ନମସ୍କାର ବନ୍ଧୁଗଣ ଆଜି ଆମେ କିପରି ମଶା କୁ ଦୁର କରିବା ଏବଂ ସେମାନଙ୍କ ଠାରୁ କିପରି ନିଜର ସୁରକ୍ଷା କରିବା ସେ ବିଷୟରେ ଆଲୋଚନା କରିବା । ଏବଂ ଏକ ସହଜ ସରଳ ଏବଂ ଘରୋଇ ସାମଗ୍ରୀ ଦ୍ୱାରା ବନେଇ ପାରିବା । ଆମେ ଯେଉଁ ଉପଚାର ବିଷୟରେ କହିବୁ ଆପଣ ଚାହିଁଲେ ତାର ଟାବଲେଟ ବି ବନେଇ ପାରିବେ ଏବଂ ଲିକୁଇଡ଼ ମଧ୍ୟ ବନେଇ ପାରିବେ । କାରଣ ଅନେକ ବ୍ୟକ୍ତି ଅଛନ୍ତି ବଜାରରୁ ଏହି ତେଲ କିଣି ପାରନ୍ତି ନାହିଁ ଏବଂ ମଶା ଠାରୁ ଦୂରରେ ରହିବା ନିହାନ୍ତି ଆବଶ୍ୟକ କାରଣ ମଶା ଦ୍ୱାରା ଆମକୁ ଡେଙ୍ଗୁ ମ୍ୟାଲେରିଆ ଆଦି ଭଳି ଅନେକ ରୋଗ ହୋଇ ଥାଏ ।
ତେଣୁ ସେମାନଙ୍କ ଠାରୁ ଦୂରେଇ ରହିବା ଉଚିତ । ଏବଂ ସେଥି ପାଇଁ ଆପଣ ଏହି ଘରୋଇ ସାମଗ୍ରୀ ଦ୍ୱାରା ଏହି ତେଲକୁ ବନେଇ ପାରିବେ ଏବଂ ବ୍ୟବହାର କରି ମଶା ମାନଙ୍କ ଠାରୁ ଦୂରେଇ ମଧ୍ୟ ରହି ପାରିବେ । ତେବେ ଚାଲନ୍ତୁ ଜାଣିନେବା ସେହି ଘରୋଇ ତେଲ କିପରି ପ୍ରସ୍ତୁତ ହୋଇ ପାରିବ ।
ଏଥିରେ ଯେଉଁ ଯେଉଁ ସାମଗ୍ରୀ ବ୍ୟବହୃତ ହେବ ସେ ସମସ୍ତ ଵସ୍ତୁ ଉପରେ କୌଣସି ଖର୍ଚ୍ଚ କରିବାକୁ ପଡିବ ନାହିଁ ତାହା ବହୁତ ସହଜ ଏବଂ ଘର ପାଖରେ ମିଳି ଯିବ । ପ୍ରଥମେ ଆପଣ ନିମ ପତ୍ର ନିଅନ୍ତୁ ଏବଂ ନିମ ପତ୍ର ଆମ ଘର ପାଖରେ ଅତି ସହଜରେ ମିଲି ଯାଇଥାଏ । ତେଣୁ କିଛି ନିମ ର ପତ୍ର ନିଅନ୍ତୁ ଏବଂ ଏହାର ଏକ ପେଷ୍ଟ ବନାନ୍ତୁ । ଏବଂ ତାକୁ ଭଲ ଭାବେ ଛାଣି ନିଅନ୍ତୁ ।
ଏବଂ ଛାଣି ସାରିବା ପରେ ତାକୁ ଭଲ ଭାବେ ଫୁଟେଇ ଦିଅନ୍ତୁ । ଆମେ ଯେତେ ଭଲରେ ଫୁଟେଇବା ତାହା ସେତେ ଭଲ ଲାଭ ପ୍ରଦ ହେବ । ଏହାକୁ ଅତି କମରେ ପାଞ୍ଚ ରୁ ଛଅ ମିନିଟ ପର୍ଯ୍ୟନ୍ତ ଫୁଟେଇବା ଏବଂ ଫୁଟିବା ପରେ ତାକୁ ଥଣ୍ଡା କରି ଦିଅନ୍ତୁ ଏବଂ ସେହି ଥଣ୍ଡା ଲିକୁଇଡ଼ ରେ କିଛି କର୍ପୂର ଗୁଣ୍ଡ କୁ ମଧ୍ୟ ପକାଇବା ।
ଏବଂ ତାପରେ ଆପଣ ପୁରୁଣା ମଶା ତେଲ ଡବା ରେ ଏହି ତରଳ ପଦାର୍ଥ କୁ ଢାଳି ଦିଅନ୍ତୁ । ଏବଂ ଘରେ ଲଗାନ୍ତୁ ଦେଖିବେ ମଶା ରହିବେ ନାହିଁ ଆପଣ ସେମାନଙ୍କ ଠାରୁ ମୁକ୍ତି ପାଇଁ ଯିବେ । ଏବଂ ମଶା ସହ ଅସରପା ଏବଂ ଛୋଟ ବଡ଼ ପୋକ ମଧ୍ୟ ମରିଯିବେ ଏବଂ ଘର ଛାଡି ପଳାଇବେ ।
ଏହାର ଏକ ଶ୍ରେଷ୍ଠ ଲାଭ ହେଉଛି ବଜାରରେ ମିଳୁଥିବା ମଶା କଏନ କିମ୍ବା ମଶା ଦୂର କରିବା ପାଇଁ ତେଲ, ସେ ସବୁ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଅହିତ କର ମଧ୍ୟ । କାରଣ ଏଥିରେ ମିଶି ରହିଥିବା କେମିକାଲ ଯୋଗୁଁ ସଥିରୁ ଯେଉଁ ଧୂଆଁ ଉଡେ ତାହା ନିଶ୍ଵାସ ନେବା ବେଳେ ବହୁତ କଷ୍ଟ ଦେଇଥାଏ । ଏବଂ ଘରେ ଥିବା ଶ୍ଵାସ ରୋଗୀ ନିଙ୍କ ପାଇଁ ଏହା ବିଲକୁଲ ଭି ପସନ୍ଦ ହେଲା ନାହିଁ ।
ତେଣୁ ଆପଣ ନିଜର ଘରେ ହିଁ ସେହି ତେଲ କୁ ବନାନ୍ତୁ ଏବଂ ନିଜେ ବ୍ୟବହାର କରନ୍ତୁ କାରଣ ଏହା ଦ୍ବାରା ଆପଣ କାହାକୁ କି କୌଣସି ପ୍ରକାର ର ଦୁଃଖ କଷ୍ଟ ହେବ ନାହିଁ ଆରାମ ରେ ନିଶ୍ୱାସ ମଧ୍ୟ ନେଇ ପାରିବେ । ଏବଂ ଏକ ଆୟୁର୍ବେଦ ଜରିଆରେ ଏହା ଆମକୁ ଅନେକ ସହାୟତା ମଧ୍ୟ କରି ଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।