ଆଜି ରାତିରୁ ପୁରା 51 ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନ ବର୍ଷା କରିବେ ମା ଦୂର୍ଗା, ଦେଖନ୍ତୁ ଆପଣଙ୍କ ରାଶି ନାହିଁତ

ଆମେ ସମସ୍ତେ ବହୁତ ଦେବା ଦେବୀଙ୍କର ପୂଜା କରିଥାଉ । ସେଥି ମଧ୍ୟରେ ମାତା ଦୂର୍ଗା ହେଉଛନ୍ତି ଅନ୍ଯତମ । ମା ଦୂର୍ଗାଙ୍କ କୃପା ସବୁ ଭକ୍ତମାନଙ୍କ ଉପରେ ବର୍ଷିଥାଏ । କହିବାକୁ ଗଲେ ମା ଦୂର୍ଗାଙ୍କୁ ସୃଷ୍ଟିର ଆରମ୍ଭ ବୋଲି କୁହାଯାଏ । ଯେମିତି କି ଆପଣ ଜାଣିଥିବେ ନବରାତ୍ରି ବର୍ଷକୁ ଦୁଇଥର ଆସିଥାଏ । ଏହି ସମୟରେ ମା ଦୂର୍ଗାଙ୍କର ନଅଟି ରୂପ ପୂଜା କରାଯାଇଥାଏ । ମାଙ୍କର ଏହି ୯ଟି ରୂପର ଭିନ୍ନ ଭିନ୍ନ ମହତ୍ଵ ଅଛି ।

ପ୍ରଥମେ ଚୈତ୍ର ନବରାତ୍ରି ଆସିଥାଏ ଓ ଦ୍ଵିତୀୟରେ ଶାରଦୀୟ ନବରାତ୍ର ଆସିଥାଏ । କିନ୍ତୁ ଶାରଦୀୟ ନବରାତ୍ରିକୁ ବହୁତ ଅଧିକ ମହତ୍ଵ ଦିଆଯାଇଥାଏ । ଏମିତିରେ ଏହି ବର୍ଷର ଶାରଦୀୟ ନବରାତ୍ରିରେ ମା ବହୁତ ପ୍ରସନ୍ନ ଅଛନ୍ତି ଓ ଏହା ସହିତ କିଛି ରାଶି ମାନଙ୍କ ଉପରେ ଧନ ବର୍ଷା କରିବେ । ତେବେ ଚାଲନ୍ତୁ ଜାଣିବା ସେହି ରାଶି ମାନଙ୍କ  ବିଷୟରେ ।

ବୃଷ ରାଶି

ବୃଷ ରାଶିର ବ୍ୟକ୍ତିମାନେ ଅଚାନକ ଧନ ପ୍ରାପ୍ତି କରିବେ । ଏମାନଙ୍କର ଅଟକଥିବା କାର୍ଯ୍ୟ ପୁରା ହୋଇଯିବ । ଆର୍ଥିକ ସ୍ଥିତି ଠିକ ଠାକ ରହିବ । ଆପଣ ବ୍ୟବସାୟ ବାଣିଜ୍ୟରେ ଭଲ ନାମ କରିବେ । ଆପଣଙ୍କ ଉପରେ ମା ଦୂର୍ଗାଙ୍କ କୃପା ଦ୍ରୁଷ୍ଟି ରହିବ ।

ମିଥୁନ ରାଶି

ଏହି ଶୁଭ ଅବସରରେ ମିଥୁନ ରାଶିର ବ୍ୟକ୍ତିମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପାରୁ ଧନ ବର୍ଷା ହେବାକୁ ଯାଉଛି । ଏହି ସମୟଟି ବହୁତ ଉତ୍ତମ ବୋଲି କୁହାଯାଉଛି । ଆପଣ ବ୍ୟବସାୟ ବିସ୍ତାର କରି ପାରିବେ ଏହା ଛଡା ଅନ୍ୟ କ୍ଷେତ୍ରରେ ଉନ୍ନତିର ଅବସର ମଧ୍ୟ ମିଳିବ ।

ମେଷ ରାଶି

ଏହି ରାଶିର ବ୍ୟକ୍ତିମାନଙ୍କୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଚାକିରିରେ ପଦୋନ୍ନତି ମିଳିବ । ବ୍ୟବସାୟରେ ଭଲ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମ ଅନୁସାରେ ଭଲ ସଫଳତା ମିଳିବ । ଜୀବନସାଥିଙ୍କ ସହ ସମ୍ପର୍କ ଭଲ ରହିବ ।

ସିଂହ ରାଶି

ମା ଦୂର୍ଗାଙ୍କ ଆଶୀର୍ବାଦରୁ ଆପଣଙ୍କ ଅଟକି ଥିବା ସବୁ କାର୍ଯ୍ୟ ପୁନର୍ବାର ଆରମ୍ଭ ହୋଇଯିବ । ବେରୋଜଗାରଙ୍କୁ ରୋଜଗାର ମିଳିବା ସହ ଭଲ ଚାକିରି ବି ମିଳିବ । ପରିବାରରେ ଖୁସିର ପରିବେଶ ରହିବ । ଆପଣ ସବୁ କାର୍ଯ୍ୟରେ ସଫଳତା ପାଇବେ ।

ତୁଳା ରାଶି

ମା ଦୂର୍ଗାଙ୍କ କୃପାରୁ ଏହି ରାଶିର ବ୍ୟକ୍ତି ମାନଙ୍କର ବ୍ୟବସାୟରେ ଉନ୍ନତି ହେବା ସହ ଭଲ ଲାଭ ମିଳିବ । ପ୍ରଶାସନିକ ଅଧିକାରୀଙ୍କ ଠାରୁ ମାନସମ୍ମାନ ମିଳିବ । ଆପଣଙ୍କ ଜୀବନସାଥିଙ୍କ ସହ ଆପଣ ଭଲ ସମୟ ବିତାଇବେ ।

କୁମ୍ଭ ରାଶି

ମା ଦୂର୍ଗାଙ୍କ ଆଶୀର୍ବାଦରୁ ଏହି ରାଶିର ବ୍ୟକ୍ତିମାନଙ୍କର ଏବେ ଭଲ ସମୟ ଅଛି ଯାହା ଫଳରେ ଆପଣଙ୍କୁ ବ୍ୟବସାୟରେ ଭଲ ଲାଭ ମିଳିବ । ସେୟାର ବଜାରରେ ନିବେଶରେ ଭଲ ଲାଭ ମିଳିବ । ଯଦି ଆପଣ ଚାକିରି କରୁଛନ୍ତି ତେବେ ସେଥିରେ ଉନ୍ନତି ମିଳିବ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।