ଆମ ଜାହାଜ କୁ ଆକ୍ରମଣ କରିଥିଲ ଏବେ ଧ୍ଵଂସ ହେବ । ତୁମ ମାନ ଙ୍କୁ କାହାରୀକୁ ଛାଡିବ ନାହିଁ । ପାତାଳ ରେ ଲୁଚି କି ଥିଲେ ବି ଟାଣି ଆଣିବ । ହଁ ଦର୍ଶକ ବନ୍ଧୁ ଯେଉଁ ମାନେ ଜାହାଜ ଉପରେ ଆକ୍ରମଣ କରିଥିଲେ ଏବେ ସେମାନଙ୍କ ଉପରେ ଭାରତୀୟ ସେନା ବଦଲା ନେବ । ଭାରତୀୟ ସେନା କାହାକୁ ବି ଛାଡିବ ନାହିଁ । ଖୋଜି ଖୋଜି ସମସ୍ତଙ୍କୁ ମାରିବ । ପାତାଳ ରେ ଥିଲେ ବି ଖୋଜି ବାହାର କରିବ ଭାରତୀୟ ସେନା ।
ଏମିତି କିଛି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭାରତ ଉପରେ ଆକ୍ରମଣ କରିଥିବା ଶତ୍ରୁ ମାନଙ୍କୁ ଦେଇଛନ୍ତି କଡା ଚେତାବନୀ ରାଜନାଥ ସିଂ । ଆରବ ସାଗାର ରେ ଆସୁଥିବା ଜାହାଜ ଉପରେ ଆକ୍ରମଣ କରା ଯାଇଥିଲା । ପୁରା ଜାହାଜ ଧ୍ଵଂସ କରି ଦିଆ ଗଲା । ଆଉ ଏବେ ଆକ୍ସନ ମୁଡ ରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ । ଦୋଷୀ କୁ ଦଣ୍ଡ ମିଳିବ ବୋଲି ସେ ଦେଇଛନ୍ତି ଚେତାବନୀ ।
ଗତ ଡିସେମ୍ବର 23 ତାରିଖ ଦିନ ମହାସାଗର ଦେଇ ଭାରତ ଆସୁଥିଲା ଏକ କେମିକାଲ ଭର୍ତ୍ତି ଜାହାଜ । ଏହି ଜାହାଜ ଉପରେ ଇରାନ ରୁ ଆସିଥିବା ଏକ ଡ୍ରୋନ ଆକ୍ରମଣ କରିଥିଲା । ଯେଉଁଥି ରେ ଭାରତକୁ ଆସୁଥିବା ଜାହାଜ ରେ ନିଆଁ ଲାଗି ଯାଇଥିଲା । ଆଉ ଏବେ ଏହାର ପ୍ରତିଶୋଧ ନେବ ଭାରତୀୟ ସେନା ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ରାଜନାଥ ସିଂ କହିଛନ୍ତି କି ଆମେ ଶତ୍ରୁ କୁ ପାଣି ଭିତରେ ଥିଲେ ବି ଟାଣି ଆଣିବୁ ।
ଏବଂ ସେମାନଙ୍କ ବିରୁହରେ ଦୃଢ କାର୍ଜ୍ଯାନୁଷ୍ଠାନ ଗ୍ରହଣ କରିବୁ । ଏମିତି କିଛି ମୁମ୍ବାଇ ରେ ଆଇଏନସି ଫାଲ ର ଜଳବଦାରଣ କାର୍ଯ୍ୟକ୍ରମ ରେ ଯୋଗ ଦେବା ଅବସରରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅନ୍ୟ ପଟେ ଆରବ ସାଗରେ ରେ ଆକ୍ରମଣ ହେବା ପରେ ହରତା ତାର ସୀମା ଆକୁ ଅଧିକ ସୁରକ୍ଷିତ କରିବା ପାଇଁ ସ୍ଟେପ ନେଇଛି । 3ଟି ଜାହାଜ କୁ ମୁତୟନ କରିଛି ଭାରତୀୟ ନୌସେନା ।
ଆଇଏସଏସ ମୋରମୋ ଗାଓ, ଆଇଏନଏସ କୋଚି, ଆଇଏନଏସ କୋଲକାତା ଭଳି ଯୁଦ୍ଧ ଜାହାଜ ମୁତୟନ ହୋଇଛି । ଅନ୍ୟ ପଟେ ଯେଉଁ ଜାହାଜ ଉପରେ ଆକ୍ରମଣ ହୋଇଥିଲା ତାହା ଉପରେ ନୌସେନା ର ଏକ ସ୍ରୋତକ ବିଶେଷଜ୍ଞ ଟିମ ତାର ତଦନ୍ତ କରୁଛି । ଜାହାଜ ର ଯେଉଁ ଅଂସ ରେ ଆକ୍ରମଣ ହୋଇଥିଲା ସେଠାରୁ କିଛି ଭଗ୍ନାବଶେଷ ସଂଗ୍ରହ କରାଯାଇ ପରୀକ୍ଷା ନିରୀକ୍ଷା ଚଳାଇଛି । କେତେ ପରିମାଣ ର ବିସ୍ଫୋରକ ବ୍ୟବହାର କରା ଯାଇଥିଲା ଓ ଆକ୍ରମଣ ପାଇଁ କଣ କଣ ବ୍ଯବହାର ହୋଇଥିଲା ସେ ସବୁର ତଦନ୍ତ ଚାଲିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।