Love quiz; – ଆପଣଙ୍କ କ୍ରଶ ଆପଣଙ୍କୁ ଦେଖି କ’ଣ ଭାବନ୍ତି ? ଜାଣିବା ପାଇଁ ଗୋଟେ ହୃଦୟ ବାଛିନିଅନ୍ତୁ;-

ବନ୍ଧୁଗଣ ପ୍ରେମ ଏକ ନିଆରା ଅନୁଭବ ହୋଇଥାଏ । ହୃଦୟରୁ ଯିଏ ପ୍ରେମ କରିଥିବେ । ସେମାନେ ହିଁ ପ୍ରେମର ଅନୁଭବକୁ ଠିକରେ ବୁଝିପାରିଥିବେ । କଥାରେ ଅଛି ପ୍ରେମରେ ପଡିଥିବା ଲୋକ ଭୋକ, ଶୋଷ ଏବଂ ନିଦ ମଧ୍ୟ ଭୁଲିଯାଇଥାନ୍ତି । ସେମାନେ କେବଳ ସ୍ଵପ୍ନ ଦୁନିଆରେ ହଜିରହିବା ପାଇଁ ପସନ୍ଦ କରନ୍ତି । ଆପଣଙ୍କ କ୍ରଶ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ଆମେ ଆପଣଙ୍କୁ ତାହା କହିବାକୁ ଯାଉଛୁ । ସେଥିପାଇଁ ଆପଣଙ୍କୁ 1, 2, 3, 4 ଓ 5 ନମ୍ବର ମଧ୍ୟରୁ କୌଣସି ଏକ ହାର୍ଟକୁ ବାଛି ନିଜ କ୍ରଶ ବିଷୟରେ ଜାଣନ୍ତୁ ।

1- ବନ୍ଧୁଗଣ ଯଦି ଆପଣ ପ୍ରଥମ ହାର୍ଟଟିକୁ ପସନ୍ଦ କରିଛନ୍ତି ତେବେ ଆପଣଙ୍କ କ୍ରଶ ଆପଣଙ୍କୁ ଦେଖା କରିବା ପାଇଁ ପ୍ରୟାସ କରୁଛନ୍ତି । ସେ ଆପଣଙ୍କୁ ପ୍ରତ୍ୟକ ମୁହୂର୍ତ୍ତରେ ମନେପକାଉଛନ୍ତି । ଆପଣଙ୍କୁ ନେଇ ସେ ଅନେକ ସ୍ଵପ୍ନ ଦେଖିଛନ୍ତି । ସେ ଅଧିକା ସମୟର ସ୍ଵପ୍ନ ଦୁନିଆରେ ହଜିକି ରହିଥାନ୍ତି ।

2- ବନ୍ଧୁଗଣ ଯଦି ଆପଣ ଦ୍ଵିତୀୟ ହାର୍ଟଟିକୁ ପସନ୍ଦ କରିଛନ୍ତି ତେବେ, ଆପଣଙ୍କ କ୍ରଶ ଆପଣଙ୍କୁ ପ୍ରୋପୋଜ କରିବା ପାଇଁ ଚିନ୍ତା କରୁଛନ୍ତି । ସେ ନିଜ ହୃଦୟର କଥା ଆପଣଙ୍କୁ କହିବାକୁ ଚିନ୍ତା କରୁଛନ୍ତି । ସେ ଆପଣଙ୍କୁ ଲାଇକ କରୁଛନ୍ତି ମାତ୍ର ଆପଣଙ୍କୁ କହିବା ପାଇଁ ସଙ୍କୋଚ କରୁଛନ୍ତି ।

3- ବନ୍ଧୁଗଣ ଯଦି ଆପଣ ତୃତୀୟ ହାର୍ଟଟିକୁ ପସନ୍ଦ କରିଛନ୍ତି । ତେବେ ଆପଣଙ୍କ କ୍ରଶ ଆପଣଙ୍କୁ ଦେଖି ଏହା ଚିନ୍ତା କରୁଛନ୍ତି ଯେ, ଆପଣ ତାଙ୍କର କେବେ ବନିବେ ଅର୍ଥାତ ସେ ଆପଣଙ୍କୁ କେବେ ସଂପୂର୍ଣ୍ଣ ଭାବେ ନିଜର କରିନେବେ । ଆପଣ ତାଙ୍କ ପାଖେ ରହିଲେ ସେ ଆପଣଙ୍କୁ କହିପାରିବେ ଯେ, ସେ ଆପଣଙ୍କୁ କେତେ ଭଲ ପାଉଛନ୍ତି । ଆପଣଙ୍କ କ୍ରଶ ଆପଣଙ୍କ ନିମନ୍ତେ ସବୁକିଛି କରିବାକୁ ପ୍ରସ୍ତୁତ ଅଛନ୍ତି ।

4- ବନ୍ଧୁଗଣ ଯଦି ଆପଣ ଚତୁର୍ଥ ହାର୍ଟଟିକୁ ପସନ୍ଦ କରିଛନ୍ତି । ତେବେ ଆପଣଙ୍କ କ୍ରଶ ଆପଣଙ୍କୁ ଦେଖି ଏହା ଭାବୁଛନ୍ତି ଯେ ଆପଣଙ୍କ ଆଖିର ନୀରବତା ତାଙ୍କୁ ଆପଣଙ୍କର ଦିୱାନା ବନାଇ ଦେଇଛି । ସେ ଆପଣଙ୍କୁ ସର୍ବଦା ନିଜ ସହିତ ଦେଖିବାକୁ ଚାହୁଁଛନ୍ତି । ସେ ଆପଣଙ୍କ ଚିନ୍ତାରେ ସର୍ବଦା ହଜି ରହିଥାନ୍ତି ।

୫- ବନ୍ଧୁଗଣ ଯଦି ଆପଣ ପଞ୍ଚମ ହାର୍ଟଟିକୁ ପସନ୍ଦ କରିଛନ୍ତି ତେବେ ଆପଣଙ୍କ କ୍ରଶ ଆପଣଙ୍କୁ ଦେଖି ବହୁତ ସ୍ପେସିଆଲ ଅନୁଭବ କରନ୍ତି । ସେ ଆପଣଙ୍କୁ ଖୁସିରେ ଦେଖିବାକୁ ଚାହୁଁଛନ୍ତି, ଏଣୁ ସେ ଆପଣଙ୍କ ନିମନ୍ତେ ଏକ ବଡ ସପ୍ରାଇଜ ପ୍ଳାନ କରୁଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଆମର ପସନ୍ଦ ଆସିଥାଏ । ତେବେ ଏହିଭଳି ରୋଚକପୂର୍ଣ୍ଣ ଟାରୋଟ କାର୍ଡ ରିଡିଙ୍ଗ ପଢିବା ପାଇଁ ଆମ ସହ ଯୋଡି ହୋଇ ରହିବା ସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ