ଏବେ ଆସିଗଲା ଗୁପ୍ଚୁପ ATM, ଦେଖନ୍ତୁ କେମିତି କରୁଛି କାମ

ଗୁପଚୁପ ଏକ ଏମିତି ଖାଦ୍ୟ ପଦାର୍ଥ ଅଟେ ଯାହାକୁ ସବୁ ଭାରତୀୟ ଖାଇବାକୁ ପସନ୍ଦ କରନ୍ତି । ଭାରତରେ ଆପଣ ଯେଉଁ ସ୍ଥାନକୁ ବି ଚାଲି ଯାଆନ୍ତୁ, ସେଠି ଆପଣଙ୍କୁ ଗୁପଚୁପ ଠେଲା ବାଲା ଦୋକାନୀ ନିଶ୍ଚିତ ମିଳିଯିବ । କିନ୍ତୁ କରୋନା ମହାମାରୀ ଓ ଲକଡାଉନ କାରଣରୁ ଗୁପଚୁପର ବିକ୍ରି ପ୍ରାୟତଃ ବନ୍ଦ ହୋଇ ଯାଇଛି । ଏହି ଭାଇରସ କାରଣରୁ ଇଚ୍ଛା ଥିବା ସତ୍ବେ ବି କେହି ଗୁପଚୁପ ସେବନ କରୁ ନାହାନ୍ତି ।

ଆପଣଙ୍କୁ କହିଦେଉଛୁ କି ଗୁପଚୁପ ତିଆରି କରିବା ପାଇଁ ଠେଲା ବାଲା ନିଜର ହାତ ପାଣିରେ ନିଶ୍ଚିତ ଦେଇଥାଏ । ଏହା ଦ୍ଵାରା ସଂକ୍ରମଣର ଭୟ ଆହୁରି ବି ବଢିଯାଏ ।

ATM ଦେବ ଗୁପଚୁପ

ଯଦି ଆପଣ ଏହି କରୋନା କାଳ ମଧ୍ୟରେ ଗୁପଚୁପର ସ୍ଵାଦ ଚାଖି ପାରି ନାହାନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସି ଯାଇଛି । କହିବାକୁ ଗଲେ ଜଣେ ଭାରତୀୟ ଏହି ସ୍ଥିତିର ସମାଧାନ କରି ଦେଇଛନ୍ତି । ଗୁଜୁରାଟର ବନାସକାଂଠାରେ ରହୁଥିବା ଜଣେ ବ୍ୟକ୍ତି ଗୁପଚୁପର ATM ତିଆରି କରିଛି । ଏହି ATMର ସବୁଠୁ ଖାସ କଥା ଏହା ଅଟେ କି ଆପଣ ବିନା କୌଣସି ମନୁଷ୍ୟର ସଂସ୍ପର୍ଶରେ ଆସି ହାଇଜିନ ଉପାୟରେ ଗୁପଚୁପର ସେବନ କରି ପାରିବେ ।

ଏହା ସହିତ ଏହି ଗୁପଚୁପ ମେସିନରେ ଆପଣଙ୍କୁ ଅଲଗା ଫେଲବର ଗୁପଚୁପ ବାଛିବାର ଅପସନ ବି ମିଳିଥାଏ । ଆପଣଙ୍କୁ କେବଳ ଏହି ଗୁପଚୁପ ATMରେ ଟଙ୍କା ଦେବାର ଅଛି ଓ ଗୁପଚୁପ ମେସିନରୁ ବାହାରକୁ ବାହାରିବ । ଏହି ମେସିନର ବ୍ୟବହାର ପରେ ଏହାକୁ ସାନୀଟାଈଜ ବି କରାଯାଇଥାଏ ।

ଭିଡିଓ ହେଉଛି ଭାଇରାଲ

କହିବାକୁ ଗଲେ ଗୁପଚୁପ ATM ମେସିନର ଏକ ଭିଡିଓ ଟ୍ୱିଟରରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ବ୍ୟକ୍ତି କହୁଛି କି ମେସିନ କେଉଁଭଳି ଭାବରେ କାମ କରିଥାଏ । ବ୍ୟକ୍ତି ଜଣକ ମେସିନ ଭିତରେ ଟଙ୍କା ରଖୁଛି ଓ ନିଜ ପସନ୍ଦର ଫ୍ଲେବର ଚୟନ କରୁଛି । ଏହାର କିଛି ସମୟ ପରେ ମେସିନ ଗୁପଚୁପ ତିଆରି କରି ଦେଇ ଦେଉଛି । ଏହି ମେସିନକୁ ତିଆରି କରିବାରେ ୬ ମାସର ସମୟ ଲାଗିଛି । ଆପଣ ବି ଏହି ଭିଡିଓରେ ATM ମେସିନକୁ ଦେଖନ୍ତୁ ।

ପବ୍ଲିକ ହେଲେ ଇମ୍ପ୍ରେସ

କାରୋନା କାଳରେ ଗୁପଚୁପ ଖାଇବାର ଇଚ୍ଛା ରଖୁଥିବା ବ୍ୟକ୍ତି ଏହି ମେସିନକୁ ଦେଖି ହୁସି ହୋଇ ଯାଇଛନ୍ତି । ସମସ୍ତଙ୍କୁ ଏହି ମେସିନ ବହୁତ ପସନ୍ଦ ବି ଆସୁଛି ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।