ଆସିଲା ଖୁସି ଖବର, ଗ୍ୟାସ ପରେ କମିଲା ପେଟ୍ରୋଲ ଦର, ଜାଣନ୍ତୁ କେତେ ଟଙ୍କା କମିଲା ପେଟ୍ରୋଲ ଦର

ନମସ୍କାର ବନ୍ଧୁଗଣ । ମଙ୍ଗଳବାର ଦିନ କେନ୍ଦ୍ର ସରକାର LPG ସିଲିଣ୍ଡର ପିଛା 200 ଟଙ୍କା କମାଇବା ପରେ ତାହାକୁ ନେଇ ମିଶ୍ରିତ ପ୍ରକ୍ରିୟା ପ୍ରକାଶ ପାଇଛି । ସାଧାରଣ ଖାଉଟି ଏହି ଘୋଷଣା କୁ ନେଇ କେତେକାଂଶ ରେ ଆଶ୍ଵସ୍ତି ଅନୁଭବ କରୁଥିବା ବେଳେ ବିରୋଧୀ ଙ୍କ ମତରେ LPG ଦର ଆହୁରି କମିବାର ଥିଲା । ଅନ୍ୟ ପଟେ LPG ଦର କମିବା ପରେ ବେ ସାଧାରଣ ଖାଉଟିଙ୍କ ପାଇଁ ସର୍ବୋଚ୍ଚ ସ୍ତର ରେ ରହିଥିବା ପେଟ୍ରୋଲ ଓ ଡିଜେଲ ଦର ରେ କେନ୍ଦ୍ର ସରକାର ହ୍ରାସ କରନ୍ତୁ ବୋଲି ଦାବି କରୁଥିଲେ ।

ଆଗାମୀ ଦିନରେ ପେଟ୍ରୋଲ ଡିଜେଲ ଦମ କମିବାର ସମ୍ଭାବନା ରହିକି ବୋଲି ସିଟି ଗ୍ରୁପ କହିଛି । ଅନ୍ୟ ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଦର କମିବ । ସେଥିପାଇଁ ସେ ଚେଷ୍ଟା କରିବେ ବୋଲି କହିଛନ୍ତି । ମନ୍ତ୍ରୀ ସ୍ତ୍ରୀ ଈ ପୁରୀ କହିଛନ୍ତି ଯେ ତେଲେ ଦାମ କମାଇବା ପାଇଁ ମିଳିତ ଉଦ୍ୟମ କରିବାକୁ ହେବ ଉଭୟ କେନ୍ଦ୍ର ଓ ରାଜୟ ସରକାରଙ୍କୁ ।

ସେଥିପାଇଁ [ଆଡଖେପ ଗ୍ରହଣ କରିବାକୁ ପଡିବ । ଏହି ବାଟରେ 2011 ଓ 2022 ରେ ସଫଳତା ର ସହ ତେଲ ଦର କମ ହୋଇଥିଲା । ଗ୍ରାହକଙ୍କ ଉପରେ ଥିବା ଆର୍ଥିକ ବୋଝ ହାଲକ କରିବା ଲାଗି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିଥିଲେ । 2021 ନଭେମ୍ବର 4 ରେ ପେଟ୍ରୋଲ ଉପରୁ 5 ଟଙ୍କା ଓ ଡିଜେଲ ଉପରଉ 10 ଟଙ୍କା ଟିକସ ସହ ହ୍ରାସ କରାଯିଥିଲା ।

2022 ମେ 22 ରେ ପେଟ୍ରୋଲ ରୁ 8 ଟଙ୍କା ଓ ଡିଜେଲରୁ 6 ଟଙ୍କା  ହ୍ରାସ କରା ଯାଇଥିଲା । କେନ୍ଦ୍ରକୁ ଦେଖି ବିଜେପି ରାଜ୍ୟ ଗୁଡିକ ଦର କମ କରିଥିଲେ । ଋଷ ୟୁକ୍ରେନ ଯୁଦ୍ଧ ପରେ ବିଶ୍ଵ ବଜାରରେ ଅଶୋଧିତ ତେଲ ର ବ୍ୟାରେଲ ପିଛା ଦାମ 140 ଡଲାରକୁ ବୃଦ୍ଧି ପାଇବା ପରେ ଭାରତରେ ପେଟ୍ରୋଲ ଡିଜେଲ ଦର ବଢିଥିଲା । ଏବେ ଅଶୋଧିତ ତୈଳ ଦର 80 ଦଳରକୁ ଖସି ଆସିଲେ ମଧ୍ୟ ପେଟ୍ରୋଲ ଡିଜେଲ ଦରରେ କିଛି ହ୍ରାସ ହେଉ ନାହିଁ ।

ଅଧିକ ଦେଶରେ 100 ଟଙ୍କାରୁ ଅଧିକ ଦରରେ ପେଟ୍ରୋଲ ବିକ୍ରି ହେଉଛି । 2014 ରେ ପ୍ରଧାନମନ୍ତରୀୟ ମୋଦୀଙ୍କ ପ୍ରଥମ ପାଳି ଆରଭ ହେବା ବେଳକୁ ପେଟ୍ରୋଲ ଦାମ 81 ଟଙ୍କା ଥିଲା । ତା ଠାରୁ ଏବେ 25 ଟଙ୍କା ଦର ରେ ପେଟ୍ରୋଲ ବିକ୍ରି ହେଉଛି । ଆଗକୁ ରାଜସ୍ଥାନ, ଛତିଶଗଡ, ମଧ୍ୟ ପ୍ରଦେଶରେ ନିର୍ବାଚନ ନ ଥିବା ବେଳେ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବ । ତେଣୁ ଦର ଦାମକୁ କମ କରିବା ଓ ଗାଁ ଲୋକଙ୍କ ଆୟ ବଢାଇବା ପାଇଁ କେନ୍ଦ୍ର ସରକାର ନିଶୟ ଚିନ୍ତା କରିବନେ ।ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।