ସୁନାର ମୂଲ୍ୟ ଏତେ ଦ୍ରୁତ ଗତିରେ ବଢିଚାଲି ଥିଲା କି ଲୋକମାନେ ସୁନା କିଣିବାକୁ ସାହସ ବି କରୁ ନ ଥିଲେ । ପ୍ରାୟତଃ ସମସ୍ତଙ୍କର ସୁନା ବହୁତ ପ୍ରିୟ ହୋଇଥାଏ । କିନ୍ତୁ ସୁନାର ମୂଲ୍ୟ ବୃଦ୍ଧି ଲାଗି କେହି ବି ସୁନା କିଣିବା ପାଇଁ ସାହସ କରି ପାରୁ ନ ଥିଲେ । କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ପାଇଁ ଖୁସିବାର ଖବର ଆସି ଯାଇଛି । କହିବାକୁ ଗଲେ ସୁନାର ମୂଲ୍ୟ ଧୀରେ ଧୀରେ ହ୍ରାସ ପାଉଛି ଓ ଗତ ଦୁଇ ତିନି ଦିନ ହେବ ଏହିଭଳି ସୁନାର ମୂଲ୍ୟ ହ୍ରାସ ହେଉଛି ।
ସୁନା କିମ୍ବା ଚାନ୍ଦି କ୍ରୟ କରିବାର ଇଚ୍ଛା ରଖୁଥିବା ଲୋକମାନଙ୍କ ପାଇଁ ଖୁସି ଖବର ଅଛି । ସୁନାର ବର୍ତ୍ତମାନ ବହୁତ ଶସ୍ତା ହୋଇଛି ଓ ଚାନ୍ଦି ବି ସେହିଭଳି କିଛି ହୋଇଛି । କିଛି ଦିନ ପୂର୍ବରୁ ସୁନା ଓ ଚାନ୍ଦିର ରେଟ ବହୁତ ଅଧିକ ରହୁଥିଲା । ବର୍ତ୍ତମାନ କିନ୍ତୁ ସୁନାର ମୂଲ୍ୟ ବହୁତ ହ୍ରାସ ପାଇଛି । ଆସନ୍ତୁ ଜାଣିବା ଆଜି ସୁନା କେତେ ଶସ୍ତା ହୋଇଛି ।
ଆଜି ଚାନ୍ଦିର ଦାମ ବଢି ଯାଇଛି । କିନ୍ତୁ ଗତ ଦୁଇ ଦିନ ହେବ ଚାନ୍ଦିର ମୂଲ୍ୟ ୧୦୦୦୦ ଟଙ୍କା ଭଲି କମିଥିଲା । ଏମିତିରେ ଆଜି ଚାନ୍ଦି ପ୍ରତି ୧ ଗ୍ରାମକୁ ୬୮.୧୦ ଟଙ୍କା, ୮ ଗ୍ରାମକୁ ୫୪୪.୮୦, ୧୦ ଗ୍ରାମକୁ ୬୮୧ ଟଙ୍କା ଅଛି, ୧୦୦ ଗ୍ରାମକୁ ୬,୮୧୦ ଟଙ୍କା ଓ ୧ କିଲୋ ଚାନ୍ଦିର ମୂଲ୍ୟ ୬୮,୧୦୦ ଟଙ୍କା ଅଛି । କହିବାକୁ ଗଲେ କାଲି ଅପେକ୍ଷା ଆଜି ଚାନ୍ଦି ୪୨୦୦ ଟଙ୍କା ବଢିଛି ।
ଯଦି ସୁନା ବିଷୟରେ କହିବା ତେବେ ଆଜି ସୁନାର ମୂଲ୍ୟ ହ୍ରାସ ପାଇଛି । ଆଜି ୧୮ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୩,୮୯୫ ଟଙ୍କା, ୮ ଗ୍ରାମକୁ ୩୧,୧୫୬ ଟଙ୍କା, ୧୦ ଗ୍ରାମକୁ ୩୮,୯୪୫ ଟଙ୍କା ଓ ୧୦୦ ଗ୍ରାମକୁ ୩,୮୯,୪୫୦ ଟଙ୍କା ଅଛି । ଆଜି ୧୮ କ୍ୟାରେଟ ସୁନା ଗତକାଲି ଅପେକ୍ଷା ୩୧୧ ଟଙ୍କା କମିଛି ।
ସେହିଭଳି ୨୨ କ୍ୟାରେଟ ସୁନାର ମୂଲ୍ୟ ଭୁବନେଶ୍ବରରେ ପ୍ରତି ୧ ଗ୍ରାମକୁ ୪,୫୯୦ ଟଙ୍କା, ୮ ଗ୍ରାମକୁ ୩୬,୭୨୦ ଟଙ୍କା, ୧୦ ଗ୍ରାମକୁ ୪୫,୯୦୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୫୯,୦୦୦ ଟଙ୍କା ରହିଛି । ଆଜି ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୪୧୦ ଟଙ୍କା ଶସ୍ତା ହୋଇଛି ।
୨୪ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୫,୦୦୭ ଟଙ୍କା, ୮ ଗ୍ରାମକୁ ୪୦,୦୫୬ ଟଙ୍କା, ୧୦ ଗ୍ରାମକୁ ୫୦,୦୭୦ ଟଙ୍କା ଓ ୧୦୦ ଗ୍ରାମକୁ ୫,୦୦,୭୦୦ ଟଙ୍କା ଅଛି । ଆଜି ୨୪ କ୍ୟାରେଟ ସୁନା ୪୪୦ ଟଙ୍କା ହ୍ରାସ ହୋଇଛି । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।