ଏଥର ନବରାତ୍ରିରେ ଗ୍ରହ ନକ୍ଷତ୍ରଙ୍କ ଚଳନରେ ହେବାକୁ ଯାଉଛି ବଡ ପରିବର୍ତ୍ତନ । ଏହି ପରିବର୍ତ୍ତନ ଯୋଗୁଁ କିଛି ଏପରି ଏକ ଅଦ୍ଭୁତ ସଂଯୋଗ ବନୁଅଛି ଯାହା ଫଳରେ ମା ଦୂର୍ଗା ଏହି ଭାଗ୍ୟଶାଳୀ ରାଶିଙ୍କ ଉପରେ ପ୍ରସନ୍ନ ହେବାକୁ ଯାଉଛନ୍ତି । ଏହି ରାଶିମାନଙ୍କ ଖରାପ ଦିନ ଏବେ ଶେଷ ହେବାକୁ ଯାଉଛି । ଆସନ୍ତା ସମୟରେ ମା ଦୂର୍ଗାଙ୍କ କୃପାରୁ ଏହି ରାଶି ଜାତକଙ୍କ ଜୀବନ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେବାକୁ ଯାଉଛି । ମା’ଙ୍କ କୃପାରୁ ଏହି ବ୍ୟକ୍ତିମାନେ ଜୀବନରେ ଉନ୍ନତି କରିବାକୁ ଯାଉଛନ୍ତି । ତେବେ ଚାଲନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ କଣ ।
ଏହି ଭାଗ୍ୟଶାଳୀ ରାଶି ମାନଙ୍କ ଉପରେ ମା ଦୁର୍ଗ, ମା ଲକ୍ଷ୍ମୀ ଓ ମା ସରସ୍ଵତୀଙ୍କ କୃପା ଦୃଷ୍ଟି ପଡିବାକୁ ଯାଉଛି । ଯାହାଫଳରେ ଏମାନଙ୍କ ଭାଗ୍ୟ ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ ହେବାକୁ ଯାଉଛି । ମା’ଙ୍କ କୃପାରୁ ଏହି ରାଶି ଜାତକଙ୍କ ସମସ୍ତ ଦୁଃଖ କଷ୍ଟ ଏବେ ଦୂର ହେବାକୁ ଯାଉଛି । ବେରୋଜଗାର ଲୋକଙ୍କୁ ଭଲ ଚାକିରି ପ୍ରାପ୍ତ ହେବ । ବ୍ୟକ୍ତିଗତ ଜୀବନର ସମସ୍ତ ସମସ୍ଯା ମଧ୍ୟ ଦୂର ହେବାକୁ ଯାଉଛି । ଏହି ସମୟରେ ଆପଣ ମାନସିକ ଭାବେ ମଜବୁତ ହେବେ । ଏହି ସମୟରେ ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ଆପଣଙ୍କୁ ମିଳିବ ।
ଦାମ୍ପତ୍ୟ ଜୀବନରେ ଚାଲିଥିବା ସମସ୍ଯା ଦୂର ହେବ ଓ ସନ୍ତାନଙ୍କ ତରଫରୁ ମଧ୍ୟ କୌଣସି ଶୁଭ ସମାଚାର ଆପଣଙ୍କୁ ପ୍ରାପ୍ତ ଏବ । ଏହି ସମୟରେ ବନ୍ଧୁବାନ୍ଧବ ଓ ପରିଜଙ୍କ ସହ ଆପଣଙ୍କ ସମ୍ପର୍କ ଖୁବ ଭଲ ରହିବ । କିନ୍ତୁ ଏହି ସମୟରେ ଆପଣଙ୍କୁ ନିଜ କ୍ରୋଧ ଉପରେ ବଶ ରଖିବାକୁ ପଡିବ ଓ ବାଦବିବାଦ ଠାରୁ ଦୂରେଇ ରହିବା ଆବଶ୍ୟକ । ନଚେତ ଛୋଟ କଥାରୁ ଆରମ୍ଭ ହୋଇଥିବା ବିବାଦ ବଡ ରୂପ ନେଇପାରେ ଓ ଆପଣ ସମସ୍ଯାରେ ପଡି ପାରନ୍ତି । ଏହି ସମୟରେ ଅପଙ୍କା ପ୍ରେମ ଜୀବନ ଖୁବ ଭଲ ଭାବେ ଅତିବାହିତ ହେବ ।
ପ୍ରେମ ବିବାହ କରିବାକୁ ଚାହୁଁଥିଲେ ଘରଲୋକଙ୍କୁ ଜଣାଇବାର ଏହା ହିଁ ସବୁଠୁ ଉତ୍ତମ ସମୟ । ଏହି ସମୟରେ ଆପଣ ଯେତେ ସମ୍ଭବ କମ ଖର୍ଚ୍ଚ କରିବାକୁ ଚେଷ୍ଟା କରନ୍ତୁ । ଅଯଥା ଖର୍ଚ୍ଚ ଠାରୁ ଦୂରେଇ ରୁହନ୍ତୁ । ଏହି ସମୟରେ ଆପଣ ଜୀବନରେ ନୂତନ ମାଇଲ ଖୁଣ୍ଟ ସ୍ଥାପନ କରି ଆଗକୁ ବଢିବେ । ଆପଣଙ୍କ ଜୀବନରେ ଆସିବାକୁ ଥିବା ସମସ୍ତ ପ୍ରକାର ବିନାଶକାରୀ ଶକ୍ତି ନଷ୍ଟ ହୋଇଯିବ । ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହେବ ଓ ଅଚାନକ ଧନ ଲାଭର ମଧ୍ୟ ଯୋଗ ବନୁଅଛି ।
ଏହି ସମୟରେ ଆପଣ ଅଟକି ରହିଥିବା ଧନ ଫେରି ପାଇବେ ଓ କୌଣସି ନୂଆ ନିବେଶ କରିବାକୁ ଚାହୁଁଥିଲେ ଏହା ସବୁଠୁ ଉତ୍ତମ ସମୟ ଅଟେ । ନବରାତ୍ରି ସମୟରେ ଆପଣ ସଂପୂର୍ଣ୍ଣ ହୃଦୟରେ ମା’ଙ୍କ ବ୍ରତ ପାଳନ କରନ୍ତୁ ଓ ସନ୍ଧ୍ୟା ସମୟରେ ସୋରିଷ ତେଲ କିମ୍ବା ଘିଅର ଦୀପ ମା ଙ୍କ ସମୁଖରେ ଜଳାନ୍ତୁ । ନିଶ୍ଚୟ ଫଳପ୍ରଦ ହେବ ।
ତେବେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ତୁଳା ରାଶି, ସିଂହ ରାଶି, ମିଥୁନ ରାଶି, କନ୍ୟା ରାଶି, ମେଷ ରାଶି, ଧନୁ ରାଶି, ମକର ରାଶି ଓ କୁମ୍ଭ ରାଶି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।