ଆଜି ନିଜ ପୁଅର ସାଙ୍ଗକୁ ବାହା ହେବେ ବିଧାୟକ Dibyashankar, ଏ ନେଇ କଣ କହୁଛନ୍ତି Sura ଭାଇ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ରାଜନୀତି କ୍ଷେତ୍ର ରେ ଥିବା ରାଜା ନେତା ମାନଙ୍କୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି  କେହି ନିଜର ରାଜାନିତି କ୍ଯାରିୟର କୁ ନେଇ ତ ଆଉ କେହି ନିଜର ବ୍ୟକ୍ତିଗତ ଲାଇଫ କୁ ନେଇ ଚର୍ଚ୍ଚା ରେ ରହୁଛନ୍ତି । ବର୍ତ୍ତମାନ କିଛି ସମୟ ପୂର୍ବ ରୁ ଜଣେ ବିଧାୟକ ଙ୍କ ବାହାଘରକୁ ନେଇ ଆସିଛି ଏକ ବଡ ଖବର । ସେହି ବିଧାୟକ ଙ୍କ ବିଷୟାରେ ଆପଣ ମାନେ ବେସ ଭଲ ଭାବେ ଜାଣିଥିବେ ।

ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ବିଧାୟକ ଦିବ୍ୟ ଶଙ୍କର । ଯିଏ ଅନେକ ସମୟରେ ନିଜର ରାଜନୀତି କ୍ଯାରିର କୁ ନେଇ ଚର୍ଚ୍ଚା ଆଉ ବିବାଦରେ ଘେରି ହୋଇ ରହିଥାନ୍ତି । ତେବେ ସୂଚନା ଅନୁଯାୟୀ ଦିବ୍ୟ ଶଙ୍କର ବିବାହ କରିବାକୁ ଯାଉଛନ୍ତି । ଏହି କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ବର୍ତ୍ତମାନ ସୋସିଆଲ ମିଡିଆରେ ନିଆଁ ଭଳି ଏହି ଖବର ଭାଇରାଲ ହେବାରେ ଲାଗିଛି ।

ଆଜି ବାହା ହେବେ ବିଧାୟକ କ୍ଯାପଟେନ ଦିବ୍ୟ ଶଙ୍କର ଆଉ କନ୍ୟା ହେଉଛନ୍ତି ପୁଅର ସାଙ୍ଗ । ବୟସ ମାତ୍ର କନ୍ୟାଙ୍କର 19 ବର୍ଷ । ଦିବ୍ୟ ଶଙ୍କରଙ୍କ ପୁଅକୁ 22 ବର୍ଷ ହୋଇଥିବା ବେଳେ ଝିଅ ର ବୟସ ମାତ୍ର 19 ବର୍ଷ । ଦିଅ ଶଙ୍କର ପୁଅର ସାଙ୍ଗକୁ ପ୍ରେମ ବିବାହ କରିବେ ବୋଲି ଜଣା ପଡିଛି । ତେବେ ଫେବ୍ରୁଆରି 25 ତାରିଖ ରେ ମାନେ ଆଜି ସେ ବିବାହ କରିବେ ବୋଲି ଏବେ ଚାରି ଆଡେ ଚର୍ଚ୍ଚା ହେଉଛି ।

ଦିବ୍ୟ ଶଙ୍କରଙ୍କୁ 56 ବର୍ଷ ହୋଇଥିବା ବେଳେ ସେ ଯାହାଙ୍କୁ ବିବାହ ହେବାକୁ ଯାଉଛନ୍ତି ତାଙ୍କୁ ମାତ୍ର 19 ବର୍ଷ ବୋଲି କହିଛନ୍ତି ବିଧାୟକ ସୁର ରାଉତ ରାୟ । ପୁରୀ ର ଏକ ରିଶୋର୍ଟ ରେ ହେବ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ଙ୍କ ବିବାହ । ହେଲେ ଏହି ବାହଘର ନିରାଡମ୍ବର ରେ ହେବ ବୋଲି ଚର୍ଚ୍ଚା ହେଉଛି । ବାହାଘରରେ କେବଳ ପରିବାର ଲୋକଙ୍କ ସହ କିଛି ନିକଟିୟ ସମ୍ପର୍କୀୟ ଉପସ୍ଥିତ ରହିବେ ।

ଏହି ବିବାହକୁ ନେଇଏ ଏବେ ସୋସିଆଲ ମିଡିଆରେ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଛି । ବିଧାୟକ ଦିବ୍ୟ ଶଙ୍କର ମଧ୍ୟ ବାହାଘରକୁ ସ୍ଵୀକାର କରିଛନ୍ତି । ଯୁବତୀ ଜଣକ ଭୁବନେଶ୍ବର ର ଏକ ଘରୋଇ କମ୍ପାନୀ ଏ ଚାକିର କରିଥିବା ବେଳେ ଦିବ୍ୟ ଶଙ୍କର ଙ୍କ ଠାରୁ ମାତ୍ର 20 ବର୍ଷ ସାନ ବୋଲି ଚର୍ଚ୍ଚା ହେଉଛି ।

ଯଦି ଦେଖିବା କ୍ଯାପଟେନ ଦିବ୍ୟ ଶଙ୍କର ଙ୍କ ପୂର୍ବ ସ୍ତ୍ରୀ ଙ୍କ ମଧ୍ୟରେ ଛାଡପତ୍ର 10 ବର୍ଷ ପୂର୍ବରୁ ହୋଇ ସାରିଛି । ତାଙ୍କ ସତରେ ମଧ୍ୟ ଅନ୍ୟତ୍ର ବାହା ହୋଇ ସାରିଛନ୍ତି । ତେବେ ଉଭୟଙ୍କର 22 ବର୍ଷର ପୁଅ ଥିବା ମଧ୍ୟ ଜଣା ପଡିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।