ଆଖିର ୯୯% ଦୃଷ୍ଟିଶକ୍ତିକୁ ବୃଦ୍ଧି କରି ସାତ ଦିନରେ ଆଖିରୁ ଚଷମା ଓଲ୍ହାଇ ଦେବ ଏହି ଉପାୟ

ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଉପାୟ ନେଇ ଆସିଛୁ ଯାହା ଆପଣଙ୍କ ଆଖିର ଦୃଷ୍ଟିଶକ୍ତି ବୃଦ୍ଧି କରିବ । ଯଦି ଆପଣ ଏହି ଉପାୟକୁ ନିୟମିତ କରୁଛନ୍ତି ତେବେ ଅଳ୍ପ ଦିନରେ ଆପଣଙ୍କ ଆଖିର ଦୃଷ୍ଟିଶକ୍ତି ବଢି ଯିବ । ଯେଉଁମାନେ ଚଷମା ପିନ୍ଧୁଛନ୍ତି ସେମାନେ ବିନା ଚଷମାରେ ବି ସବୁ ଜିନିଷ ଦେଖି ପାରିବେ । କହିବାକୁ ଗଲେ ଆଖିର ଦୁର୍ବଳତା ଦୂର କରିବା ପାଇଁ ବଜାରରେ ବିଭିନ୍ନ ପ୍ରକାରର ଔଷଧ ମିଳିଥାଏ ।

କିନ୍ତୁ ଆଖିର ଚିକିତ୍ସା କରିବା ପାଇଁ ବିଦେଶୀ ଔଷଧର ବ୍ୟବହାର କରିବା ଦ୍ଵାରା କିଛି ବି ଲାଭ ହେବ ନାହିଁ । ଆପଣଙ୍କୁ ନିଜ ଆଖିର ଦୃଷ୍ଟିଶକ୍ତିକୁ ବୃଦ୍ଧି କରିବା ପାଇଁ କିଛି ଦେଶୀ ଉପାୟକୁ ଆପଣେଇବାକୁ ହେବ ।

ଯାହା ଫଳରେ ଆପଣଙ୍କ ଆଖିର କିଛି ପାର୍ଶ୍ଵ ପ୍ରତିକ୍ରିୟା ହେବ ନାହିଁ । ଆଜି ଆମେ ଆପଣଙ୍କୁ ଏକ ପ୍ରଭାବି ଉପାୟ ବିଷୟରେ କହିବୁ । ଏହି ଉପାୟକୁ କରିବା ପରେ ଆପଣ କିଛି ଦିନ ମଧ୍ୟରେ ଅନୁଭବ କରିପାରିବେ କି ଆପଣଙ୍କ ଆଖିର ଯେଉଁ ଦୁର୍ବଳତା ଥିଲା ତାହା ଠିକ ହୋଇ ଯାଇଛି ।କହିବାକୁ ଗଲେ ଆଜି କାଲିର ଟେକ୍ନୋଲୋଜି ଯୁଗରେ କମ୍ପୁଟର, ସ୍ମାର୍ଟଫୋନ, ଲ୍ୟାପଟପ ଇତ୍ୟାଦି ଓ ବହୁତ ସମୟ ପର୍ଯ୍ୟନ୍ତ ସ୍ମାର୍ଟଫୋନ ବ୍ୟବହାର କରିବା, ଖାସ କରି ଛୋଟ ପିଲାମାନେ ପୁରାଦିନ ଫୋନ ଦେଖୁଛନ୍ତି ।

ଏମିତିରେ ଆଜିକାଲି ପିଲାଙ୍କର ସ୍କୁଲ ଛୁଟି ଅଛି । ସେଥିପାଇଁ ସେମାନେ ଲ୍ୟାପଟପ କିମ୍ବା କମ୍ପୁଟର ଓ ସ୍ମାର୍ଟଫୋନ ସାମ୍ନାରେ ଦିନସାରା ବସୁଛନ୍ତି । ଏହା ଦ୍ଵାରା ଛୋଟ ପିଲାଙ୍କ ଆଖି ଉପରେ ପ୍ରଭାବ ପଡୁଛି । ଏଥିପାଇଁ ଆଜି ଆମେ ଆପଣମାନଙ୍କୁ ଆଖି ସମ୍ବନ୍ଧିତ ଏକ ଉପାୟ କହିବୁ ଯାହାକୁ କରିବା ଦ୍ଵାରା ଆପଣ ନିଜର ଆଖି ସମ୍ବନ୍ଧିତ ପ୍ରୋବେଲେମକୁ ଦୂର କରି ପାରିବେ ।

ବହୁତ ଲୋକଙ୍କୁ ଛୋଟ ଛୋଟ କାମ କରିବାକୁ ପଡିଥାଏ ଏମିତିରେ ଯଦି ତାଙ୍କର ଆଖି ଠିକ ଥାଏ ତେବେ ସେ ସେହି କାମ ଗୁଡିକ କରି ପାରନ୍ତି । ଯେମିତିକି ମହିଳାମାନେ ଘରେ ସିଲେଇ କରିଥାନ୍ତି, ବଣିଆ, ରୋଷେଇ, ବହୁତ ସମୟ ଧରି ପଢିବା ଇତ୍ୟାଦି କାମ କରିଥାନ୍ତି । ଏହା ଛଡା ଆହୁରି ମଧ୍ୟ କାମ ଅଛି ଯାହାକି ବହୁତ ଭଲ ଦୃଷ୍ଟିଶକ୍ତି ଦରକାର ହୋଇଥାଏ । ଯଦି ଆମର ଦୃଷ୍ଟି ଶକ୍ତି ଠିକ ନ ଥିବ ତେବେ ଆମର ଆଖି ବିନ୍ଧିବ ଓ ଆଖିରୁ ପାଣି ବାହାରିବ ।

ଯଦି କିଛି ସମୟ ଧରି ଆପଣ ଲ୍ୟାପଟପ, କମ୍ପୁଟର, ମୋବାଇଲ ଇତ୍ୟାଦି ବ୍ୟବହାର କରୁଛନ୍ତି,  ତେବେ ଆପଣଙ୍କର ଦେଖିବା ଶକ୍ତି କମି ଯିବ । ସେଥିପାଇଁ ଆଜି ଆପଣଙ୍କ ଏହି ସମସ୍ୟାର ସମାଧାନ ନେଇ ଆସିଛୁ । ଏହି ଉପାୟ ସହିତ ଅନ୍ୟ ତିନୋଟି କାମ କରିବାକୁ ପଡିବ । ଯାହା ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ବଢେଇବାରେ ସାହାଯ୍ୟ କରି ପାରିବ । ଯେମିତି କି ଆପଣ ରାତିରେ ଶୋଇବା ପୂର୍ବରୁ ବ୍ରଶ କରି ଶୁଅନ୍ତୁ । ବ୍ରଶ କରିବା ପରେ ଯେତେବେଳେ ସକାଳେ ଉଠିବେ ସେତେବେଳେ ଆପଣ ମୁହଁର ଲାଲକୁ ଆଖିରେ ଲଗାନ୍ତୁ ।

ଯଦି ଆପଣ ଏଭଳି କରୁଛନ୍ତି ତେବେ ଆପଣଙ୍କ ଆଖିର ଖରାପ ଜିନିଷ ବାହାରି ସଫା ହୋଇଯିବ । ଦ୍ଵିତୀୟ ଉପାୟଟି ହେଉଛି ମୁହଁରେ ପାଣି ଭର୍ତ୍ତି କରି ସେହି ପାଣିକୁ ପୁଣି ଠାରେ ବାହାର କରି ଆଖିରେ ମାରିବାର ଅଛି ।  ଏହାକୁ ଦିନରେ ଦୁଇ ରୁ ତିନି ଥର କରିବା ଉଚିତ । ଏହା କରିବା ଦ୍ଵାରା ଆପଣଙ୍କ ଆଖି ସଫା ହୋଇଯିବ । ତୃତୀୟ ଉପାୟଟି ଆପଣ ଯେତେବେଳେ ଶୋଇବାକୁ ଯାଉଛନ୍ତି ସେତେବେଳେ ଆପଣ ନିଜର ତଳିପାଦରେ ସୋରିଷ ତେଲ କିମ୍ବା ଦେଶୀ ଘିଅ ମାଲିସ କରନ୍ତୁ ।

ଯଦି ଆପଣ ଏହି ୩ଟି ଉପାୟକୁ ସବୁଦିନ କରୁଛନ୍ତି, ତେବେ ଆପଣଙ୍କୁ ଚଷମା ବ୍ୟବହାର କରିବାକୁ ପଡିବ ନାହିଁ । ଯାହା ଫଳରେ ଆପଣ ଛୋଟ ଛୋଟ କାମ କରି ପାରିବେ । ପୁଣି ଅନ୍ୟ ଏକ ଉପାୟ ମଧ୍ୟ ଅଛି । ଯଦି ଏହାକୁ ସଠିକ ଭାବେ କରି ପାରିବେ ତେବେ ଆଖିର ଦୃଷ୍ଟିଶକ୍ତି ବଢିଯିବ । ଚାଲନ୍ତୁ ସେହି ଉପାୟ ବିଷୟରେ ଆପଣମାନଙ୍କୁ କହି ଦେଉଛୁ । କି କେମିତି ଆପଣ ଏହି ଉପାୟକୁ ଘରେ କରିବେ । ପ୍ରଥମେ ୪ଟି ବାଦାମ ପାଣିରେ ରଖି ଦିଅନ୍ତୁ ।

୪ଟି ଗୋଲମରୀଚ, ଯାହାକୁ ଆମ ଘରେ ମସଲା ରୂପେ ପ୍ରୟୋଗ କରାଯାଏ । ଏହି ଜିନିଷ ଦ୍ଵାରା ଆମର ଆଖିର ଦୃଷ୍ଟି ଶକ୍ତି ମଧ୍ୟ ବଢିଥାଏ ଏହାର କିଛି ସାଇଡ ଏଫେକ୍ଟ ବି ପଡି ନ ଥାଏ । ଆଖି ଛଡା ମଧ୍ୟ ଶରୀରର ଆହୁରି କିଛି ଲାଭ ହୋଇଥାଏ । ଯଦି ଆମେ ଏହାକୁ ସେବନ କରୁଛନ୍ତି । ଏହା ପରେ ଆପଣ ଧଳା ମିସରି ଗୋଟିଏ ଚାମଚ ନିଅନ୍ତୁ । ସକାଳୁ ଉଠି ବାଦାମର ଚୋପା ଛଡାଇବା ପରେ ବାଦାମ, ଗୋଲମରୀଚ, ଗୋଟିଏ ଚାମଚ ମିସିରିକୁ ନେଇ ହେମଦସ୍ତାରେ ଛେଚି ଦିଅନ୍ତୁ ।

ଏହା ପରେ ଏହାକୁ ଗ୍ୟାସ ଉପରେ ଏକ ପ୍ୟାନରେ ଗୋଟିଏ ଗ୍ଲାସ କ୍ଷୀର ଢାଳି ସେହି ମିଶ୍ରଣକୁ ପ୍ୟାନରେ ଢାଳି ଦିଅନ୍ତୁ । ଭଲ ଭାବରେ ଗରମ କରି ସେହାର ସେବନ କରନ୍ତୁ । ପିଲାମାନଙ୍କୁ କିମ୍ବା ବୁଢାଙ୍କୁ ଦେବେ ତାଙ୍କର ଆଖିର ଦୃଷ୍ଟି ଶକ୍ତି ବଢି ଯିବ । ଏହି ମିଶ୍ରଣକୁ ସକାଳେ ଖାଲି ପେଟରେ ସେବନ କରିବା ଉଚିତ । ଏହାକୁ ସେବନର ଏକ ଘଣ୍ଟା ପରେ ଖାଦ୍ୟ ଖାଇବେ । ଏହି ମିଶ୍ରଣଟିକୁ ସେବନ ପରେ ଦିନରେ ଯେତେବେଳେ ହେଲେ ବି ଆପଣ କେସରର ଚାହା ଖାଇବେ ।

ଯଦି ଆପଣ ଏହି ଉପାୟ ସହିତ କେସର ଚାହା ସେବନ କରୁଛନ୍ତି ତେବେ ୨୦ ଦିନ ଭିତରେ ଯାହା ମିଳିବା ତାହା ୧୦ ଦିନ ଭିତରେ ମିଳି ଯିବ । ଏହା ଦ୍ଵାରା ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ବି ବଢିଯିବ । ପିଲାମାନଙ୍କ ପାଇଁ ଏହି ଉପାୟଟି ବହୁତ ଭଲ ଅଟେ । ଆହୁରି ମଧ୍ୟ ଯାହାର ଡାଇବେଟିସ ଅଛି ତାଙ୍କର ଆଖିର ଦୃଷ୍ଟି ଶକ୍ତି କମ ଅଛି ତେବେ ଏହି ଉପାୟଟି ତାଙ୍କ ପାଇଁ ଲାଭ ଅଟେ ।  ଯଦି ଆପଣଙ୍କର ଆଖିର ଦୃଷ୍ଟି ଶକ୍ତି କମ ଅଛି କିମ୍ବା ଅନ୍ୟ କିଛି ସମସ୍ୟା ଅଛି ତେବେ ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ ଦୃଷ୍ଟି ଶକ୍ତି ବଢିଯିବ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।