେ ଅକ୍ଷୟ କୁମାରଙ୍କର କଥା କହୁ ନାହୁଁ ତାଙ୍କ ପୁଅର କଥା କହୁଛୁ । ଅକ୍ଷୟ କୁମାରଙ୍କର ପୁଅ ଦେଖିବାକୁ ବହୁତ ବେଶି ହୈଂଡସମ ଲାଗନ୍ତି । କିନ୍ତୁ ତାଙ୍କ ପୁଅର ବୟସ ମାତ୍ର ୧୬ ବର୍ଷ ଅଟେ କିନ୍ତୁ ସେ ଦେଖିବାକୁ ଏତେ ସୁନ୍ଦର ଯେ କୌଣସି ବି ଝିଅର ହୃଦୟକୁ ସେ ଜିତି ପାରିବେ । କିନ୍ତୁ ବର୍ତ୍ତମାନ ଅକ୍ଷୟ କୁମାରଙ୍କର ପୁଅ କୌଣସି ଅଭିନେତ୍ରୀଙ୍କ ପାଇଁ ଚର୍ଚା ଅଛନ୍ତି । ଅକ୍ଷୟ କୁମାରଙ୍କର ପୁଅ ଆରବ କୁମାର ଗୋଟିଏ ଅଭିନେତ୍ରୀଙ୍କର ବହୁତ ବଡ ଦିବାନା ଅଟନ୍ତି ଏବଂ ଆରବ ନିଜ ହୃଦୟର କଥା ଆଜି ସମସ୍ତଙ୍କ ସାମନାରେ କହିଛନ୍ତି ।

ଯେଉଁ ଅଭିନେତ୍ରୀ ଉପରେ ଆରବଙ୍କର ହୃଦୟ ଆସିଛି, ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲୀଉଡର ଚୂଳବୁଲି ଅଭିନେତ୍ରୀ ଆଲିୟା ଭଟ୍ଟ ଅଟନ୍ତି । ଆରବ କୁମାର ଆଲିୟାଙ୍କୁ ବହୁତ ପସନ୍ଦ କରନ୍ତି । ଆରବ କହିଲେ କି ତାଙ୍କୁ ଆଲିୟାଙ୍କର ଅଭିନୟ ବହୁତ ପସନ୍ଦ ଲାଗେ । ଆଲିୟାଙ୍କର ସବୁ ଜିନିଷ ତାଙ୍କୁ ପସନ୍ଦ ଲାଗେ, ସେଥିପାଇଁ ସେ ଆଲିୟାଙ୍କର ସବୁ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ।

ମାମଲା କେବଳ ଏତିକି ନୁହେଁ, ଆରବ ଆଲିୟାଙ୍କୁ ଡେଟରେ ବି ନେଇ ଯିବା ପାଇଁ ଚାହୁଁଛନ୍ତି । ଆଲିୟା ଭଟ୍ଟ ବଲୀଉଡର ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣ ଅଟନ୍ତି, ଯିଏକି ବହୁତ ଅଳ୍ପ ସମୟ ମଧ୍ୟରେ ନିଜ ନାମ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଆଲିୟା ବହୁତ ଫିଲ୍ମରେ ନଜର ଆସି ସାରିଛନ୍ତି, ଯେଉଁଥିରେ ସବୁ ଫିଲ୍ମ ହିଟ ହୋଇଛି । ଆଲିୟା ଆଜି ପୁରା ଦେଶରେ ରାଜ କରୁଛନ୍ତି ।

ବର୍ତ୍ତମାନ ଆଲିୟାଙ୍କୁ ଆରବ ବହୁତ ପସନ୍ଦ କରୁଛନ୍ତି । କିନ୍ତୁ ବର୍ତ୍ତମାନ ଅଳିୟାଙ୍କର ହୃଦୟ ରଣବୀର କପୁରଙ୍କ ଉପରେ ଆସିଛି, ଏମିତିରେ ବର୍ତ୍ତମାନ ଦେଖିବାର କଥା ଏହା ଅଟେ କି ଆଲିୟା ଆରବଙ୍କର ଏହି କଥାରେ କଣ ପ୍ରତିକ୍ରିୟା ଦେଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।