ଆଉ ନିୟନ୍ତ୍ରଣ ହେଉନି, ବାଧ୍ୟ ହୋଇ ହୀରାକୁଦ ଗେଟ ଖୋଲୁଛୁ ଆମକୁ ଦୋଷ ଦେବନି

ପାଣିରେ ଭର୍ତ୍ତି ହୋଇଯାଇଛି ହୀରାକୁଦ ଡ୍ୟାମ । ଆଉ ଏତେ ଓଭର ଲୋଡ ପାଣିକୁ ସମ୍ଭାଳି ପାରିବନି ଡ୍ୟାମ । ହୋଇ ଯାଆନ୍ତୁ ସାବଧାନ ଏବେ ଆମେ ଗେଟ ଖୋଲୁଛୁ ! କିଛି ଦୁର୍ଘଟଣା ହେଲେ ଆମର ଦୋଷ ନାହିଁ । ହଁ ଦର୍ଶକ ବନ୍ଧୁ ଶେଷରେ ବାଧ୍ୟ ହୋଇ ହୀରାକୁଦ ଡ୍ୟାମର ଗେଟ ଖୋଲାଯାଉଛି । ହିରାକୁଦରେ ପାଣି ଏତେ ଅଧିକ ହେଲାଣି ଯେ ଆଖପାଖ ତଳିଆ ଅଞ୍ଚଳ ବୁଡିବାରେ ଲାଗିଲାଣି ।

ଆଉ ତା ଆଗରୁ ଗେଟ ସବୁ ଖୋଲିବାକୁ ପଡିବ । ତ ଏବେ ଏ ନେଇ ହୀରାକୁଦ ଡ୍ୟାମର କର୍ତ୍ତୁପକ୍ଷ ଏଭଳି ନିଷ୍ପତି ନେଇଛନ୍ତି । ଯଦିଓ ଗେଟ ଖୋଲିବା ପରେ ଓଡିଶାର ବିଭିନ୍ନ ସ୍ଥାନକୁ ଜଳ ମାଡିଯିବ ତଥାପି ଗେଟ ଖୋଲିବାକୁ ହେବ । ଗେଟ ଖୋଲିବା ପରେ ଯଦି କିଛି ଅସୁବିଧା ହୁଏ ସେଥିପାଇଁ କର୍ତ୍ତୁପକ୍ଷ ଦାୟୀ ରହିବେନି ଯାହା କୁ ସେ ନିଜେ ଜଣାଇ ଦେଇଛନ୍ତି । ଓଡିଶାରେ ମୌସୁମୀ ସକ୍ରିୟ ରହିଛି ଆଉ ବର୍ଷା ମଧ୍ୟ ଜାରି ରହିଛି ।

ଆଉ ଜଳସ୍ତର ଓଡିଶାରେ ବଢିପାରେ । ଏ କଥା ଛତିଶଗଡ ଜାଣି ବି କଲମା ବ୍ୟାରେଜର ସବୁ ଗେଟ ଖୋଲି ଦେଇଥିଲା । ଆଉ ସେହି ଜଳ ମହାନଦୀରେ ବୋହି ଆସି ହୀରାକୁଦ ଡ୍ୟାମରେ ଅଟକି ରହିଥିବ । ଛତିଶଗଡରୁ ପାଣି ଆସିବା ପରେ କ୍ଷିପ୍ର ଗତିରେ ହିରାକୁଦରେ ପାଣି ବଢିବାରେ ଲାଗିଥିଲା । ମହାନଦୀର ଉପର ମୁଣ୍ଡରେ ଯେବେ ବର୍ଷା ଅଧିକ ହେଲା ସେତେବେଳେ ହୀରାକୁଦ ଡ୍ୟାମରେ ପୁଣି ଥରେ ଜଳ ଭରିଗଲା ।

ଆଉ ଏଭଳି ଭାବେ ହିରାକୁଦରେ ଲଗାତାର ଭାବେ ଜଳ ବଢି ଚାଲିଲା । ସେଥିପାଇଁ ଏମିତି ନିସ୍ପତି ନିଆ ଯାଇଛି କି ଯେମିତି ହେଉ ହୀରାକୁଦ ଡ୍ୟାମ ର ଗେଟ ସବୁ ଖୋଲା ହେବ । ହୀରାକୁଦ ଡ୍ୟାମ ରେ ଯେବେ ପାଣି ବଢିଥିଲା ସେତେବେଳେ ତଳିଆ ଅଞ୍ଚଳରେ ପାଣି ପଶିଥିଲା । ଯାହା ଆକି ସମ୍ବଲପୁରର ବିଭିନ୍ନ ଅଞ୍ଚଳରେ ପାଣି ପଶିଗଲା । ଏଥିପାଇଁ ହୀରାକୁଦ କର୍ତ୍ତୁପକ୍ଷ ଏଭଳି ନିସ୍ପତି ନେଇଛନ୍ତି ହୀରାକୁଦର ଗେଟ ଖୋଲିବେ ।

ଆଉ ଯାହା କିଛି ଘଟିବ ସେଥିପାଇଁ ସେମାନେ ଦାୟୀ ରହିବେନି । ଗେଟ ଖୋଲିଲା ପରେ ଆଶଙ୍କା ଅଛି ଅଘଟଣ ବି ଘଟି ଯାଇପାରେ । କାରଣ ହୀରାକୁଦ ଡ୍ୟାମ ରୁ ଏତେ ମାତ୍ରାରେ ଜଳ ବାହାରିବ ଯେ କିଛି ବି ଦୁର୍ଘଟଣା ଘଟିପାରେ । ସେଥିପାଇଁ ବିଧି ବଦ୍ଧ ଭାବେ ହୀରାକୁଦ ର କର୍ତ୍ତୁପକ୍ଷ ଲିଖିତ ଭାବେ ଜଣାଇଛନ୍ତି ଯେ ଯାହା କିଛି ହେବ ଆମକୁ ଦୋଷ ଦେବ ନାହିଁ ।

ଆସନ୍ତା 23 ରେ ହୀରାକୁଦ ରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ । ଏଥିପାଇଁ ମହାନଦୀ ଓ ତାର ଶାଖା ନଦୀ ଗୁଡିକରେ ଜଳ ସ୍ତର ବୃଦ୍ଧି ପାଇବ । ତେଣୁ ନଦୀ ଭିତରକୁ ପ୍ରବେଶ କରିବା ଜନ ସାଧାରଣ ମାନେ ସତର୍କତା ଅବଲମ୍ବନ କରିବା ଉଚିତ । ଆଉ କୌଣସି ଅଘଟଣ ଯଦି ଘଟିଯାଏ ସେଥିପାଇଁ ହୀରାକୁଦ କର୍ତ୍ତୁପକ୍ଷ ଦାୟୀ ରହିବେ ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।