ଅଯୋଧ୍ୟାରେ ପହଞ୍ଚିଲେ ରାମ, ଲକ୍ଷ୍ମଣ, ସୀତା, ଆଜି ବି ଏମାନଙ୍କୁ ଭୁଲିପାରି ନାହାନ୍ତି ଲୋକେ ।

ଓଡିଶାରେ ହେଲା ଖବର ଆଉ ଅଯୋଧ୍ୟାରେ ଏହାର ପ୍ରଭାବ ଦେଖାଗଲା । ରାଗିଥିଲେ ଲକ୍ଷ୍ମଣ ଏବେ ଆସିଗଲେ ଲକ୍ଷ୍ମଣ । ହଁ ଦର୍ଶକ ବନ୍ଧୁ ଅଜୋଧ୍ୟା ରାମ ମନ୍ଦିର ଉଶ୍ଚବ କୁ ନିମନ୍ତ୍ରଣ ପାଇ ନ ଥିଲେ ଲକ୍ଷ୍ମଣ । ଆଉ ଯେବେ ରାମ ସୀତା ଅଯୋଧ୍ୟାକୁ ଆସିଲେ ଲକ୍ଷ୍ମଣ ବହୁତ ରାଗିଥିଲେ । ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୁନିଲ ଲହରୀ ରାଗି ଯାଇଥିଲେ । ରାମାୟଣ ର ଲକ୍ଷ୍ମଣ ଙ୍କୁ ଅବମାନନା କରା ଯାଇଥିଲା । ରାମ ମନ୍ଦିର ପ୍ରତିଷ୍ଠା ଉଶ୍ଚବ କୁ ମିଳି ନ ଥିଲା ସୁନିଲ ଲହରୀ ଙ୍କୁ ମିଳି ନ ଥିଲା ନିମନ୍ତ୍ରଣ ।

ସେ ଅସନ୍ତୋଷ ଜାହିର କରିଥିଲେ । ଆଉ ଏବେ ରାମ ମନ୍ଦିର ପ୍ରତିଷ୍ଠା ଉଶ୍ଚବ କୁ ଲକ୍ଷ୍ମଣ ଆସୁଛନ୍ତି । ଆଜି ରାମ, ଲକ୍ଷଣ, ସୀତାଙ୍କର ମିଳନ ହୋଇଛି । ଦୀର୍ଘ ବର୍ଷ ତଳେ ଟିଭି ରେ ପ୍ରସାରିତ ହେଉଥିଲା ରାମାନନ୍ଦ ସାଗର ଙ୍କ ଲୋକପ୍ରିୟ ଧାରାବାହିକ ରାମାୟଣ କୁ ଆଜି ବି ଲୋକେ ମନେ ରଖିଛନ୍ତି । ଆଜି ବି ରାମାୟଣ ସିରିଏଲ କୁ ନେଇ ଲୋକଙ୍କ ମନରେ ବେଶ ଶ୍ରଦ୍ଧା ରହିଛି । ଏହି ଧାରାବାହିକରେ ରାମ, ଲକ୍ଷ୍ମଣ ଓ ସୀତା ଭୂମିକାରେ ଅଭିନୟ କରିଥିବା କଳାକାର ମାନଙ୍କୁ ଆଜି ବି ଲୋକ ମନେ ଭଗବାନ ବୋଲି ମନେ କରନ୍ତି ।

ଯେବେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି ଓ ରାମ ଓ ସୀତା ଙ୍କୁ ନିମନ୍ତ୍ରଣ କରାଯାଇଛି ସେତେବେଳେ ଲକ୍ଷ୍ମଣ ଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା । ଆଉ ଏବେ ଲକ୍ଷ୍ମଣ କୁ ସାଙ୍ଗରେ ଧରି ଆସିଛନ୍ତି ରାମ ସୀତା । ସୁନିଲ ଲହରୀ ଙ୍କୁ ଏବେ ନିମନ୍ତ୍ରଣ କରା ଯାଇଛି ଓ ସେ ଆସିଛନ୍ତି ମଧ୍ୟ ଅଯୋଧ୍ୟାକୁ । ସେଦିନ ରାମାୟଣ ରେ ଯେମିତି ଲକ୍ଷ୍ମଣ ରାଗିଥିଲେ ଏଥର ବି ସେମିତି ଅଭିମାନ ଦେଖିବାକୁ ମିଳିଛି ।

ରାମାୟଣ ର ଲକ୍ଷ୍ମଣ ଙ୍କୁ ଦେଖି ଆଜି ରାମ ବି ବେସ ଖୁସି ଅଛନ୍ତି । ଗୋଟେ ମଞ୍ଚରେ ରାମ, ଲକ୍ଷ୍ମଣ, ସୀତା ପ୍ରେସମିଟ କରିଛନ୍ତି । ଜାନୁଆରୀ 22 ରେ ଯେବେ ଅଯୋଧ୍ୟାରେ ଗର୍ଭ ଗୃହରେ ରାମ ଲାଳଙ୍କ ପ୍ରତିଷ୍ଠା କରାଯିବ ସେତେବେଳେ କ୍ଷୀର ପୁରୀ ରେ ଅଯୋଧ୍ୟାରେ ଉଶ୍ଚବ ଆରମ୍ଭ ହେବ । ଆଉ ସବୁଠାରୁ ବଡ ଖବର ହେଉଛି ଏବେ ଲକ୍ଷ୍ମଣ ନୁ ନିମନ୍ତ୍ରଣ ପତ୍ର ପଠା ଯାଇଛି । ତାଙ୍କୁ ଅବମାନନା କରାଯାଇ ନାହିଁ ।

ଲକ୍ଷ୍ମଣ ନିମନ୍ତ୍ରଣ ପାଇବା ପରେ ରାମ, ସୀତା, ଲକ୍ଷ୍ମଣ ଏକାଠି ଆସୁଛନ୍ତି । ରାମାୟଣ ସିରିଏଲରେ ରାମ, ଲକ୍ଷ୍ମଣ , ସୀତା ଭୂମିକାରେ ଅଭିନୟ କରିଥିବା ସମସ୍ତ କଳାକାର ଙ୍କୁ ଆଜି ବି ଲୋକେ ମାନୁଛନ୍ତି । କାରଣ ସେଦିନର ଛାପ ଆଜି ବି ଲୋକଙ୍କ ମନରେ ରହିଛି । କାହିଁକି ନା ପ୍ରଭୁ ରାମ ଓ ଲକ୍ଷ୍ମଣ  ଙ୍କ ନାମ ଧରିଲେ ଆଜି ବି ସେହି ଚେହେରା ସାମ୍ନା କୁ ଆସୁଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।