ଅଧା ରହିଗଲା ପ୍ରଥମାଷ୍ଟମୀ, ପହଞ୍ଚି ପାରିଲେନି ମାମୁଁ ଘରେ, ଟ୍ରକ କୁ ପଛ ପଟେ ପିଟିଲା ବସ ।

ନମସ୍କାର ବନ୍ଧୁଗଣ । ଗତ କାଲି ଥିଲା ପ୍ରଥମାଷ୍ଟମୀ ପର୍ବ । ଏହି ପର୍ବ ରେ ଘରର ବଡ ପୁଅ ହେଉ କି ଝିଅ ହେଉ ସମସ୍ତେ ପୋରୁଆଁ ହୁଅନ୍ତି । ଏହି ପର୍ବ କୁ ଆମ ଓଡିଶାରେ ଖୁବ ଧୂମ ଧମା ରେ ପାଳନ କରା ଯାଇଥାଏ । ତେବେ ଗତ କାଲି ପ୍ରଥଷ୍ଟମୀ ରେ ଘଟି ଯାଇଛି ବଡ ଦୁର୍ଘଟଣା ଯାହାକୁ ଜାଣିଲେ ଛାତି ଥଋ ଉଠିବ । ଅଧା ରହି ଯାଇଛି ପ୍ରଥମ ପ୍ରଥସ୍ମାଷ୍ଟମୀ । ଗତ କାଲି ଟ୍ରକ ଭିତରେ ପଶି ଯାଇଛି ବସ । ଆଉ ଏହି ଦୁର୍ଘଟଣାର ଦ୍ରୁଶ୍ଯ ଏତେ ଭୟଙ୍କର ଥିଲା ଯାହାର ଦୃଶ୍ୟ କହି ହେଉ ନାହିଁ ।

ପ୍ରଥମାଷ୍ଟମୀ ପାଇଁ ସମସ୍ତେ ବେଶ ଖୁସି ରେ ଥିଲେ । ସକାଳୁ ସକାଳୁ ନୂଆ ଡ୍ରେସ ନେଇ ବାପା ଝିଅ ଘରକୁ ଯାଉଥିଲେ । ଆଉ ମାମୁଁ ମଧ୍ୟ ଭଣଜା ଭାଣିଜୀ ପାଇଁ ନୂଆ ଡ୍ରେସ ନେଇ ଯାଉଥିଲେ । ଆଉ କେହି କେହି ନୂଆ ଡ୍ରେସ ପିନ୍ଧି ଯାଉଥିଲେ ମାମୁଁ ଘରକୁ ପୋରୁଆଁ ହେବାକୁ । କିନ୍ତୁ କିଏ ବା ଜାଣିଥିଲା ଅଧା ବାଟରେ ଏଭଳି ଅଘଟଣ ଘଟିବ ବୋଲି । ସୂଚନା ଅନୁଯାୟୀ ବସ ରେ 60 ଜଣ ଯାତ୍ରୀ ଯାଉଥିଲେ ।

ଆଉ ଗତ କାଲି ଘଟି ଯାଇଛି ଏଭଳି ବଡ ଦୁର୍ଘଟଣା । ଟ୍ରକ ଭିତରେ ବସ ପଶି ଯିବାରୁ 60 ଜଣ ଯାତ୍ରୀଙ୍କ ମଧ୍ୟରେ 10 ରୁ ଅଧିକ ଯାତ୍ରୀ ଗୁରୁତର ହୋଇ ପଡିଥିଲେ । ଏମାନଙ୍କ ମଧ୍ୟରୁ 4 ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବା ସ୍କୁହନ ମିଳିଛି । ତୁରନ୍ତ ସେମାନଙ୍କୁ ବସ ରୁ ଉଦ୍ଧାର କରି ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରା ଯାଇଥିଲା ।

କିନ୍ତୁ ସେହି ଯାତ୍ରୀ ମାନଙ୍କର ଅବସ୍ଥା ଗୁରୁତର ହୋଇ ପଡିବାରୁ ତାଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରା ଯାଇଥିଲା । ବଡଚଣା ବ୍ଲକ ଛତିଆ 16 ନମ୍ବର ଜାତୀୟ ରାଜପଥ କୋକୋ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ସୂଚନା ଅନୁଯାୟୀ ଏକ ଘରୋଇ ବସ ବାଲେଶ୍ଵର ରୁ ଭୁବନେଶ୍ଵର ଆସୁଥିବା ସମୟରେ ଜାତୀୟ ରାଜପଥ କଡ ରେ ଛିଡା ହୋଇଥିବା ଏକ ଟ୍ରକ କୁ ପଛ ପଟୁ ଧକ୍କା ଦେଇଥିଲା ।

ଯାହା ଫଳରେ ଏନକେ ଜାରି ଗୁରୁତର ହୋଇଛନ୍ତି । ଏଭଳି ଦୁର୍ଘଟଣା କୁ ଦେଖି ସମସ୍ତେ ଭୟୟତ ହୋଇ ପଡିଛନ୍ତି । ତେବେ ଏହି ଦୁର୍ଘଟଣା ରେ କେତେ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି କି ନାହିଁ ତାହା ସ୍ପଷ୍ଟ ଭାବେ ଜଣା ପଡି ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।