ଆଜି ନୂଆବର୍ଷ, ପର୍ସରେ ଚୁପଚାପ ରଖନ୍ତୁ ଏହି 1 ଜିନିଷ, ହେବ ଧନର ବର୍ଷା

ବନ୍ଧୁଗଣ ଦୁନିଆରେ ଏମିତି କୌଣସି ପ୍ରାଣୀ ନାହି ଯାହାର ଧନର ଇଚ୍ଛା ନ ଥିବ । ପ୍ରତେକ ମଣିଷ ଚାହିଁଥାଏ କି ତା ପାଖରେ ଏତେ ସାରା ଧନ ଥାଉ ଯାହା ଦ୍ଵାରା ସେ  ନିଜର ସବୁ ଇଚ୍ଛା ପୂରଣ କରିପାରୁ । ଧନର ପ୍ରାପ୍ତ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି ତ ଆଉ କିଛି ଲୋକ କପଟ କରି ଧନ ଲାଭ କରିଥାନ୍ତି । କିଛି ଲୋକ ଏମିତି ଅଛନ୍ତି ଯାହାଙ୍କ ପାଖରେ ଧନ ବେସୀ ସମୟ ରୁହେ ନାହି । ସକାଳୁ କିଛି ଲୋକଙ୍କ ପାଖରେ ପଇସା ରହିଥାଏ କିନ୍ତୁ ସନ୍ଧ୍ୟାରେ ତାଙ୍କର ପର୍ସ ଖାଲି ହୋଇଯାଏ । ଆଜି ଆମେ ଆପଣଙ୍କୁ କହିବୁ ଜାନୁଆରୀ ନୂଆବର୍ଷରେ ପର୍ସରେ କେଉଁ ଜିନିଷ ରଖିବା ଦ୍ଵାରା ଧନର ବୃଦ୍ଧି ହୋଇଥାଏ ।

୧- ମା ଲକ୍ଷ୍ମୀଙ୍କ ଫୋଟୋ : ମା ଲକ୍ଷ୍ମୀ ଧନ ଜନିତ ସବୁ ସମସ୍ୟାକୁ ସମାଧାନ କରିଥାନ୍ତି । ମା ଲକ୍ଷ୍ମୀଙ୍କ ଫୋଟୋ ପର୍ସରେ ରଖିଲେ କେବେ ବି ଧନର ଅଭାବ ରହିବ ନାହି । ବସିଥିବା ମା ଲକ୍ଷ୍ମୀଙ୍କ ଫୋଟୋ ରଖିବା ଉଚିତ ।

୨- ଓସ୍ତ ଗଛର ପତ୍ର : ହିନ୍ଦୁ ଧର୍ମରେ ଓସ୍ତ ଗଛକୁ ପୁଜନୀୟ ମାନା ଯାଇଛି । ଓସ୍ତ ଗଛର ପତ୍ରକୁ ନୂଆବର୍ଷ ଦିନ ପର୍ସରେ ଶୁଭ ମୁହୂର୍ତ୍ତରେ ରଖିବା ଦ୍ଵାରା କେବେ ବି ଧନର ଅଭାବ ଦେଖାଯିବା ନାହି ।

୩- ନାଲି ରଙ୍ଗର କାଗଜ : ନାଲି ରଙ୍ଗର କାଗଜକୁ ଅଦଭୂତ କାଗଜ ମାନା ଯାଇଥାଏ । ନାଲି କାଗଜ ଆଣି ଆପଣ ନିଜର ଇଚ୍ଛା ଲେଖି ଏହାକୁ ମୋଡି ସୂତାରେ ବାନ୍ଧି ପର୍ସ ରେ ରଖିବା ଦ୍ଵାରା ନିଶ୍ଚୟ ଇଚ୍ଛା ପୂରଣ ହୋଇଥାଏ ।

୪- ଚାଉଳ : ଚାଉଳ ର ଅନେକ ମହତ୍ଵ ରହିଛି । ଯଦି ଆପଣ ପର୍ସ ରେ ଚୁଟକି ସମାନ ଚାଉଳ ରଖୁଛନ୍ତି ତେବେ ଧନର ଅଭାବ କେବେ ବି ହେବ ନାହି ।

୫- କାଚର ଟୁକୁଡା : ଜ୍ଯୋତିଷ ଅନୁଯାୟୀ ପର୍ସ ରେ କାଚର କିଛି ଟୁକୁଡା କିମ୍ବା ଗୋଟେ ଛୋଟ ଛୁରୀ ରଖିବା ଉଚିତ । ଯାହା ଧନ ବୃଦ୍ଧିରେ ସହାୟକ ହୋଇଥାଏ । ଏହା ଛଡା ପର୍ସରେ ଗୋମତିଚକ୍ର ରଖିପାରିବେ ।

୬- ଚାନ୍ଦିର ପଇସା : ଯଦି ଆପଣଙ୍କ ପାଖରେ ଚାନ୍ଦିର ପଇସା ଅଛି ତେବେ ଏହାକୁ ପର୍ସରେ ରଖିବା ଦ୍ଵାରା ଧନ ଲାଭ ହୋଇଥାଏ । ଏହାକୁ ପରସରେ ରଖିବା ପୂର୍ବରୁ ମା ଲକ୍ଷ୍ମୀଙ୍କ ଚରଣ ପାଖରେ ନିଶ୍ଚୟ ରଖନ୍ତୁ ।

୭- ରୁଦ୍ରାକ୍ଷ : ରୁଦ୍ରାକ୍ଷକୁ ପରସରେ ରଖିଲେ ଗରିବୀକୁ ଦୂର କରି ଧନ ବୃଦ୍ଧିରେ ସହାୟକ ହୋଇଥାଏ । ଏହା ସହ ପର୍ସ ରେ ମୋଡି ହୋଇଥିବା ନୋଟ ରଖନ୍ତୁ ନାହି । ଏହା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ।

୮- ଗୁଜୁରାତି : ଗୁଜୁରାତି ପର୍ସ ରେ ରାଖୀଲେ ଶୁକ୍ର ଗ୍ରହ ମଜବୁତ ହୋଇଥାନ୍ତି । ପ୍ରତେକ ଶୁକ୍ରବାର ଦିନ ଗୁଜୁରାତିର ପ୍ରୟୋଗ କରିଲେ ଶୁକ୍ରଙ୍କୁ ବଳ ମିଳିଥାଏ । ଯାହା ଦ୍ଵାରା ବ୍ୟକ୍ତିକୁ ସୁଖ, ସୁବିଧା ପ୍ରାପ୍ତ ହୁଏ ।ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।