ଭାରତ ଲଦ୍ଦାଖର ଆଉ ଏକ ଅଞ୍ଚଳକୁ କଲା କବଜା, ଚୀନ ଏବେ ପଛକୁ ନ ଫେରିବାର ବାଟ ନାହିଁ, ଜାଣନ୍ତୁ ପୁରା ଖବର

ଯେମିତି କି ଆପଣ ସମସ୍ତ ଜାଣିଛନ୍ତି କି ଭାରତୀୟ ସେନା ଲଦ୍ଦାଖର ଏକ ମହତ୍ଵପୂର୍ଣ ଅଞ୍ଚଳ Black Topକୁ କବଜା କରି ନେଇଛି । ଏମିତିରେ ବର୍ତ୍ତମାନ ପୁଣି ଥରେ ଏକ ବଡ ଖବର ସାମ୍ନାକୁ ଆସୁଛି । କହିବାକୁ ଗଲେ ଭାରତୀୟ ସେନା ଲଦ୍ଦାଖର ପୁଣି ଏକ ମୁଖ୍ୟ ଅଞ୍ଚଳ Fingure 4କୁ ବି ନିଜ ଅଧୀନରେ ନେଇ ଆସିଛି । ଯଦି ଚୀନର ସେନା ବିଷୟରେ କହିବା ତେବେ ଚୀନର ସେନା ଲଗାତର ଭାରତୀୟ ସେନା ବିରୁଦ୍ଧରେ ନିଜର ଯୁଧ୍ୟ ଅଭ୍ୟାସ ଓ ବଡ ବଡ ହଥିୟାରର ପ୍ରଦର୍ଶନର ଭିଡିଓ ଜାରି କରୁଥିଲା ।

କିନ୍ତୁ ବର୍ତ୍ତମାନ ସେହି ଚୀନ ସେନା ଭାରତର ପରାକ୍ରମ ଓ ସୈନ୍ୟ କାର୍ଯ୍ୟକାରୀକୁ ଦେଖି ପଛକୁ ଫେରି ଯାଇଛି । ଭାରତୀୟ ସେନାର କାର୍ଯ୍ୟକଳାପକୁ ଦେଖି ଚୀନ ସେନାର ଅବସ୍ଥା ଖରାପ ହୋଇଯାଇଛି ଓ ସେ ଲଗାତାର ଭାରତ ସହ ବୈଠକ କରୁଛି । ବର୍ତ୍ତମାନ ଚୀନ ସେନା ଫସି ଯାଇଛି । ଚୀନର ବର୍ତ୍ତମାନ ସବୁ ଯୋଜନା ଅସଫଳ ହୋଇ ଯାଇଛି ।

କହିବାକୁ ଗଲେ ଚୀନର ରାଷ୍ଟ୍ରପତି ଶୀ ଚିନଫିଂଗ ଚିନ୍ତା କରୁଥିଲେ କି ଭାରତ ସହ ବିବାଦ କରି, ତାଙ୍କ ଦେଶରେ ଚାଲୁଥିବା ଖାଦ୍ୟର ସମସ୍ୟା ଓ ଆନ୍ଦୋଳନରୁ ଧ୍ୟାନ ହଟାଇବା ପାଇଁ ଓ ଏହା ସହିତ ନିଜର ଛବିକୁ ବି ଭଲ କରିନେବେ ଓ ଭାରତର କିଛି ସ୍ଥାନକୁ ନିଜର କରି ନେବେ । କିନ୍ତୁ ରାଷ୍ଟ୍ରପତି ଶୀ ଚିନଫିଂଗସବୁ ଯୋଜନା ବିଫଳ ହୋଇଗଲା । ଅନ୍ୟ ପଟେ ପାକିସ୍ତାନ ବି ଚିନ୍ତା କରୁଥିଲା କି ଚୀନର ପ୍ରଭାବ ଦ୍ଵାରା ଭାରତ ପଛକୁ ଫେରିଯିବ ଓ ପାକିସ୍ତାନ ଏହା ମଝିରେ ଲାଭରେ ରହିବ ।

କିନ୍ତୁ ଭାରତ ଏହି ସମସ୍ତ ଯୋଜନା ଉପରେ ପାଣି ଢାଳି ଦେଇଛି । କହିବାକୁ ଗଲେ ଯେମିତି ହିଁ ଭାରତୀୟ ସେନା Black Topକୁ ଅଧିକାର କରି ନେଲା ଏହା ପରେ Fingure 4 ସ୍ଥାନରେ ଚୀନ ସେନାର କିଛି ଗତିବିଧି ଦେଖାଗଲା । ଯେମିତି କିଛି ଟ୍ରକ ଓ ଟ୍ୟାଙ୍କ ଥିଲା । ଏହା ସହିତ ୨୦୦ ପାଖାପାଖି ଚୀନ ସେନା ଥିଲା ଓ ଭାରତକୁ ଗୁପ୍ତ ସୂଚନା ମିଳିଥିଲା କି ଏମାନେ ବର୍ତ୍ତମାନ Fingure 4କୁ କବଜା କରିବାକୁ ଚାହୁଁଛନ୍ତି ।

ଏହା ପରେ ଯେମିତି ହିଁ ଭାରତକୁ ଚୀନର ଗତିବିଧି ଉପରେ ସନ୍ଦେହ ହେଲା ତେବେ ଚୀନ ସେନା Fingure 4 ଅଞ୍ଚଳକୁ ପହଞ୍ଚିବା ପୂର୍ବରୁ ଭାରତୀୟ ସେନା Fingure 4 ଅଞ୍ଚଳକୁ ପହଞ୍ଚି ଗଲେ ଓ ନିଜର ଏକ ବେସ ତିଆରି କରିନେଲେ । ଏହା ପରେ ଚୀନ ସେନା ଭାରତ ସହ କୌଣସି ବି ପ୍ରକାରର ବିବାଦ ନ କରି ପଛକୁ ଫେରିଗଲେ । ଅନ୍ୟ ପଟେ ଭାରତୀୟ ସେନା କେବଳ ଲଦ୍ଦାଖରେ ପ୍ରସ୍ତୁତ ନାହାନ୍ତି ଅରୁଣାଚଳ ପ୍ରଦେଶରେ ବି ଭାରତୀୟ ସେନା ପୁରା ସମସ୍ତ ପ୍ରସ୍ତୁତିର ସହ ଅଛନ୍ତି ।

କହିବାକୁ ଗଲେ ଯଦି ଚୀନ ଲଦ୍ଦାଖରେ ବିବାଦ କରୁଛି ତେବେ ଭାରତ ଚୀନକୁ ଅରୁଣାଞ୍ଚଳ ପ୍ରଦେଶ ଦ୍ଵାରା ଚୀନ ଉପରେ ପ୍ରଭାବ ପକାଇବ । କହିବାକୁ ଗଲେ ଚୀନ ସବୁବେଳେ ଏହିଭଳି କିଛି କରିଥାଏ । ଯଦି ସେ ଲଦ୍ଦାଖରେ ଫସିବ ତେବେ ଢୋଖଲାମରେ ଭାରତ ସହ ବିବାଦ କରିବ ଓ ଢୋଖଲାମରେ ଫସିବ ତେବେ ଅରୁଣାଞ୍ଚଳରେ ବିବାଦ କରିବାକୁ ଚେଷ୍ଟା କରିବ । ଏମିତିରେ ଭାରତ ପୂର୍ବରୁ ହିଁ ପୁରା ପ୍ରସ୍ତୁତି କରିସାରିଛି । ଏହା ଦ୍ଵାରା ଚୀନକୁ ବଡ ଝଟକା ଲାଗିଛି । ଏମିତିରେ ଚୀନ ବି ନିଜ ଦେଶରେ ଓ ଦେଶ ବାହାରେ ଫସିସାରିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।