Gk Questions & Answers- 5 ରୁ 2 କେମିତି କାଢିନେଲେ ତାହା 4 ହୋଇଯିବ ? ୯୯ % ଫେଲ

ଏହି ଦେଶରେ ବହୁତ ଲୋକମାନେ ଇଣ୍ଟରଭ୍ୟୁ ଦେବାକୁ ଯାଇଥାନ୍ତି, କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ତାଙ୍କୁ ଇଣ୍ଟରଭ୍ୟୁର ଅର୍ଥ ଓଡିଆରେ ହିଁ ଜଣା ନ ଥାଏ । କିନ୍ତୁ ଅସଲରେ ଇଣ୍ଟରଭ୍ୟୁର ଅର୍ଥ ଓଡିଆରେ ବୁଦ୍ଧିର ପରୀକ୍ଷା କରାଯିବା ହୋଇଥାଏ ।

ଏଥିରେ କିଛି ଏମିତି ପ୍ରଶ୍ନ ପଚରାଯାଇ ଆପଣଙ୍କର ବୁଦ୍ଧିର ପରୀକ୍ଷା କରା ଯାଏ । କହିଦେଉଛୁ କି ଇଣ୍ଟରଭ୍ୟୁ ଦେବା ସମୟରେ ସବୁବେଳେ ନିଜର ମସ୍ତିଷ୍କକୁ ଶାନ୍ତ ରଖନ୍ତୁ । କହିବାକୁ ଗଲେ ଆଜିକାଲି ଆଇଏଏସର ଇଣ୍ଟରଭ୍ୟୁରେ ଯେଉଁ ପ୍ରଶ୍ନ ପଚରାଯାଉଛି, ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି, କିନ୍ତୁ ଏହା ସବୁ ମସ୍ତିସ୍କର ଖେଳ ଅଟେ । ଏହିଭଳି ହିଁ କିଛି ପ୍ରଶ୍ନ ଆଜି ଆମେ ଆପଣଙ୍କୁ ପଚାରିବାକୁ ଯାଉଛୁ, ଯେଉଁଥିରେ ମସ୍ତିସ୍କ ଓ ବୁଦ୍ଧି ଦୁଇଟି ଯାକ ଅଧିକ ଦରକାର ହୋଇଥାଏ । ତେବେ ଚାଲନ୍ତୁ ଆପଣଙ୍କ ସହିତ ପ୍ରଶ୍ନ ଉତ୍ତର ଖେଳ ଖେଳିବା ।

୧- ଭାରତର କେଉଁ ଜିଲ୍ଲାରେ ସବୁଠୁ ଅଧିକ ଥଣ୍ଡା ପଡେ?

ଉ: ଶ୍ରୀନଗର

୨- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଜଙ୍ଗଲ ରହିଛି?

ଉ: ମଧ୍ୟ ପ୍ରଦେଶ

୩- କେଉଁଟି ବିଶ୍ଵର ସବୁଠୁ ବଡ଼ ଦ୍ବୀପ ଅଟେ?

ଉ: ଗ୍ରୀନଲାଣ୍ଡ

୪- ମହକୁଥିବା ସହର କେଉଁ ସହରକୁ କୁହାଯାଏ?

ଉ: କନୌଜ

୫- ଯୋଜନା ଆୟୋଗର ସ୍ଥାପନା କେବେ କରଯାଇଥିଲା?

ଉ: ୧୫ ମାର୍ଚ୍ଚ ୧୯୫୦

୬- ମୁମ୍ବାଇର ପୁରୁଣା ନାମ କଣ ଥିଲା?

ଉ: ବମ୍ବେ

୭- ଚୀନରେ ପହଞ୍ଚିଥିବା ପ୍ରଥମ ୟୁରୋପିଆନ କିଏ ଥିଲେ?

ଉ: ମାର୍କୋପୋଲୋ

୮: କୋଚି ବନ୍ଦର କେଉଁଠାରେ ଅବସ୍ଥିତ?

ଉ: କେରଳ

୯- ଭାରତ କେଉଁ ଗୋଲାର୍ଦ୍ଧରେ ଅବସ୍ଥିତ?

ଉ: ଉତ୍ତର ଗୋଲାର୍ଦ୍ଧ

୧୦- କେଉଁ ଦେଶରେ ସବୁଠୁ ଅଧିକ ସୁନା ଖଣି ରହିଛି?

ଉ: ଭାରତ

୧୧- ବିଶ୍ଵ ଶରଣାର୍ଥୀ ଦିବସ କେବେ ପାଳନ କରାଯାଏ?

ଉ: ୨୦ ଜୁନ୍

୧୨- କେଉଁ ଦେଶ ଏସିଆର ବୃହତ୍ତମ ଦେଶ ଅଟେ?

ଉ: ଚୀନ

୧୩- ସନ୍ଧ୍ୟା ତାରକା ବା ଇଭିନିଙ୍ଗ ଷ୍ଟା୍ର୍ କାହାକୁ କୁହାଯାଏ?

ଉ: ଶୁକ୍ର ଗ୍ରହ

୧୪- ଧଉଳଗିରି ପର୍ବତ ଶିଖର କେଉଁଠାରେ ଅବସ୍ଥିତ?

ଉ: ନେପାଳ

୧୫: କେଉଁ ଦେଶ ସବୁଠୁ ଅଧିକ ତମାଖୁ ଉତ୍ପାଦନ କରେ?

ଉ: ଚୀନ

୧୬- ସୂତା ବସ୍ତ୍ରର ରାଜଧାନୀ କାହାକୁ କୁହାଯାଏ?

ଉ: ମୁମ୍ବାଇ

୧୭- କେଉଁ ପଦାର୍ଥ ସବୁଠୁ କଠିନ ଅଟେ?

ଉ: ହୀରା

୧୮: କିଏ ହରିଜନ ଶବ୍ଦର ବ୍ୟବହାର ଆରମ୍ଭ କରିଥିଲେ?

ଉ: ମହାତ୍ମା ଗାନ୍ଧୀ

୧୯: କାହାକୁ ଘାଟି ର ନଗର କୁହାଯାଏ?

ଉ: ବାରଣାସୀ

୨୦: କିଏ ପରମାଣୁ ଆବିଷ୍କାର କରିଥିଲେ?

ଉ: ରଦରଫୋର୍ଡ

୨୧. 5 ରୁ 2 କେମିତି କାଢିନେଲେ ତାହା 4 ହୋଇଯିବ ?

ଉତ୍ତର – 5 ଇଂଗ୍ଲିଶ ରେ Five

Five ରୁ 2 ଟି ଅକ୍ଷର f ଓ e କାଢିନେଲେ ରହିବ IV ମାନେ 4 ।

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ