ଆଉ ଖସିପାରିବନି ସହିଦ ସୁଶାନ୍ତଙ୍କୁ ମାରିଥିବା ମିଶିର ବେଶରା.. ଏବେ ଚାରିପଟୁ ତାକୁ ଘେରିଲେଣି ଯବାନ.. Martyr Sushant

ନମସ୍କାର ବନ୍ଧୁଗଣ । ଚାରିପଟୁ ଘେରିଗଲେ ମିଶିରି ବେଶ୍ରା ଙ୍କୁ । ଆଖି ଆଗରେ ଯବାନ ଙ୍କୁ ଦେଖି ଛାନିଆ ହେଲା ବେଶ୍ରା । ଆତ୍ମସମର୍ପଣ କରିବା ନା ଛାତିରେ ଗୁଳି ଖାଇବ ବେଶ୍ରା । ଜଙ୍ଗଲ ଭିତରେ ଯବାନ ଆଉ ବେଶ୍ରା ହୋଇଛନ୍ତି ମୁହାଁ ମୁହିଁ । ହଁ ଦର୍ଶକ ବନ୍ଧୁ ମିଶିର ବେଶ୍ରା ଙ୍କୁ ଚାରି ଦିଗରୁ ଘେରି ଯାଇଛନ୍ତି ସୁରକ୍ଷା କର୍ମୀ । ଯଦି ବେଶ୍ରା ଆତ୍ମସମର୍ପଣ କରେ ତେବେ ହୁଏ ତ ସୁରକ୍ଷା କର୍ମୀ ଗୁଳି ନ କରିପାରନ୍ତି ।

ଯଦିଓ ପୁଣି ବେଶ୍ରା ପୁଣି ବନ୍ଧୁକ ଧରିବ ତେବେ ଯବାନ ମାନେ ଗୁଳି କରିବା ନିଶ୍ଚିନ୍ତ ଅଟେ । ଏବେ ଜଙ୍ଗଲ ଚାରି ପଟେ ସୁରକ୍ଷା କର୍ମୀ ଆଉ ମଝିର ଏ ଫସି ଯାଇଛି ମିଶିର ବେଶ୍ରା । ଗତ 8 ତାରିଖରେ ମିଶିର ବେଶ୍ରା ଙ୍କୁ ଧରିବା ପାଇଁ ସୁରକ୍ଷା କର୍ମୀ ମାନେ ଚଳାଇଥିଲେ ସର୍ଚ୍ଚ ଅପରେସନ । ଏବେ ବେଶ୍ରା ଙ୍କୁ ଘେରି ଯାଇଛନ୍ତି ସୁରକ୍ଷା କର୍ମୀ । ପ୍ରଥମେ ସହିଦ ସୁଶାନ୍ତ ଖୁଣ୍ଟିଆ ଙ୍କୁ ମାରିଥିଲା ବେଶ୍ରା ।

ପର ଏ ଆଉ 2 ଯବାନ ସହିଦ ହୋଇଛନ୍ତି । ସେହି ଜଙ୍ଗଲରେ 3 ଜଣ ଜବାନଙ୍କର ଜୀବନ ଗଲାଣି । ଏବେ ବେଶ୍ରା ର ଜୀବନ ଯିବ । ଯବାନ ମନାଙ୍କୁ ମାରି ସେ ସରଣ୍ଡା ଜଙ୍ଗଲକୁ ଆସିବାକୁ ଚାହୁଁ ଥିଲା । କାରଣ ସରଣ୍ଡା ଜଙ୍ଗଲରେ ସେ ଅନେକ ଦିନ ହେବ ରହୁଥିବା । ଆଉ ସରଣ୍ଡା ଜଙ୍ଗଲର ସବୁ ଜାଗାକୁ ଜାଣିଛି । ସେ ସରଣ୍ଡା ଜଙ୍ଗଲକୁ ସୁରକ୍ଷିତ ରହିବ ବୋଲି ବାଛିଥିବ ବୋଲି ସନ୍ଦେହ କରାଯାଉ ଥିଲା ।

ଯଦି ବେଶ୍ରା ସରଣ୍ଡା ଜଙ୍ଗଲକୁ ଯିବ ତା ହେଲେ ସୁରକ୍ଷାକର୍ମୀ ଙ୍କ ସହ ସାମ୍ନା କରିବାକୁ ପଡିବ । ତା ପରେ ଯାଇ ବେଶ୍ରା ସରଣ୍ଡା ଜଙ୍ଗଲକୁ ପ୍ରବେଶ କରିବ । ହେଲେ ବେଶ୍ରା କୁ ଧରିବା ମାତ୍ରେ ସୁରକ୍ଷା କର୍ମୀ ମାନେ ଗୁଳି କରି ଦେବେ । ଏବେ ଗୋଟେ ରାସ୍ତା ବେଶ୍ରା ପାଖରେ ଆତ୍ମସମର୍ପଣ କରିବ ନ ହେଲେ ଗୁଳି କରିବ । ଏଥର ସବୁ ନକ୍ସଲ ଜଙ୍ଗଲ ରୁ ନିପାତ ହେବେ ।

ମାଓ ନେତା ମିଶିର ବେଶ୍ରା ମାରିବା ପରେ ସବୁ ମାଓବାଦୀ ମାନେ ଆତ୍ମସମର୍ପଣ କରି ପାରନ୍ତି । କିନ୍ତୁ ଏବେ ବେଶ୍ରା ଙ୍କୁ ବେ ଘଋ ଯାଇଛନ୍ତି ଯବାନ ମାନେ । ଏବେ ତାର ନିପାତ ହେବ । ତେବେ ଆଗକୁ ମିଶିର ବେଶ୍ରା ର ଅବସ୍ଥା କଣ ହେବ ତାହା ତ ସମୟ କହିବ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।