ଆଜିର ମ୍ୟାଚ ଯଦି ବର୍ଷା ହୋଇଯାଏ, ସେମିଫାଇନାଲ ରେ ଭାରତକୁ ଭେଟିବ ପାକିସ୍ତାନ..

ନମସ୍କାର ବନ୍ଧୁଗଣ । ଚଳିତ ବିଶ୍ଵକପ 2023 ସେମି ଫାଇନାଲ ରେ ଭାରତ କେଉଁ ଦଳ ସହ ଖେଳିବ ? ଯେବେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିୟା ପଏଣ୍ଟ ଟେବଲ ର ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଠିକ ସେତିକି ବେଳେ ନିଶ୍ଚିନ୍ତ ହୋଇ ସାରିଛି କି ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିୟା ସେମି ଫାଇନାଲ ରେ ମୁହାଁ ମୁହିଁ ହେବେ । ତେବେ ସେମି ଫାଇନାଲ ରେ ଭାରତ କାହା ସହ ମୁହାଁ ମୁହିଁ ହେବ ତାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଲାଣି ।

ଭାରତ କାହା ସହ ସେମି ଫାଇନାଲ ରେ ଖେଳିବ ଏବେ ଏହି ଗୋଟେ ପ୍ରଶ୍ନ କୁ ନେଇ ଆଲୋଚନା ଚାଲିଛି । ମଙ୍ଗଳବାର ରାତିରେ ମ୍ୟାକ୍ସୱେଲ ଙ୍କ ଦମଦାର 2 ଶତକ ଖେଳି ଭଙ୍ଗା ଗୋଡ ରେ ଦେଖି ଥିଲେ ଯାହା ସମସ୍ତଙ୍କୁ ଚକିତ କରି ଦେଲା । ଆଉ ଏହି ଖେଳ ପରେ ଅଷ୍ଟ୍ରେଲିୟା ସେମି ଫାଇନାଲ ରେ ନିଜର ସ୍ଥାନ ପକ୍କା କରିବା ନେଇ ଆଲୋଚନା ଜୋର ଧରିଛି ।

ସୂଚନା ଅନୁଯାୟୀ ପଏଣ୍ଟ ଟେବଲ ର ଦ୍ଵିତୀୟ ରେ ଦକ୍ଷିଣ ଆଫ୍ରିକା ଓ ତୃତୀୟ ରେ ଅଷ୍ଟ୍ରେଲିୟା ରହିଛି ତେବେ ବିଶ୍ଵକପ ର ସେମି ଫାଇନାଲ ମ୍ଯାଚରେ ଭାରତ ଏହି ଉଭୟ ଦଳକୁ ଭେଟିବ । ଏହି ଦୁଇ ଦଳ ମଧ୍ୟରୁ ଯିଏ ଜିତିବ ଏ ଫାଇନାଲ ମ୍ଯାଚ ଖେଳିବ । ଦ୍ଵିତୀୟ ସେମି ଫାଇନାଲ ରେ ଭାରତ କାହାକୁ ଭେଟିବ ? ଭାରତ ସହ କିଏ ସେମି ଫାଇନାଲ ରେ ମୁହାଁ ମୁହିଁ ହେବ  ନିୟୁଜଲ୍ୟାଣ୍ଡ, ପାକିସ୍ତାନ, ଆଫଗାନିସ୍ତାନ କେଉଁ ଦଳ ଖେଳିବ ଭାରତ ସହ ।

ପଏଣ୍ଟ ତେବଲ ର ତାଲିକା ରେ ଭାରତ, ଅଷ୍ଟ୍ରେଲିୟା, ଦକ୍ଷିଣ ଆଫ୍ରିକା ପରେ ହି 3ଟି ସ୍ଥାନ ଏବେ ସିଲ ହୋଇଛି । ଆଉ ଚତୁର୍ଥ ସ୍ଥାନ ପକ୍କା କରିବା ପାଇଁ ଏବେ ଜୋରଦାର ପ୍ରସ୍ତୁତି ଚାଲିଛି । 3 ଦଳ ମଧ୍ୟରେ ଏହି ଲଢେଇ ଚାଲିଛି । ଏହି 3 ଦଳ 8 ପଏଣ୍ଟ ଲେଖାଏଁ ହୋଇଥିବା ବେଳେ ଗୋଟେ ମ୍ଯାଚ ଆଉ ବାକି ଅଛି । ଏହି 3 ଦଳ ମଧ୍ୟରେ ସେମାନଙ୍କ ଶେଷ ଲିଗ ମ୍ଯାଚ ଅଲଗା ଅଲଗା ପ୍ରତିଦ୍ଵନ୍ଦୀ ଙ୍କ ସହ ଖେଳିବାକୁ ଯାଉଥିବାର ସୁଯୋଗ ମୁକାବିଲାର ରହିଛି ।

କହି ରଖୁଚୁ ଆଜି ଶ୍ରେଲଙ୍କା ସହ ନିୟୁଜଲ୍ୟାଣ୍ଡ ଖେଳିବ । ଶ୍ରୀଲଙ୍କା ବିଦାୟ ନେଇ ସାରିଛି ଚଳିତ ବିଶ୍ବକପରୁ । ଆଜି ଯଦି ନିୟୁଜଲ୍ୟାଣ୍ଡ ଜିତିଯାଏ ତେବେ ଭାରତ ସହ ସେମି ଫାଇନାଲ ରେ ଖେଳିପାରେ । ଯଦି ଏହି 3 ଦଳ ଶେଷ ଲିଗ ମ୍ଯାଚ ହାରିଯିବେ ତେବେ ବିଶ୍ଵକପ ସେମି ଫାଇନାଲ ରେ ଭାରତ କାହା ସହ ମୁକାବିଲା କରିବ । କାରଣ ସବୁ ଦଳ 8 ପଏଣ୍ଟ ଲେଖାଏଁ ସିମିତ ରହିଛନ୍ତି ।

ତେବେ ଏଭଳି କ୍ଷେତ୍ରରେ ଉନ୍ନତ NRR ଗୁରୁତ୍ଵ ପୂର୍ଣ୍ଣ ଭୂମିକା ତୁଲାଇବ ବୋଲି ଚର୍ଚ୍ଚା ହେଉଛି । ତେବେ ଆଜିର ମ୍ଯାଚ ଉପରେ ବର୍ଷା ହେବାର ପୂର୍ବାନୁମାନ ରହିଛି । ଯଦି ବର୍ଷା ହେବ ତେବେ ପାକିସ୍ତାନ ଆଗକୁ ଯାଇପାରେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।