ଆମ ମୂଷା ଜିଦ ଧରିଥିଲା ଜଗନ୍ନାଥଙ୍କୁ ଦେଖିବ ବୋଲି, ଜିଦ ଧରି କହୁଥିଲା ଭାଇକୁ ମୁଁ ଦେଖିବି

ନମସ୍କାର ବନ୍ଧୁଗଣ । ଗତ କାଲି ପୁରୀ ଶ୍ରୀ କ୍ଷେତ୍ରରେ ଘଟି ଯାଇଛି ଅଦଭୁତ ଘଟଣା । ଯାହାକୁ ଦେଖି ସମସ୍ତେ ଆଚମ୍ବିତ ହୋଇ ପଡିଛନ୍ତି । କାରଣ ଶ୍ରୀ କ୍ଷେତ୍ରରେ ରେ ପହଞ୍ଚିଛନ୍ତି ଦୁଇଟି ମୂଷା । ଆଉ ଦୁଇ ମୂଷା କଥା ମଧ୍ୟ କହିଛନ୍ତି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା କେଁ କଟର ଗାଁ ର ଅଙ୍କିତା ସାମିଲ ନିଜ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ । ଆଉ ସେ ନିଜ ସହ ତାଙ୍କର ଦୁଇଟି ମୂଷା କୁ ନେଇ ଆସିଥିଲେ ।

ଏ ନେଇ ଗଣମାଧ୍ୟମରେ ଅଙ୍କିତା ନିଜର ପ୍ରତିକ୍ରିୟା ଦେଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଅଙ୍କିତା କହିଛନ୍ତି ଯେ ” ମୋ ଭାଇ ଟିୟୁସନରେ ପଢୁଥିବା ସମୟରେ ତାଙ୍କ ସାର ତାଙ୍କୁ ମୂଷା କିଛି ଦେଇଥିଲେ । ଏହା ପରେ ତାଙ୍କର ବଂଶ ବୃଦ୍ଧି ହୋଇଥିଲା । ଏହା ପରେ ବାତ୍ୟା ସମୟରେ ଏହି 2ଟି ମୂଷା ଙ୍କର ଜନ୍ମ ହୋଇଥିଲା । ଏହା ପରେ ସେମାନେ କଥାବାର୍ତ୍ତା ଆରମ୍ଭ କରିଥିଲେ ।

ସେମାନେ ଯେବେ କଥା କହିବା ଆରମ୍ଭ କରିଲେ ଆମେ ମାନେ କେହି ବିଶ୍ଵାସ କରି ନ ଥିଲୁ । ଏହା ପରେ ମୁଁ ତାକୁ ବାବା ମା କହିବ ଶିଖାଇଲି । ମୂଷା ମାନେ କହି ଆସୁଥିଲେ ମୁଁ ଜଗା ପାଖକୁ ଯିବୀ ଦର୍ଶନ କରିବି । ଏ ନେଇ ଆମ ସହ ସେ ଝଗଡା କରେ । ବାବା କିନ୍ତୁ କୁହନ୍ତି ତୋତେ ର ସେଠାରେ ପୁରାଇ ଦେବେନି । କିନ୍ତୁ ମୂଷା କୁହେ କି ଦେଖିବ ଜଗା ମୋତେ ଡାକିବ ମୋ ବାଇ ମୋତେ ଡାକିବ ।

ଏମିତି ଟାଇପର ସେ କୁହେ” । ମୂଷା ମାନଙ୍କୁ ନେଇ ଅଙ୍କିତା ଙ୍କ ବାପା ନିଜର ପ୍ରତିକ୍ରିୟା ରେ କହିଛନ୍ତି କି “ଆମ ଘରେ ପୂଜା ପାଠ ହେଲେ ସକଳ ସନ୍ଧ୍ୟା ସମୟରେ । ମୁଁ ଯେବେ ସନ୍ଧ୍ୟା ରେ ମୂଷା ଙ୍କୁ ମନ୍ଦିର କୁ ନିଏ ସେତେବେଳେ କୁହେ ତୋ ଭାଇ ଜଗା ବଳଭଦ୍ର ଙ୍କୁ ଦର୍ଶନ କରିବୁ । ତୁ ହସିଲେ ମୁଁ ମନ୍ଦିର କୁ ଦର୍ଶନ କରିବାକୁ ନେବି ବୋଲି ମୁଁ କୁହେ ।

ଯେବେ ମୂଷା ମାନଙ୍କୁ ଦର୍ଶନ କରିବାକୁ ଆମେ ଅନୁରୋଧ କରିଲୁ ପୋଲିସ ମାନେ ମନା କରିଥିଲେ । ଏହା ପରେ ଉପର ମହଲରୁ ପଣ୍ଡା ମାନେ କହିବାରୁ ଆମେ ମୂଷା ଙ୍କୁ ଜଗା ଦର୍ଶନ କରାଇବାକୁ ନେଇଗଲୁ । ପାଠ ବିଷୟରେ ପଚାରିଲେ ମଧ୍ୟ ସେ କହିବେ । କୌଣସି ଭଜନ ଗାଇଲେ ମଧ୍ୟ ସେମାନେ ଗୀତ ଗାଇଥାନ୍ତି” । ଶେଷରେ ମୂଷା ମଧ୍ୟ ଜୟ ଜଗନାଥ କହି କଥା ହେଉଛି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଆଉ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।