ଶରୀରରେ ଜମା ହୋଇଥିବା ସମସ୍ତ ମଇଳା କିପରି ବାହାର କରିବେ ? କରନ୍ତୁ ଏହି 3 ଟି ସହଜ ଉପାୟ – Health Tips

ଆପଣ ମାନେ ଜାଣିଥିବେ ଆମେ ପ୍ରତିଦିନ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥାଉ ଓ ଏହାକୁ ହଜାମ ହେବା ପାଇଁ ବହୁତ ସମୟ ଲାଗିଥାଏ । ଏହି ଖାଦ୍ୟ କିଛି ଆମ ଶରୀରରେ ବଳ ତିଆରି କରିଥାଏ ଓ ଆଉ କିଛି ଖାଦ୍ୟ ଖରାପ ହୋଇଥାଏ । ଏହି ଖାଦ୍ୟ ଖରାପ ହୋଇଯାଇ ଥାଏ । ଆଜି ଆମେ ଆପଣଙ୍କୁ କହିବୁ ଏହି ଖରାପ ଖାଦ୍ୟକୁ ଆପଣ କିପରି ବାହାରକୁ ବାହାର କରିବେ । ଯେତେବଳେ ଆପଣଙ୍କ ଶରୀରରୁ ଖରାପ ଜିନିଷ ବାହାରିବ ତେବେ ନିଜର ଓଜନ ଆପେ କମିଯାଇ ଥାଏ ଓ ନିଜର ଚର୍ମ ମଧ୍ୟ ବହୁତ ଭଲ ରହିଥାଏ ।

ଆମେ ଯେଉଁ ଖାଦ୍ୟ ଖାଇଥାଉ ସେହି ଖାଦ୍ୟରୁ କିଛି ଖାଦ୍ୟ ହଜମ ହୋଇଥାଏ ଓ ଆଉ କିଛି ଖାଦ୍ୟ ହଜମ ହୋଇ ନଥାଏ । ଯେଉଁ ଖାଦ୍ୟରେ ପାଣି କମ ଥାଏ ସେହି ଖାଦ୍ୟ ବହୁତ ସମୟ ଲାଗିଥାଏ ହଜମ ହେବା ପାଇଁ କିନ୍ତୁ ଯେଉଁ ଖାଦ୍ୟରେ ବେସୀ ପାଣି ଥାଏ ।

ସେହି ଖାଦ୍ୟ ବହୁତ ଶୀଘ୍ର ହଜମ ହୋଇଥାଏ । ଯେଉଁ ଖାଦ୍ୟ ହଜମ ହୋଇ ନଥାଏ ଏହା ଆମ ଶରୀରରେ ବହୁତ ରୋଗ ମଧ୍ୟ ସୃଷ୍ଟି କରିଥାଏ । ଅର୍ଥାତ ସେହି ଖାଦ୍ୟ ପେଟରେ ରହି ଶଢୀ ଯାଏ ଓ ପେଟରେ କୀଟାଣୁ ମଧ୍ୟ ହୋଇଥାଏ । ଆପଣ ମାନେ ଜାଣିଥିବେ କି କିଛି ଲୋକଙ୍କର ପେଟରୁ ବଡ ବଡ କୀଟାଣୁ ବାହାରି ଥାନ୍ତି ।

ଯଦି ଆମେ ସେହି ସବୁ ଜିନିଷ ଆମେ ବାହାକୁ ବାହାର କରୁଛି ତେବେ ଆମ ଶରୀରରେ କେବେ ହେଲେ ରୋଗ ଆସିବା ନାହିଁ । ଆପଣ ଯଦି ନିରୋଗ ରହିବାକୁ ଚାହୁଞ୍ଚନ୍ତି ତେବେ ଆପଣ ସର୍ବ ପ୍ରଥମେ ଉପବାସ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କୁ କିଛି କ୍ଷତି ହେବ ନାହିଁ, ନିଜର ଭଲ ଲାଭ ହେବ ।

ଆମ ପୂର୍ବରୁ ରହିଥିବା ଲୋକଙ୍କୁ ଏତେ ପରିମାଣରେ ଖାଦ୍ୟ ମିଳୁ ନଥିଲା ହେଲେ ସେମାନେ ମଧ୍ୟ ସୁସ୍ଥ ରହୁଥିଲେ ଏହାର ମୁଖ୍ୟ କାରଣ ହେଉଛି ସେମାନେ କମ ଖାଦ୍ୟ ଖାନ୍ତି ଓ ଅଧିକ ସମୟ ଉପବାସ ରୁହନ୍ତି । ଯାହା ଦ୍ଵାରା ତାଙ୍କର ଖାଦ୍ୟ ଭଲ ଭାବରେ ହଜମ ହୋଇପାରେ । କିନ୍ତୁ ଆମେ ଏହା ପ୍ରତି ୩ ଘଣ୍ଟା ବା ୪ ଘଣ୍ଟା କୁ ଠାରେ ଖାଦ୍ୟ ଖାଉ ଯାହା ଫଳରେ ଆମର ଖାଦ୍ୟ ଭଲରେ ହଜମ ହୁଏ ନାହିଁ ।

ଏହାପରେ ଦୁତୀୟରେ ଆସୁଛି   ଏନିମା ପ୍ରଣାଳୀ । ଏହା କରିବା ଫଳରେ ଆମ ଶରୀରରେ ଥିବା ସବୁ ଖରାପ ଜିନିଷ ମଧ୍ୟ ବାହାରକୁ ବାହାରି ଥାଏ । ଆପଣ ଏହି ଏନିମାକୁ ଖାଲି ପେଟରେ ନିବା ହିଁ ବହୁତ ଭଲ ହେବ ଏହାକୁ ଆପଣ ସକାଳୁ ପେଟ ସଫା ହେଲା ପରେ ଉଚିତ ହେବ । ଏହା ଦ୍ଵାରା ଆପଣଙ୍କର ଶରୀରରେ ଖାଇ ଥିବା ଖାଦ୍ୟକୁ ଓ ଏନିମା ପ୍ରଣାଳୀ କରିବା ପୂର୍ବରୁ ୨ ରୁ ୩ ଘଣ୍ଟା ଛାଡିଦେବା ଉଚିତ ।

ଆପଣ ଏହାକୁ ମାତ୍ର ୩ ସପ୍ତାହ କରନ୍ତୁ ଏହାପରେ ଆପଣ କରିବେ ନାହିଁ । ଯେତେବେଳେ ନିଜର ନିହାତି ଦରକାର ହେବ ସେତେବେଳେ ଆପଣ ନେବେ । ଯଦି ଆପଣଙ୍କୁ ଥଣ୍ଡା ରହୁଛି ବା କଫ ସମସ୍ୟା ଦେଖା ଦେଉଛି ବା ପେଟରେ କିଛି ସମସ୍ୟା ଦେଖା ଯାଉଛି ତେବେ ଏହାକୁ ଆପଣ ୨ ରୁ ୩ ଥର ନେଇ ପାରନ୍ତି । ଏହାପରେ ତୃତୀୟଟି ହେଉଛି ଥଣ୍ଡା ପଟି ।

ବେଳେ ବେଳେ ଆମ ରକ୍ତରେ ବହୁତ ଖରାପ ଜିନିଷ ଜମିଯାଏ । ଏହାକୁ ସଫା କରିବାକୁ ହେଲେ ଥଣ୍ଡା ପଟି ବହୁତ ଭଲ ହେବ । ଏକ ଧଳା ପଟି ନିଅନ୍ତୁ ଓ ଏହାକୁ ଭାଙ୍ଗି ଦିଅନ୍ତୁ ଏହାପରେ ଥଣ୍ଡା ପାଣିରେ ବୁଡାନ୍ତୁ । ଏହାକୁ ପେଟ ଚାରି ପଟେ ବୁଲାନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ