ଦୁବାଇ ରେ ସୁନା ଏତେ ଶସ୍ତା ହୋଇଥାଏ କାହିଁକି ! ପଛରେ ରହିଛି ଏହି କାରଣ

କଣ ଆପଣ ଜାଣିଛନ୍ତି ଦୁବାଇ ରେ ସୁନା ଏତେ ଶସ୍ତା କାହିଁକି ଥାଏ? ଦୁବାଇରେ ସୁନା କିଲୋ କେତେ ଜାଣିଛନ୍ତି କି । ଦୁବାଇରେ ସୁନା ଏତେ ଶସ୍ତା ହୋଇଥାଏ କି ସେଠିକାର ଛୋଟ ଛୁଆ ମାନେ ସୁନାର ଗାଡ଼ି ଚଳାଇଥାନ୍ତି । ଦୁବାଇରେ ସବୁଠାରୁ ଶସ୍ତା ସୁନା ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ।ସବୁବେଳେ ଲୋକେ ଭାବିଥାନ୍ତୀ କି ଦୁବାଇରେ ଏମିତି କଣ ଅଛି କି ସେଠି ଲୋକ ସୁନା କିଣିବାକୁ ଯାଇଥାନ୍ତି ।

ଆଊ କାହିଁକି ଦୁବାଇକୁ ସିଟି ଅଫ ଗୋଲ୍ଡ କୁହାଯାଏ । ଦୁବାଇରେ ଯେମିତି ଟୁରିଷ୍ଟ ଏବଂ ତେଲରୁ ପଇସା ଆସିଥାଏ ସେହିପରି ସୁନା ମଧ୍ୟ ଦୁବାଇର ଗୋଟେ ଇଁକମ ସୋର୍ସ ଅଟେ । ଏହି କାରଣରୁ ବହୁତ ବଡ଼ ବଡ଼ କମ୍ପାନୀ ଏବଂ ବଡ଼ ବଡ଼ ଲୋକ ଦୁବାଇରେ ସୁନାର ସୋରୁମ ଖୋଲିଛନ୍ତି । ଦୁବାଇରେ ଗୋଲ୍ଡ ସକ ନାମରେ ଗୋଟେ ଜାଗା ଅଛି ଯେଉଁଠି ୧୦୦୦ ରୁ ଉର୍ଦ୍ଧ ସୁନା ଦୋକାନ ରହିଛି ।

ଏବଂ ସେଠି ପ୍ରତିଦିନ ୧୦୦୦ କିଲୋ ସୁନାର ବ୍ୟାପାର ହୋଇଥାଏ । ଦୁବାଇରେ ସୁନାର ମେଳା ମଧ୍ୟ ଲାଗିଥାଏ ଯାଉଥିଲେ ବହୁତ ବଡ଼ ବଡ଼ ଲୋକ ସାମିଲ ହୋଇଥାନ୍ତି । ଦୁବାଇରେ ସୁନା କିଣିବାରେ ଇଣ୍ଡିଆ ଏବଂ ଚୀନ ସବୁଠାରୁ ଆଗୁଆ ରହିଛି । ଦୁବାଇରେ ୧୨୦୦ ଟନ ସୁନାର ବ୍ୟାପାର ହୋଇଥାଏ । ଦୁବାଇ ର ଗୋଲ୍ଡ ଇଁବେସ୍ତମେଣ୍ଟ୍ ରେ ଭାରତ ସବୁଠାରୁ ଆଗୁଆ ରହିଛି କାରଣ ଦୁବାଇରେ ବହୁତ ସଂଖ୍ୟାରେ ଭାରତୀୟ ରହିଛନ୍ତି ।

୨୦୧୮ ରେ ଦୁବାଇରେ ଭାରତୀୟ ଙ୍କ ସଂଖ୍ୟା ୨୦ ଲକ୍ଷ ଟପି ସାରିଛି । ଭାରତୀୟ ଲୋକଙ୍କୁ ସୁନା କେତେ ପସନ୍ଦ ଆପଣ ମାନେ ଜାଣିଥିବେ । ପାକିସ୍ଥାନ, ଆମେରିକା, ସିଙ୍ଗାପୁର ମଧ୍ୟ ଦୁବାଇରେ ସୁନା କିଣିବାକୁ ଯାଇଥାନ୍ତି । ଦୁବାଇରେ ୩୦ ଟି ଦେଶରୁ ଗୋଲ୍ଡ ଇମ୍ପୋଟ କରାଯାଏ । ଯଦି ଆପଣ କେବେ ଦୁବାଇ ଯାଉଛନ୍ତି ତେବେ ସେଠାକାର ଗୋଲ୍ଡ ଶୋପ ମାର୍କେଟ ନିଶ୍ଚିନ୍ତ ଯିବେ ।

ସେଠାକୁ ଯିବାପରେ ଆପଣ ନିଜେ ମଧ୍ୟ ଜାଣିଯିବେ କି କାହିଁକି ଦୁବାଇକୁ ସିଟି ଅଫ ଗୋଲ୍ଡ କୁହାଯାଏ । ଦୁବାଇରେ ସୁନା ବହୁତ ଶସ୍ତା ହୋଇଥାଏ ଏବଂ ଶୁଦ୍ଧ ମଧ୍ୟ ହୋଇଥାଏ । ସେଠାକାର ସୁନାରେ କୌଣସି ମିଶ୍ରଣ ର ପ୍ରଶ୍ନ ଉଠେନାହିଁ । ଦୁବାଇର ସୁନା ମାର୍କେଟରେ ଦୁବାଇ ସରକାର ର ଭଲ କଣ୍ଟ୍ରୋଲ ରହିଛି । ଆପଣ ଦୁବାଇରେ କିଣି ଥିବା ସୁନା ସବୁ ଆଡେ ବିକ୍ରି କରିପାରିବେ ।

ଯଦି କୌଣସି ବ୍ୟକ୍ତି କୌଣସି ଦେଶରେ ୧ ବର୍ଷ ରହିଥାଏ ତେବେ ସେ ସେହି ଦେଶରୁ ୫୦୦୦୦ ର ସୁନା ବିନା କୌଣସି କଷ୍ଟମ ଡିଉଟି ରେ ନିଜ ଦେଶକୁ ଆଣିପାରିବ । କିନ୍ତୁ ଏହା କେବଳ ଗହଣା ଉପରେ ଥାଏ ଯଦି ଆପଣ ଗୋଲ୍ଡ ବିସ୍କୁଟ ବା କଏନ ଆଣୁଛନ୍ତି ତେବେ ଆପଣଙ୍କୁ କୁଷ୍ଟମ ଡିଉଟି ରେ ଆଣିବାକୁ ପଡିବ । ଆଜିକା ତାରିଖରେ ଦୁବାଇରେ ସୁନାର ଦର ୪୫୦୦୦ ରହିଛି । ଯାହାକି ଆମ ଭାରତ ଠାରୁ ୫୦୦୦ କମ ରହିଛି । ତେଣୁ ଆପଣ ନିଶ୍ଚିନ୍ତ ଭାବରେ ଥରେ ଦୁବାଇ ଯାଆନ୍ତୁ ଏବଂ ସୁନା କିଣନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।