ହର୍ଲିକ୍ସ କେଉଁ ଦେଶର କମ୍ପାନୀ ଅଟେ? ଏହା ସହିତ ଆହୁରି 16ଟି ପ୍ରଶ୍ନ ଉତ୍ତର

ଆଜି କାଲି ର ଯୁବା ପିଢୀଙ୍କ ଗୋଟେ ହିଁ ସ୍ବପ୍ନ କି କିପରି ଭଲ ପାଠ ପଢି ହେବେ IAS ଅଫିସର୍ । କିନ୍ତୁ IAS ଅଫିସର୍ ହେବା ଏତେ ସହଜ ନୁହଁ ଏଥି ପାଇଁ ବହୁତ୍ ପରିଶ୍ରମ ଏବଂ ବହୁତ୍ ପରୀକ୍ଷା ଦେବାକୁ ପଡିଥାଏ । IAS ହେବା ପାଇଁ UPSC ପରୀକ୍ଷା ଦେବାକୁ ପଡେ । UPSC ଦେଶ ର ସବୁଠୁ କଠିନ ପରୀକ୍ଷା ଅଟେ । ଏହି ପରୀକ୍ଷା ପାସ କରିବା ଯେତିକି କଠିନ ତା ଠାରୁ ଏହାର ଇଂଟର୍ବିୟୁ ପାସ କରିବା ଆହୁରି କଠିନ । IAS ପରୀକ୍ଷା ରେ ପଚରା ଯାଉଥିବା ପ୍ରଶ୍ନ ଶୁଣି ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଜି ଆମେ ଆପଣଙ୍କୁ ଏହା ର କିଛି ପ୍ରଶ୍ନ ଏବଂ ଉତ୍ତର ଦେବୁ ଯାହା ଆପଣଙ୍କୁ ବହୁତ୍ ସାହାଯ୍ୟ କରିବ ।

୧- କେଉଁ ଫଳରେ ମଞ୍ଜି ନ ଥାଏ?

ଉ: ମଲବେରି

୨- ଭାରତରେ କେଉଁ ଗଛକୁ ସବୁଠୁ ପବିତ୍ର ମାନନ୍ତି?

ଉ: ଡିମ୍ବିରି ଗଛ

୩- କେଉଁ ଜୀବ ଦେହରେ ନିଆଁ ଲାଗିଗଲେ ସେ ବାରୁଦ ପରି ଫାଟି ଥାଏ ?

ଉ: ବୁଢିଆଣୀ

୪- କେଉଁ ଦେଶର ଲୋକ ସବୁଠୁ ଅଧିକ ଆତ୍ମହତ୍ୟା କରନ୍ତି ?

ଉ: ଚୀନ

୫- ମନ୍ଦିର ମାଳିନୀ ସହର କାହାକୁ କୁହାଯାଏ?

ଉ: ବାରଣାସୀ

୬- କେଉଁ ଦେଶରେ କୁରକୁରି ଖାଇବା ବା ବିକ୍ରି କରିବା ନିଷେଧ ଅଟେ?

ଉ: ଇଟାଲୀ

୭- ଉଡାଜାହାଜ ର କେତୋଟି ଇଞ୍ଜିନ ଥାଏ?

ଉ: ୨ଟି

୮- କେଉଁ ଜୀବର ଭେଜା ନ ଥାଏ?

ଉ: ଜେଲିଫିସ୍

୯- ଭାରତରେ ସର୍ବପ୍ରଥମେ ସୂର୍ଯ୍ୟ କେଉଁଠି ଉଦୟ ହୁଅନ୍ତି?

ଉ: ଅରୁଣାଚଳ ପ୍ରଦେଶ

୧୦- ସ୍ଵର୍ଣ୍ଣ/ସୁବର୍ଣ୍ଣ କ୍ରାନ୍ତି କାହା ସହ ସମ୍ବନ୍ଧିତ ଅଟେ?

ଉ: ଫଳ ଉତ୍ପାଦନ

୧୧- ବାୟୁଯାନ ଟାୟାର ରେ କେଉଁ ଗ୍ୟାସ୍ ଭର୍ତ୍ତି କରାଯାଏ?

ଉ: ହିଲିଅମ୍ ଗ୍ୟାସ୍

୧୨- ଭାରତର ସବୁଠୁ ବଡ଼ ସମ୍ମାନ କଣ ଅଟେ?

ଉ: ଭାରତ ରତ୍ନ

୧୩- ବିଶ୍ୱରେ ପ୍ରଥମ ରେଳଗାଡ଼ି କେବେ ଚାଲିଥିଲା?

ଉ: ୧୮୨୫ ମସିହାରେ

୧୪- ହର୍ଲିକ୍ସ କେଉଁ ଦେଶର କମ୍ପାନୀ ଅଟେ?

ଉ: ଆମେରିକା

୧୫- ରାଜସ୍ଥାନର ଶିମଲା କାହାକୁ କୁହାଯାଏ?

ଉ: ମାଉଣ୍ଟ ଆବୁ

୧୬- କ୍ଷେତରେ ସବୁଜ, ବଜାରରେ କଳା ଓ ଘରକୁ ଆସିଲେ ହେଇଯାଏ ଲାଲ, କୁହନ୍ତୁ ତାହା କଣ ?

ଉତ୍ତର – ଚା ପତି