Brilliant GK Questions: ଆଖୁ ରସ ପିଇଲେ କେଉଁ ରୋଗ ଶୀଘ୍ର ଭଲ ହୋଇଥାଏ ? ଏହାସହ ଆହୁରି 15+ ପ୍ରଶ୍ନୋତ୍ତର

ଆଜିର ପ୍ରତିଯୋଗୀତା ମୂଳକ ଯୁଗରେ ଯୁବପିଢିଙ୍କ ମଧ୍ୟରେ ସାମାନ୍ଯ ଜ୍ଞାନ ରହିବା ଅତ୍ୟନ୍ତ ଜରୁରୀ । ଆଜିକାଲି ଯେକୌଣସି ସରକାରୀ ଓ ବେସରକାରୀ ଚାକିରି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ । ଏପରିକି ବେପାର କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । ଏଭଳି ସ୍ଥଳେ ଆପଣଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।

1- ଇଂଲଣ୍ଡର କେଉଁ ରାଜା ଆଦୌ ଇଂରାଜୀ କହି ପାରୁ ନଥିଲେ ?

ଉ: କିଙ୍ଗ ଜର୍ଜ ଙ୍କୁ ଆଦୌ ଇଂରାଜୀ ଆସୁ ନଥିଲା ।

2- ବରଫ ନ ତରଳିବା ପାଇଁ କେଉଁ ଦ୍ରବ୍ୟର ବ୍ୟବହାର କରାଯାଏ ?

ଉ: ଆମୋନିଆ ବ୍ୟବହାର ହୁଏ ।

3- ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବୃକ୍ଷ ର ନାମ କଣ ?

ଉ: ବାଉଁଶ ସବୁଠୁ ଶୀଘ୍ର ବଢେ ।

4- ପୃଥିବୀର ସବୁଠାରୁ ବିଷାକ୍ତ ସାପ ର ନାମ କଣ ?

ଉ: ପେନିସ୍ନୁଲର ଟାଇଗର ସ୍ନେକ ।

5- କେଉଁ ବ୍ଲଡ଼ ଗ୍ରୁପ ର ବ୍ୟକ୍ତି ଯେକୌଣସି ଗ୍ରୁପ ର ବ୍ଲଡ଼ ଗ୍ରହଣ କରିପାରିବେ ?

ଉ: AB ଗ୍ରୁପ ର ବ୍ୟକ୍ତି ।

6- 15 ଅଗଷ୍ଟ 1947 ରେ ଅନ୍ୟ କେଉଁ ଦେଶ ସ୍ଵାଧୀନ ହୋଇଥିଲା ?

ଉ: ଦକ୍ଷିଣ କୋରିଆ ।

7- କିଏ ଭାରତୀୟ ଜାତୀୟ କଂଗ୍ରେସ ଗଠନ କରିଥିଲେ ?

ଉ: ଆଲାଇନ ଆକ୍ ଟାଭିଆନ ହ୍ୟୁମ ।

8- ସ୍ଵାମୀ ବିବେକାନନ୍ଦଙ୍କ ପ୍ରକୃତ ନାମ କଣ ଅଟେ ?

ଉ: ନରେନ୍ଦ୍ରନାଥ ଦତ୍ତ ।

9- ଆନ୍ତର୍ଜାତିକ ସ୍ତରରେ କେଉଁ କ୍ଯାଲେଣ୍ଡର ର ବ୍ୟବହାର କରାଯାଏ ?

ଉ: ଗ୍ରେଗୋରିଆନ କ୍ଯାଲେଣ୍ଡର ।

10- 1 ଟଙ୍କା ମୁଦ୍ରା ପ୍ରଥମେ କିଏ ପ୍ରଚଳନ କରିଥିଲେ ?

ଉ: ଶେରଶାହ ପ୍ରଚଳନ କରିଥିଲେ ।

11- କାହା ନେତୃତ୍ବରେ ଶାହାଜାହାନ ତାଜମହଲ ନିର୍ମାଣ କାର୍ଯ୍ୟ କରାଇଥିଲେ ?

ଉ: ତୁର୍କୀ ର ଇଶା ଏଫେଦୀଙ୍କ ନେତୃତ୍ବରେ ।

12- ରବୀନ୍ଦ୍ରନାଥ ଟାଗୋରଙ୍କୁ କେଉଁଥି ପାଇଁ ନୋବେଲ ପୁରସ୍କାର ମିଳିଥିଲା ?

ଉ: ଗୀତାଞ୍ଜଳି ପାଇଁ ।

13- ହିନ୍ଦୀ ଭାଷାରେ ପ୍ରଥମ ସମ୍ବାଦପତ୍ରରେ ନାମ କଣ ?

ଉ: ଉଦାତ୍ତ ମାର୍ତ୍ତଣ୍ଡ ।

14- ବିଶ୍ଵ ର ସବୁଠୁ ବଡ ପକ୍ଷୀର ନାମ କଣ ?

ଉ: ଓଷ୍ଟ୍ରିଚ ।

15- କେଉଁ ଗଛର ପତ୍ରରୁ ନୂଆ ଗଛ ତିଆରି ହୋଇଥାଏ ?

ଉ: ଅମରପୋଇ ।

16- କେଉଁ ଜୀବ ଜିଭ ଦ୍ଵାରା ଶୁଣିପାରେ ?

ଉ: ସାପ ।

17- କେଉଁ ଜୀବର ଲାଞ୍ଜ କଟିଗଲେ ରକ୍ତ ବାହାରେ ନାହିଁ ?

ଉ: ଝିଟିପିଟି ।

18- କେଉଁ ଜୀବର ରକ୍ତର ରଙ୍ଗ ନୀଳ ଅଟେ ?

ଉ: ଝିଣ୍ଟିକା ।

19- କେଉଁ ପକ୍ଷୀକୁ ଛୁଇଁବା ପାଟରେ ମରିଯାଏ ?

ଉ: ଟିଟୋନି ।

20- ଆଖୁ ରସ ପିଇଲେ କେଉଁ ରୋଗ ଶୀଘ୍ର ଭଲ ହୋଇଥାଏ ?

ଉ: ଆଖୁ ରସ ଏବଂ ଗୁଡରେ ସୋଡିୟମର ପରିମାଣ ଅଧିକ ଥାଏ, ଯାହା ଆମ ଶରୀର ପାଇଁ ନିହାତି ଆବଶ୍ୟକ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।