UFO ଓ ଏଲିୟନ ଦେଖା ଯିବାର ଦାବି କରିବା କୌଣସି ନୂଆ କଥା ନୁହେଁ । ଆମେରିକା ସମେତ ଅନେକ ବଡ ରାଷ୍ଟ୍ର ମାନଙ୍କରେ ସମୟ ସମୟରେ ଅନେକ ଥର UFO ଦେଖା ଯିବା କଥା ଶୁଣିବାକୁ ମିଳିଛି ।
କିନ୍ତୁ ଏବେ ସୁଦ୍ଧା ସଂପୂର୍ଣ୍ଣ ଭାବେ ଏହା କେହି ମଧ୍ୟ ପ୍ରମାଣିତ କରି ପାରି ନାହାନ୍ତି କି ତାହା ଏଲିୟନ ହିଁ ଥିଲେ ବୋଲି । କିନ୍ତୁ ଏଥର ଜେନ ଜର୍ମାନ ଟୁରିଷ୍ଟ ଏକ ଆଶ୍ଚର୍ଯ୍ୟ କରିଦେବା ଦାବି କରିଛନ୍ତି । ଜର୍ମାନ ଯାତ୍ରୀ ଜଣକ ଦାବି କରିଛନ୍ତି ଯେ, ସେ ପ୍ଳେନ ରେ ଯାତ୍ରା କରୁଥିବା ସମୟରେ ପ୍ଳେନ ବାହାରେ ଏକ UFO ମଧ୍ୟ ତାଙ୍କ ପ୍ଳେନ ସହ ଯାତ୍ରା କରୁଥିବାର ଦେ ଦେଖିଛନ୍ତି । ସେ ଏହି UFO କୁ ତାଙ୍କ ପ୍ଳେନ ସହ ଯାତ୍ରା କରୁଥିବା ଅବସ୍ଥାରେ କ୍ୟାମେରାରେ କଏଦ ମଧ୍ୟ କରି ନେଇଥିଲେ ।
UFO ଟି ଏକ ଧଳା ରଙ୍ଗର ଆଲୋକ ପରି ଦେଖା ଯାଉଥିଲା ଓ ଜର୍ମାନ ଯାତ୍ରୀଙ୍କ ଫ୍ଲାଇଟର ପିଛା କରିବାର ପ୍ରାୟ ୭ ମିନିଟ ପର୍ଯ୍ୟନ୍ତ ନିଜର ଆକାରରେ ମଧ୍ୟ ପରିବର୍ତ୍ତନ କରୁଥିଲା । ଭୂମି ଠାରୁ ହଜାର ହଜାର ଫୁଟ ଉଚ୍ଚତାରେ ଥିବା ଏହି UFO ପ୍ଳେନ ର ବହୁତ ନିକଟରେ ଥିଲା । ଏକ ଧଳା ରଙ୍ଗର ବସ୍ତୁକୁ ପ୍ଳେନ ସହ ଯାତ୍ରା କରୁଥିବା ବେଳେ ବାରମ୍ବାର ଆକାର ପରିବର୍ତ୍ତନ କରୁଥିବା ମଧ୍ୟ ଆପଣ ଦେଖି ପାରିବେ ।
ଏହି ଜର୍ମାନ ଯାତ୍ରୀ ଜଣକ ତୁରନ୍ତ ଏହି ସଂପୂର୍ଣ୍ଣ ଘଟଣାର ଭିଡିଓ କରିଥିଲେ । ଯେଉଁଥିରେ ଏକ ଧଳା ରଙ୍ଗର ବସ୍ତୁକୁ ବିମାନ ସହ ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା ଓ ଏହା ଏକ UFO ବୋଲି ମଧ୍ୟ ଜର୍ମାନ ଯାତ୍ରୀ ଜଣକ ଦାବି କରିଛନ୍ତି । ସେ ଭିଡିଓ କରିବା ସମୟରେ ଧଳା ରଙ୍ଗର ଏହି ବସ୍ତୁ ଟି ଆକାର ମଧ୍ୟ ବଦଳି ଥିଲା ।
ଅଚାନକ ବସ୍ତୁ ଟିର ରୂପରେଖା ଇଂରାଜୀ ଅକ୍ଷର Y ଆକାରରେ ପରିବର୍ତ୍ତନ ହେବାର ଦେଖା ଯାଇଥିଲା । ତେବେ ଦାବି କରାଯାଉଛି ଯେ ଜର୍ମାନ ଯାତ୍ରୀ ଜଣକ କ୍ୟାମେରାରେ କଏଦ କରିଥିବା ଏହି ଧଳା ରଙ୍ଗର ବସ୍ତୁ ଟି ଏକ ପ୍ଲାଜମା ଆଧାରିତ ଜେଟ ମଧ୍ୟ ହୋଇ ଥାଇପାରେ ।
ଏହି ଘଟଣା ଘଟିବା ସମୟରେ ବିମାନ ଟି ପ୍ରାୟ ୧୦ ହଜାରରୁ ୩୦ ହଜାର ଫୁଟ ଉଚ୍ଚତାରେ ଥିଲା ଓ ସେହି ସମୟରେ ଜର୍ମାନ ପାସେଞ୍ଜରଙ୍କୁ ବିମାନ ଝରକା ବାହାରେ ଏହି ବସ୍ତୁ ଟି ଦେଖିବାକୁ ମିଳିଥିଲା ।
ତେବେ ଏହି ବସ୍ତୁର ତୀବ୍ରତା ଘଣ୍ଟା ପିଛା ପ୍ରାୟ ୮୦୦ କିମି ରୁ କମ ନ ଥିବ ବୋଲି କୁହାଯାଉଛି । ସେହି ବସ୍ତୁଟି ଏହି ବିମାନର କୌଣସି କ୍ଷତି ମଧ୍ୟ କରି ନାହିଁ । ତେବେ ଏହି ଦାବୀ ସତ୍ୟ କି ନୁହେଁ ତାହା ଏବେ ଯାଞ୍ଚ କରାଯାଉଛି । ତେବେ ଆପଣଙ୍କୁ କଣ ଲାଗୁଛି ଏହା UFO ନା ଅନ୍ୟ କିଛି ? ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରନ୍ତୁ । ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ