ଆଜି ରାତିରୁ ଆସନ୍ତା ୨୧ ବର୍ଷ ପର୍ଯ୍ୟନ୍ତ ଏହି ସବୁ ରାଶି ଉପରେ ବର୍ଷିବ ଶନିଦେବଙ୍କ କୃପା, କଣ ଏଥିରେ ଆପଣଙ୍କ ରାଶି ଅଛି ?

ଭଗବାନ ଶନି ହେଉଛନ୍ତି ନ୍ୟାୟର ଦେବତା । ଆମେ ଅନେକ ସମୟରେ ଭଗବାନ ଶନିଙ୍କ କୋପ ପାଇଁ ତାଙ୍କୁ ଡରିଥାଉ । ମାତ୍ର ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଶନି ହେଉଛନ୍ତି ନ୍ୟାୟର ଦେବତା ।

ଯେଉଁ ବ୍ୟକ୍ତି ମାନେ ନିଜର କର୍ମ ପାଇଁ ଅନ୍ୟକୁ କହି ଥାଏ କିମ୍ବା କିଛି ଲୋକ କିମ୍ବା ପଶୁ ପକ୍ଷୀ ମାନଙ୍କୁ ଖରାପ ବ୍ୟବହାର କିମ୍ବା ତାଙ୍କ ଅନିଷ୍ଟ ଚିନ୍ତା କରି ଥାଏ ସେଭଳି ବ୍ୟକ୍ତିକୁ ଭଗବାନ ଶନି ନିଜର ଖରାପ ପ୍ରଭାବ ଦେଖାଇ ଥାନ୍ତି । ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ କେଉଁ ୬ଟି ରାଶି ଉପରେ ଭଗବାନ ଶନିଙ୍କ ଦୟା ହେବାକୁ ଯାଉଛି।

ମେଷ ରାଶି – ଏହି ରାଶିର ବ୍ୟକ୍ତିଙ୍କୁ ଶାନୁ ପ୍ରକାର ଖୁସି ମିଳିବା ପାଇଁ ଯାଉଛି । ଆପଣ ନିଜ ପରିବାର ସହ ଭଲ ସମୟ ବିତାଇବେ । ଆପଣ ନିଜ ଯେଉଁ କାମ ଅନେକ ଦିନରୁ ବ୍ୟସ୍ତ ରେ ଥିବେ ତାହା ଆଜି ପୁରଣ ହେବାକୁ ଯାଉଛି । ଆପଣ ଯେଉଁ ଜାଗାରେ ଚାହିଁବେ ସେଠାରେ ନିଜର କାମ କରି ପାରିବେ । ଆପଣଙ୍କ ବ୍ୟବଶାୟାରେ ଭଲ ଆମଦାନୀ ହେବ ।

ତୁଳା ରାଶି – ଆପଣଙ୍କୁ ଏହି ସମୟରେ ନିଜର ଉପର ଅଧିକାରୀଙ୍କ ସହ ଯୋଗ ମିଳିବ । ଆପଣଙ୍କ ଅନେକ ଦିନର କାମ ଏହି ସମୟ ମଧ୍ୟରେ ହେଇଯିବ । ଆପଣ ନିଜ ପାଇଁ କିଛି ଚିନ୍ତା କରିପାରନ୍ତି ଯେମିତିକି ଆପଣ କିଛି ନୂଆ ଜିନିଷ କିମ୍ବା କିଛି ନୂଆ ଅନୁଭୂତି ପାଇଁ ଆଗ୍ରାହୀ ହେବେ । ଆପଣଙ୍କ ପରିବାରରେ ପ୍ରତେକ ବ୍ୟକ୍ତି ଖୁବ ଖୁସିରେ ରହିବେ

ବିଛା ରାଶି – ଆପଣ ମାନେ ଏହି ସମୟ ମଧ୍ୟରେ ନିଜ ପରିବାର ସହ ଭଲ ସମୟ ବିତାଇବେ । ଆପଣ ନ୍ଯାଯ ପାଇଁ ଲ-ଢେ-ଇ କରିବେ ଓ ଜୟଯୁକ୍ତ ମଧ୍ୟ ହେବେ । ଆପଣ ନିଜ ଜୀବନ ସାଥି ସହ ଏକ ଭଲ ସମୟ ବିତାଇବେ । ଯଦି ଆପଣ ଚାହିଁବେ ତାହେଲେ ନିଜ ହିତକାଂକ୍ଷୀ ଙ୍କ ସହ କଥା ହୋଇ ନିଜ ଧନର ନିବେଶ କରନ୍ତୁ । ଆପଣ ନିଜ ପରିବାର ସହ ଥିବା ଅନେକ ଦିନର ଶତ୍ରୁତା କୁ ଏବେ ଶେଷ କରି ପାରିବେ।

ବୃଷ ରାଶି – ଆପଣ ଏହି ସମୟରେ ଅନେକ ସୁଯୋଗ ପାଇବେ ନିଜ କାମ କରିବା ପାଇଁ । ଆପଣ ଏବେ ଶନି ଦେବଙ୍କ ଦୟାରୁ ନିଜକୁ ଭାଗ୍ୟଶାଳୀ କରିବା ପାଇଁ ଯାଉଛନ୍ତି । କିଛି ମାଙ୍ଗଳିକ କାମ ହେବାର ଯୋଗ ଅଛି । ନିଜ ଉପରେ ବିଶ୍ୱାସ ରଖନ୍ତୁ ଓ ଅନ୍ୟର କଥାକୁ ଧ୍ୟାନ ଦିଅନ୍ତୁନି । ଆପଣ ଖୁବ ଭଲ ଉର୍ଣ୍ଣତ୍ତି କରିବେ ଏହି ସମୟରେ । ନିଜ ପରିବାରରେ ଥିବା ବଡ ଲୋକଙ୍କ ମତାମତ ନିଶ୍ଚିତ ଭାବେ ନିଅନ୍ତୁ ।

କନ୍ୟା ରାଶି – ଏହି ରାଶିଙ୍କୁ ଖୁବ ଭଲ ବୁଝାମଣା ପାଇଁ ଆମେ ଜାଣିଥାଉ । ଏବେ ଆପଣ ଏହାର ସୁଯୋଗ ନେଇ ଅନେକ କାମ କରିପାରିବେ । ନିଜର ଏହି କୌଶଳ ଦ୍ୱାରା ଆପଣ ସମାଜରେ ପ୍ରତିଷ୍ଠିତ ହେବାକୁ ଯାଉଛନ୍ତି । କେବଳ ଏତିକି ନୁହେଁ ଆପଣ ଯାଚି ଛାତ୍ର ଅଟନ୍ତି ତାହେଲେ ଆପଣ ନିଜ ପଢ଼ାକୁ ନେଇ ଚିନ୍ତା କରନ୍ତୁନି କାରଣ ଆପଣ ଜଦି ଭଲ ମାର୍କ ରଖିଛନ୍ତି ତେବେ ଆପଣ ଚାହୁଁଥିବା ଜାଗାରେ ନିଜ ନାମ ଲେଖାଇ ପାରିବେ ।

ଧନୁ ରାଶି – ଏହି ରାଶିର ଲୋକମାନେ ନିଜ ଲକ୍ଷ ପଥରେ ଆଗେଇ ଚାଲିବେ । ନିଜ ପାଇଁ ଓ ନିଜ ପରିବାର ପାଇଁ ଏମାନେ ଏକ ଉଦାହରଣ ସୃଷ୍ଟି କରିବେ ତେବେ ଆପଣ ନିଜ କାମ ଓ ନିଜ ଉପରେ ବିଶ୍ୱଶ ରଖନ୍ତୁ । ଆପଣ କିଛି ଭଲ ଜାଗାରେ ଚାକିରୀ ପାଇବା ଯୋଗ ଦେଖାଉଛି । ଭଗବାନ ଶନିଙ୍କ ଦୟା ଆପଣଙ୍କ ଉପରେ ଥିବାରୁ ଆପଣ ସମାଜ ପାଇଁ ନିଶ୍ଚିତ ଭାବରେ କିଛି ଭଲ କାମ କରିବାର ଯୋଗ ଅଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।