Bollywood ଆକ୍ଟ୍ରେସ Parineeti Chopra ଟ୍ରାନ୍ସପାରେଣ୍ଟ ଡ୍ରେସ ପିନ୍ଧି ଟପିଗଲେ ଲଜ୍ୟା ର ସବୁ ସୀମା, ଦେଖେଇ ଦେଲେ ନିଜର ସବୁ କିଛି

ବଲୀଉଡ ଅଭିନେତ୍ରୀମାନେ ପ୍ରାୟତଃ ନିଜର ବୋଲ୍ଡ ଅନ୍ଦାଜ ଓ ନିଜର ଡ୍ରେସ କାରଣରୁ ଚର୍ଚାରେ ରହିଥାନ୍ତି । ଏହି ଲିସ୍ଟରେ ପ୍ରଥମ ସ୍ଥାନରେ ଅଛନ୍ତି ପ୍ରିୟଙ୍କା ଚୋପଡା । କିନ୍ତୁ ବର୍ତ୍ତମାନ ପ୍ରିୟଙ୍କା ଚୋପଡାଙ୍କ ଭଉଣୀ ପରିଣୀତି ଚୋପଡ଼ାଙ୍କ ନାଁ ବି ଏହି ଲିସ୍ଟରେ ସାମିଲ ହୋଇଯାଇଛି । ପରିଣୀତି ଚୋପଡ଼ା  ନିଜ ଭଉଣୀ ଭଳି ଇଣ୍ଡଷ୍ଟ୍ରିରେ ନାଁ କରି ପାରି ନାହାନ୍ତି କିନ୍ତୁ ସେ ପ୍ରାୟତଃ ନିଜର ଡ୍ରେସ କାରଣରୁ ଚର୍ଚାରେ ରହିଥାନ୍ତି । ଏହିଭଳି ଗୋଟିଏ ଆୱାର୍ଡ ଫଙ୍କସନ ସମୟରେ ବି ଦେଖିବାକୁ ମିଳିଥିଲା ।

ଯେଉଁଠି ପରିଣୀତି ଚୋପଡ଼ା ବହୁତ ଖରାପ ଡ୍ରେସ ପିନ୍ଧି ଯାଇଥିଲେ । ଏହି ଡ୍ରେସ ଆଗରୁ ବହୁତ ଛୋଟ ଓ ପଛରୁ ବହୁତ ବଡ ଥିଲା । କିନ୍ତୁ କହିବାକୁ ଗଲେ ପରିଣୀତି ଚୋପଡ଼ାଙ୍କ ଡ୍ରେସଟି ବହୁତ ଟ୍ରାଂସ୍ପରେଣ୍ଟ ହୋଇଥିବାରୁ ସେ ଲାଇମଲାଇଟରେ ଆସିଯାଇଛନ୍ତି ।

କହିଦେଉଛୁ କି ପରିଣୀତି ଚୋପଡ଼ା ଏହି ଆୱାର୍ଡ ଫଙ୍କସନରେ ବହୁତ ସାଧାରଣ ନଜର ଆସୁଥିଲେ । କିନ୍ତୁ ତାଙ୍କର ଏହି ଟ୍ରାଂସ୍ପରେଣ୍ଟ ଡ୍ରେସ ସୋସିଆଲ ମିଡିଆରେ ଚର୍ଚାରେ ଅଂସ ହୋଇଯାଇଛି । ଏହା ସହିତ ତାଙ୍କର ଏହି ଟ୍ରାଂସ୍ପରେଣ୍ଟ ଗାଉନରଭିତରେ ପିନ୍ଧିଥିବା ଡ୍ରେସ ବି ନଜର ଆସୁଥିଲା । କିନ୍ତୁ ପରିଣୀତି ଚୋପଡ଼ା ଏହି ଡ୍ରେସରେ ବହୁତ ବୋଲ୍ଡ ଓ ସେକ୍ସି ନଜର ଆସୁଥିଲେ । ଏହା ସତ୍ବେ ତାଙ୍କର କିଛି ଫ୍ୟାନମାନଙ୍କୁ ପରିଣୀତି ଚୋପଡ଼ାଙ୍କ ଏହି ଡ୍ରେସ ବିଲକୁଲ ବି ପସନ୍ଦ ଆସିଲା ନାହିଁ ।

ଯେଉଁ କାରଣରୁ ତାଙ୍କୁ ଟ୍ରୋଲ କରାଯାଉଛି । ଆପଣ ଅଭିନେତ୍ରୀଙ୍କ ଏହି ଫଟୋ ଆମ ଏହି ଆର୍ଟିକୀଳରେ ଦେଖି ପାରିବେ । କହିଦେଉଛୁ କି ପରିଣୀତି ଚୋପଡ଼ା ନିଜର କ୍ୟାରିୟର ଇଂବେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗରେ କରିବାକୁ ଚାହୁଁଥିଲେ । କିନ୍ତୁ କିଛି ସମୟ ପରେ ସେ ବଲୀଉଡ ପ୍ରତି ଆକର୍ଷିତ ହୋଇ ଯାଇଥିଲେ । ତାଙ୍କୁ ତାଙ୍କର ପ୍ରଥମ ଫିଲ୍ମ ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀର ଫିଲ୍ମଫେୟାର ପୁରସ୍କାର ବି ମିଳିଲା । କହିଦେଉଛୁ କି ପରିଣୀତି ଚୋପଡ଼ା ଜନ୍ମ ଅମ୍ବଲା ହରିୟାନାର ଏକ ପଞ୍ଜାବୀ ପରିବାରରେ ହୋଇଥିଲା ।

ତାଙ୍କର ପିତାଙ୍କ ନାଁ ପବନ ଚୋପଡା ଅଟେ ଓ ମା ଙ୍କ ନାଁ ରିନା ଚୋପଡା ଅଟେ । ତାଙ୍କର ଦୁଇ ଜଣ ଭାଇ ବି ଅଛନ୍ତି । ଯାହାଙ୍କର ନାଁ ସାହାଜ ଓ ଶିବାଙ୍ଗ ଚୋପଡା ଅଟେ । ପରିଣୀତି ଚୋପଡ଼ା ନିଜର ସ୍କୁଲ ଶିକ୍ଷା ଅମ୍ବଲାର ଏକ ସ୍କୁଲରେ ପୁରା କରିଛନ୍ତି । ଏହା ପରେ ସେ ୧୭ ବର୍ଷ ବୟସରେ ଲଣ୍ଡନ ଚାଲିଗଲେ ଓ ଯେଉଁଠି ସେ ଡିଗ୍ରୀ ହାସଲ କରିଲେ । ଆପଣଙ୍କୁ କହିଦେଉଛୁ କି ପରିଣୀତି ଚୋପଡ଼ା ବଲୀଉଡରେ ବର୍ଷ ୨୦୧୧ରେ ଆସିଥିବା ଫିଲ୍ମ ‘ଲେଡୀଜ ବର୍ସେସ ରିକୀ ବହଲ’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।

ସେହି ସମୟରୁ ଆଜି ପର୍ଯ୍ୟନ୍ତ ପରିଣୀତି ଚୋପଡ଼ା ବହୁତ ଫିଲ୍ମରେ ନଜର ଆସୀସାରିଛନ୍ତି । ବର୍ତ୍ତମାନ ସମୟରେ କଥାବାର୍ତ୍ତା କରିବା ତେବେ ସେ ବର୍ତ୍ତମାନ କିଛି ଫିଲ୍ମର ଶୁଟିଙ୍ଗରେ ବ୍ୟସ୍ତ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ