ଆଜି ହିଁ ଖାଇବା ବନ୍ଦ କରନ୍ତୁ ଏହି ଜିନିଷ, ପୁରୁଷଙ୍କ ଶକ୍ତି ହ୍ରାସ ହୁଏ

ଆମେ ଲୋଭରେ ନିଜ ଶରୀର ର ଶକ୍ତି କୁ ବୃଦ୍ଧି କରିବା ପାଇଁ ବିଦେଶୀ କମ୍ପାନୀ ଗୁଡିକର ପ୍ରଡକ୍ଟ କିଣି ଘରକୁ ଆଣିଥାଉ । କିନ୍ତୁ ଆପଣ ଜାଣି ନାହାଁନ୍ତି ଏଥିରୁ କିଛି ଜିନିଷର ବହୁତ ମାରାତ୍ମକ ସାଇଡିଫେକ୍ଟ ରହିଛି । ଯଦି ଏହି ସବୁ ବିଷୟରେ ଆପଣ ଜାଣିନାହାନ୍ତି ତେବେ ଭବିଷ୍ୟତରେ ଆପଣଙ୍କୁ ଏହାର ଫଳ ଭୋଗିବାକୁ ପଡିପାରେ । ଆପଣ ଜାଣିଥିବେ ଆଜିକାଲି ଯୁବ ବର୍ଗ ନିଜ ଶରୀର କୁ ହୃଷ୍ଟପୃଷ୍ଟ ତଥା ମଝବୁତ ବନେଇବା ପାଇଁ ବିଭିନ୍ନ ପ୍ରକାର ବିଦେଶୀ ବ୍ରାଣ୍ଡ ନନରେପୁଟେଡ଼ ବ୍ରାଣ୍ଡ ର ପ୍ରଡକ୍ଟ ବ୍ୟବହାର କରୁଛନ୍ତି ।

ମସଲ ବଢାଇବା ପାଇଁ କସରତ କରୁଛନ୍ତି । ଇଂଜେକ୍ସନ୍ ନେଉଛନ୍ତି । ଡେଲି ବଡ଼ି ବିଲଡିଂ ତଥା ଜିମ ଯାଉଛନ୍ତି ହୁଏତ ତାଙ୍କୁ ଫଳାଫଳ ମିଳୁଛି ବଡ଼ି ବହୁତ ଶୀଘ୍ର ଗ୍ରୋ କରୁଛି । କିନ୍ତୁ କଣ ଆପଣ ଭାବିଛନ୍ତି କି ଏଭଳି କୃତିମ ବଡ଼ି ବନାଉଥିବା ବ୍ୟକ୍ତି ଙ୍କ ବୃଦ୍ଧାବସ୍ଥା କିପରି ହୁଏ ।

ଏହି ସବୁ ବ୍ରାଣ୍ଡ ର ପାଉଡରରେ ଷ୍ଟେରୋଇଡ଼ ଭଳି ଅନେକ ପଦାର୍ଥ ରହିଛି ଯାହା କି ଆମ ଶରୀର ରେ ଅଧିକ ରୁ ଅଧିକ ଗ୍ରୋଥ ହରମୋନ କ୍ଷରଣ କରେ ଫଳରେ ଆମ ଶରୀର ର ବିକାଶ ଅଧିକ ହେବାକୁ ଲାଗେ । କିନ୍ତୁ ଏହି ସବୁ ଷ୍ଟେରୋଇଡ଼ ଜାତୀୟ ଜିନିଷ ଖାଇବାର ଅନେକ ପ୍ରକାର ର ଭୟଙ୍କର ପରିଣାମ ଭବିଷ୍ୟତରେ ହୋଇଥାଏ । ଏକ ଡାକ୍ତରୀ ଗବେଷଣାରୁ ଜଣାପଡିଛି ଏଥିରୁ ଲିଭର ସମସ୍ୟା, କିଡ୍ନୀ ସମସ୍ୟା ତଥା ସ୍ୱପ୍ନ ଦୋଷ, ନପୁଂସକତା ହୋଇପାରେ ।

ଭାରତୀୟ ବଜାର ଏକ ବହୁତ ବଡ଼ ବିଜନେସ ପ୍ଳାଟଫର୍ମ ଭାବେ ଆଜିର ଦିନରେ ଉଭା ହୋଇଛି । ଆଜି ଆମେ ଯେକୋୖଣସି ଜିନିଷ ଆମ ସ୍ୱାସ୍ଥ୍ୟ ପାଇଁ ଗ୍ରହଣ କରୁଛୁ ତାହା ଆମ ଭାରତୀୟ ବଜାରରେ ଉପଲବ୍ଧ ହୋଇଛି କାରଣ ବିଶ୍ୱର ସମସ୍ତ ଦେଶ ଭାରତକୁ ଏକ ବିଜନେସ ସୋର୍ସ ଭାବରେ ଟାର୍ଗେଟ କରିଛନ୍ତି । ଯାହାଫଳରେ ସେମାନେ ନିଜ ଦେଶର ଉତ୍ପାଦିତ ଦ୍ରବ୍ୟ ଆମ ଦେଶରେ ଆଣି ବିକୁଛନ୍ତି । ଯେଉଁଥିରେ ତାଙ୍କର କୋଟି କୋଟି ଟଙ୍କାର ଲାଭ ମଧ୍ୟ ହେଉଛି ।

ଆଜିର ବିଷୟରେ ଆମେ ଆଲୋଚନା କରିବା ଶରୀରର ତାକତ ବଢ଼ାଇବାପାଇଁ ଆମେମାନେ ବଜାରରୁ ଯେଉଁ ହେଲଥ ଟନିକ କିଣି ଖାଇଥାଉ , ସେଗୁଡିକ ସବୁ ହେଉଛି ବିଦେଶ କମ୍ପାନୀ ଜିନିଷ ଯାହାକି ଆମ ଦେଶରେ ଲୋକଙ୍କୁ ଓଲା ବନାଇ ନିଜର ବିଜନେସ କରୁଛି ।

 

ଯାହାକୁ ଆମେ ଶରୀରର ଶକ୍ତି ବଢାଇବା ପାଇଁ ଗ୍ରହଣ କରିଥାଉ । ହେଲେ ବୈଜ୍ଞାନିକ ମାନଙ୍କ ମତରେ ଏହି ଜିନିଷ ମାନଙ୍କରେ କୌଣସି ମାତ୍ରାରେ ପ୍ରୋଟିନ ମିଳିନଥାଏ । କାରଣ ଏହିସବୁ ଜିନିଷ ନିର୍ମିତ ହେଉଛି ଆମର ସାଧାରଣ ଅଟା ଗୁଣ୍ଡ ଓ ବାଜରା ଗୁଣ୍ଡ ଦ୍ୱାରା ଓ ଏହା ଆମ ପାଟିକୁ ଭଲ ଲାଗିବାପାଇଁ କମ୍ପାନୀ ଏଥିରେ ବିଭିନ୍ନ ପ୍ରକାରର ଚକଲେଟ ଗୁଣ୍ଡ ଓ କିଛି ମିଠା ଜାତୀୟ ପଦାର୍ଥ ମିଶାଇଥାନ୍ତି । ଯାହାକୁ ଆମକୁ ଖାଇବା ପାଇଁ ଭଲ ଲାଗିଥାଏ ଓ ଆମେ ସେହି ଜିନିଷକୁ ବଜାରରୁ କିଣିଥାଉ । ଯାହାଫଳରେ ଏହି କମ୍ପାନୀ ସାଧାରଣତଃ ଅଳ୍ପ ଟଙ୍କାର ଜିନିଷକୁ ଆମକୁ ବିକ୍ରୟ କରି ଆମ ଦେଶବାସୀ ମାନଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟି ନେଉଛି ।

ସାଧାରଣତଃ ଏହି କମ୍ପାନୀ ମାନେ ଆମ ଆଧୁନିକ ଯୁଗର ମା ମାନଙ୍କୁ ଇଣ୍ଟରନେଟ ରେ ପ୍ରଭାବିତ କରିଥାନ୍ତି । ବିଜ୍ଞାପନ ମାଧ୍ୟମରେ କମ୍ପାନୀ ମା ମାନଙ୍କୁ ସେହି ଜିନିଷ ଦେଖାଇ କହିଥାନ୍ତି କି ଆମ ଜିନିଷ ଖାଇବା ଦ୍ୱାରା ଆପଣଙ୍କ ପିଲାର ଶକ୍ତି ବୃଦ୍ଧିହେବ ଓ ଆପଣଙ୍କ ପିଲା ତାଳ ଗଛ ଭଳି ଡେଙ୍ଗା ହୋଇଯିବ । ଏହାକୁ ଦେଖି ଆଜିର ମା ମାନେ ସେଥିରେ ପ୍ରଭାବିତ ହୋଇ ସେହି କମ୍ପାନୀର ଉତ୍ପାଦଟିକୁ କ୍ରୟ କରିଥାନ୍ତି । କିନ୍ତୁ ସେ ଜାଣନ୍ତି ନାହିଁ ଯେ ସେହି ଉତ୍ପାଦରେ କଣ ସବୁ ମିଶୁଛି ।

ସେଥିରେ ଯେତିକି ଶକ୍ତି ନ ମିଳିବ ,ସାଧାରଣ କିଛି ଚଣା ଓ ଗୁଡ ଖାଇବା ଦ୍ୱାରା ଆମକୁ ତା ଠାରୁ ଅତ୍ୟଧିକ ପ୍ରୋଟିନ ମିଳିବା ସହ ଶରୀରକୁ ଅନେକ ପ୍ରକାରର ଖଣିଜ ପଦାର୍ଥ ମିଳିଥାଏ । ଯଦି ଆପଣ ଏହି ଜିନିଷକୁ ଖାଉଛନ୍ତି ତାହେଲେ ଏହା ଖାଇବା ବନ୍ଦ କରିଦିଅନ୍ତୁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।