ଦୁଇ ଦିନରେ ଭୟଙ୍କର ଶସ୍ତା ହେଲା ସୁନା, ଦେଖନ୍ତୁ କେତେ ଅଛି ଆଜିର Gold Rate

ବର୍ତ୍ତମାନ ସମୟରେ ସମସ୍ତେ ସୁନା ଚାନ୍ଦି କ୍ରୟ କରିବା ପାଇଁ ଧୀରେ ଧୀରେ ଆଗ୍ରହ ପ୍ରକାଶ କରୁଛନ୍ତି । କାରଣ ବର୍ତ୍ତ୍ମାନର ପରିସ୍ଥିତି ବି ଆଗଭଳି ସାଧାରଣ ହୋଇଯାଇଛି । ସମସ୍ତେ ନିଜର କର୍ମ କ୍ଷେତ୍ରକୁ ବି ଯାଉଛନ୍ତି । ଏମିତିରେ ଆଜି ସୁନା ଓ ଚାନ୍ଦିର ମୂଲ୍ୟ କେତେ ଅଛି ଚାଳନ୍ତୁ ଜାଣିବା । ଆଜି ସୁନାର ମୂଲ୍ୟ କିଛି ଏହିଭଳି ଅଛି । ଆଜି ୧୮ କ୍ୟାରେଟ ସୁନା ୧ ଗ୍ରାମକୁ ୩,୬୪୭ ଟଙ୍କା, ୮ ଗ୍ରାମକୁ ୨୯,୧୭୬ ଟଙ୍କା, ୧୦ ଗ୍ରାମକୁ ୩୬,୪୭୦ ଟଙ୍କା, ୧୦୦ ଗ୍ରାମକୁ ୩,୬୪,୭୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ୧୮ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୩୩୦ ଟଙ୍କା କମ ହୋଇଛି ଓ ଗତ କାଲି ପ୍ରାୟତଃ ସମାନ ଥିଲା ।

ସେହିଭଳି ଆଜି ୨୨ କ୍ୟାରେଟ ସୁନା ୧ ଗ୍ରାମକୁ ୪,୩୪୦ ଟଙ୍କା, ୮ ଗ୍ରାମକୁ ୩୪,୭୨୦ ଟଙ୍କା, ୧୦ ଗ୍ରାମକୁ ୪୩,୪୦୦ ଟଙ୍କା, ୧୦୦ ଗ୍ରାମକୁ ୪,୩୪,୦୦୦ ଟଙ୍କା ଅଛି । ଆଜି ୨୨ କ୍ୟାରେଟ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ଗତ କାଲି ଅପେକ୍ଷା ମାତ୍ର ୩୫୦ ଟଙ୍କା କମି ଯାଇଛି ଓ ଗତ କାଲି ୧୦୦ ଟଙ୍କା କମିଥିଳା । ଏହିଭଳି ଭବାରେ ଦୁଇ ଦିନରେ ୨୨ କ୍ୟାରେଟ ସୁନା ୪୫୦ ଟଙ୍କା କମି ଯାଇଛି ।

୨୪ କ୍ୟାରେଟ ସୁନା ୧ ଗ୍ରାମକୁ ୪,୭୩୫ ଟଙ୍କା, ୮ ଗ୍ରାମକୁ ୩୭,୮୮୦ ଟଙ୍କା, ୧୦ ଗ୍ରାମକୁ ୪୭,୩୫୦ ଟଙ୍କା, ୧୦୦ ଗ୍ରାମକୁ ୪,୭୩,୫୦୦ ଟଙ୍କା ଅଛି । ଏମିତିରେ କହିବାକୁ ଗଲେ ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ଗତ କାଲି ଅପେକ୍ଷା ୩୮୦ ଟଙ୍କା କମିଛି ଓ ଗତ କାଲି ୧୧୦ ତାଙ୍କ କମି ଥିଲା । ଦୁଇ ଦିନରେ ୨୪ କ୍ୟାରେଟ ସୁନା ୪୯୦ ଟଙ୍କା କମି ଯାଇଛି ।

ଯଦି ଚାନ୍ଦି ବିଷୟରେ କହିବା ତେବେ ଆଜି ଚାନ୍ଦି ୧ ଗ୍ରାମକୁ ୭୫ ଟଙ୍କା, ୮ ଗ୍ରାମକୁ ୬୦୦ ଟଙ୍କା, ୧୦ ଗ୍ରାମକୁ ୭୫୦ ଟଙ୍କା, ୧୦୦ ଗ୍ରାମକୁ ୭୫୦୦ ଟଙ୍କା ଓ ୧ କିଲୋକୁ ୭୫,୦୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ଚାନ୍ଦି ଗତ କାଲି ଅପେକ୍ଷା ୪୪୯୦ ଟଙ୍କା ବଢିଛି । କିନ୍ତୁ ଗତକାଲି ଚାନ୍ଦି ୫୧୯୦ ଟଙ୍କା କମିଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।