ଟୁଥପେଷ୍ଟର ଏମିତି ବ୍ୟବହାର କରି ସଫା କରିପାରିବେ ନ ଚାହୁଁଥିବା ଜାଗାର ବାଳ ଗୁଡିକୁ ସବୁଦିନ ପାଇଁ

ଆଜିର ସମୟରେ ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଚାହାଁନ୍ତି, ସୁନ୍ଦର ଦେଖାଯିବା ପାଇଁ ଲୋକ ବାଜାରର ପ୍ରଡ଼କ୍ଟ୍ସ ଓ ବିଉଟି ସେଲୁନରେ ଜଣା ନାହିଁ କେତେ କେତେ ଟଙ୍କା ଖର୍ଚ୍ଚ କରି ଦିଅନ୍ତି । ସେମିତି ତ ବାଳକୁ ସୁନ୍ଦରତାର ଏକ ପ୍ରତୀକ ବୋଲି ମାନନ୍ତି । ପ୍ରତ୍ୟେକ ମଣିଷ ଚାହେଁ କି ତାର ଗହବା, ଲମ୍ବା, କଳା ବାଳ ହେଉ କିନ୍ତୁ କୁହାଯାଏ ନା ପ୍ରତ୍ୟେକ ଜିନିଷର ଏକ ନିର୍ଦ୍ଧିଷ୍ଟ ଜାଗା ଥାଏ । ତେବେ ଏମିତି କିଛି ହୋଇଥାଏ ବାଳ ସହିତ । ଯଦି ଏହି ବାଳ ମୁଣ୍ଡରେ ଥାଏ ତ ଏହା ଆପଣଙ୍କର ସୁନ୍ଦରତା ବୃଦ୍ଧି କରିଥାଏ ଓ ଯଦି ଏହି ବାଳ ଅନ୍ୟ କିଛି ଜାଗାରେ ଥିବ ତେବେ ଏହା ଆପଣଙ୍କର ସନ୍ଦରତାକୁ କମ କରିଦିଏ ।

ଲୋକ ବିଉଟି ସେଲୁନକୁ ଯାଇ ଏହି ନ ଅଜାଗାରେ ଥିବା ବାଳ ଠାରୁ ମୁକ୍ତି ପାଇବା ପାଇଁ କଣ କଣ ନ କରନ୍ତି, ୱାକସିଙ୍ଗ, ଥ୍ରେଡିଙ୍ଗ ଯାହାକୁ କରିବାରେ ବହୁତ କଷ୍ଟ ମଧ୍ୟ ହୋଇଥାଏ କିନ୍ତୁ ସୁନ୍ଦର ଦେଖାଯିବା ପାଇଁ ବାଧ୍ୟରେ ସମସ୍ତେ ଏହି କଷ୍ଟକୁ ସହିଥାନ୍ତି । ଏହି ନଚାହୁଁଥିବା ବାଳ ଠାରୁ ମୁକ୍ତି ପାଇବା ପାଇଁ ମହିଳା ମାନେ ସବୁକିଛି କରିଥାନ୍ତି କିନ୍ତୁ କିଛି ଦିନ ପରେ ପୁଣି ତାଙ୍କୁ ସେହି କଷ୍ଟ ସହିବାକୁ ପଡିଥାଏ ।

କାରଣ ଏହି ପ୍ରଡ଼କ୍ଟ କିଛି ସମୟ ପାଇଁ ତ ଏହି ସମସ୍ୟାରୁ ମୁକ୍ତି ଦେଇଥାଏ କିନ୍ତୁ କିଛି ଦିନ ପରେ ପୁଣି ସେହି ସମସ୍ୟା ଉପୁଜିଠାଏ । ଏହା ସହିତ ଏହି ପ୍ରଡ଼କ୍ଟରେ ବ୍ୟବହାର ହେଉଥିବା କେମିକାଲ ଆପଣଙ୍କ ଚେହେରାକୁ ଓ ଚର୍ମକୁ କ୍ଷତି ପହଞ୍ଚାଇ ଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ ଯାହାର ପ୍ରୟୋଗରେ ଆପଣଙ୍କୁ ଶରୀରରେ ନଚାହୁଁଥିବା ବାଳ ଠାରୁ ମୁକ୍ତି ମିଳିଯିବ ତା ସହିତ କୌଣସି କଷ୍ଟ ମଧ୍ୟ ହେବ ନାହିଁ ଓ ନା କୌଣସି ପ୍ରକାରର ସାଇଡ ଇଫେକ୍ଟ ହେବାର ଚିନ୍ତା ଥାଏ ।

ସାମଗ୍ରୀ

୧। କୋଲଗେଟ ଟୁଥପେଷ୍ଟ (ୱ୍ହାଇଟ କଲରର)

୨। ପୀଲ ଅଫ ମାସ୍କ

ପ୍ରଣାଳୀ

୧। ପ୍ରଥମୀ ଗୋଟିଏ ପ୍ଲେଟରେ ୨ ଚାମଚ ଏବରୟୁଥ ପୀଲ ଅଫ ମାସ୍କ ନିଅନ୍ତୁ ଓ ସେଥିରେ ଏକ ଚାମଚ କୋଲଗେଟ ମିଶାଇ ଦିଅନ୍ତୁ ।

୨। ଏହା ପରେ ଆପଣଙ୍କୁ ଯେଉଁଠି ବି ବାଳକୁ ହଟାଇବାର ଥିବ ସେହି ଜାଗାରେ ଏହି ମାସ୍କ ଲଗାଇ ଦିଅନ୍ତୁ ।

୩। ହାରାହାରି ୨୦ ମିନିଟ ପର୍ଯ୍ୟନ୍ତ ବା ଯେତେବେଳଯାଏ ଏହି ପେଷ୍ଟ ସୁଖି ନ ଯାଇଛି ତାହା ଏମିତି ହିଁ ରହିବାକୁ ଦିଅନ୍ତୁ । ଏହା ଶୁଖିଗଲା ପରେ ଆପଣ ଏହାକୁ ବାହାର କରି ଦିଅନ୍ତୁ, ଜଣାଇ ଦେଉଛୁ କି ଏହାକୁ ହଟାଇବାରେ କଷ୍ଟ ହେବ ନାହିଁ ଓ ଏହା ସହଜରେ ଛାଡିଯିବ ।

ଜଣାଇ ଦେଉଛୁ କି ସେହି ଜାଗାରେ କେବେ ବି ଆଉ ବାଳ ଉଠିବ ନାହିଁ ।

ଯଦି ଆପଣଙ୍କର ବା ଆପଣଙ୍କର ସମ୍ବନ୍ଧୀୟଙ୍କର ଏହି ସମସ୍ୟା ଥାଏ ଏହି ପୋଷ୍ଟଟି ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ଆହୁରି ଏହି ଭଳି ଜାଣିବା କଥା ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।