ଭଗବାନ ଶ୍ରୀକୃଷ୍ଣ ଆମ ମାନବ କଲ୍ୟାଣ ପାଇଁ ବହୁତ ଶାସ୍ତ୍ର ଲେଖିବା ସହିତ କିଛି ନୀତି ବାଣୀ ମଧ୍ୟ କହିଛନ୍ତି । ଆଜି ଆମେ ଆପଣଙ୍କୁ କିଛି ଏପରି କଥା କହିବାକୁ ଯାଉଛୁ ଯାହାକି କେଉଁ ଝିଅକୁ ଆପଣ ବିଭା ହେଲେ ବହୁତ ଭାଗ୍ୟ ଶାଳି ରହିବେ ଓ ଖୁବ ଶୀଘ୍ର ଧନୀ ହେବାର ସୁଯୋଗ ଆସିବ ।
ଯଦି ଆପଣ ଭାବାନଙ୍କୁ ମାନୁଚନ୍ତି ଓ ତାଙ୍କ କହିବା କଥା ଅନୁସାରେ ଚାଲୁଛନ୍ତି ତେବେ ଶ୍ରୀକୃଷ୍ଣ କହିଥିବା କଥା ଆପଣଙ୍କ ଜୀବନରେ ବହୁତ କିଛି ପରିବର୍ତନ ମଧ୍ୟ ହେବ । କିଛି ଏପରି ଝିଅ ଅଛନ୍ତି ଯେଉଁ ମାନେ କି ଘରକୁ ପୁରା ସ୍ବର୍ଗରେ ପରିଣତ କରିଥାନ୍ତି । ଚାଣକ୍ୟ ନୀତି ଅନୁସାରେ ଝିଅ ମାନଙ୍କୁ ମାତା ଲକ୍ଷ୍ମୀ ବୋଲି ବିବେଚନା କରନ୍ତି ।
ଚାଣକ୍ୟ ମଧ୍ୟ କହିଛନ୍ତି ଝିଅଙ୍କର କେଉଁ ଗୁଣ ଦେଖି ଆପଣ ତାଙ୍କ ବିଷୟରେ ସବୁ କିଛି ଜାଣି ପାରିବେ । ଝିଅଙ୍କ ଏପରି କିଛି ଲକ୍ଷଣ ଥାଏ ଯାହାକି ଆପଣଙ୍କ ଜୀବନରେ ଧନରେ କେବେ ହେଲେ ଅସୁବିଧା ଦେଖା ଦେବ ନାହିଁ । ଝିଅ ମାନଙ୍କ ମଧ୍ୟ ବହୁତ କିଛି ଭଲ ଗୁଣ ଥାଏ । ତାଙ୍କ ଭିତରେ ଥିବା ବହୁତ ଭଲ ଗୁଣ ତାଙ୍କୁ ବହୁତ ଉପରକୁ ନେଇଥାଏ ।
ଯେଉଁ ଝିଅ ମାନଙ୍କୁ କଥା କହିବାରେ ଶାଳୀନତା ଥାଏ ଓ ଭଲ କଥା କହିବା ସହିତ ଧାର୍ଯ୍ୟ ବାନ ଝିଅ ଅଟନ୍ତି ତେବେ ଆପଣଙ୍କ ଜୀବନରେ ମାତା ଲକ୍ଷ୍ମୀ ପୁରା ନିଜର ସାଥ ଦେବେ । ଯଦି ଆପଣ ଗରିବ ଥିବେ ବହୁତ ଧନୀ ହୋଇଯିବେ । ଯେଉଁ ଝିଅଙ୍କ ଭଲ ଘରେ ଜନ୍ମ ହେବା ସହିତ ତାଙ୍କ ପାଖରେ ଭଲ ଗୁଣ ରହିଥାଏ ସେମାନଙ୍କ ଭିତରେ ଭଲ ପାଇବା ଥାଏ ଓ ସେହି ମାନେ ଘରକୁ ସ୍ଵର୍ଗ ବନାଇବାରେ ।
ଏହି ଭଳି ନାରୀ ଯେଉଁ ସମୟରେ ଅନ୍ୟ ଘରକୁ ବୋହୁ ହୋଇଯିବାର ଦେଖିବେ ଜାଣିବେ ସେହି ଘରକୁ ସେ ନର୍କରୁ ସ୍ବର୍ଗରେ ପରିଣତ କରିଦେବେ । ଯେଉଁ ଝିଅ ଗୁଣବାନ ବ୍ୟକ୍ତି ଅଟନ୍ତି ଓ ପତୀବ୍ରତା ନାରୀ ଅଟନ୍ତି ସେମାନେ କେବେ ହେଲେ ଘରକୁ ନଷ୍ଟ କରିବାକୁ ଦିଅନ୍ତି ନାହିଁ ଘରକୁ ସବୁ ସମୟରେ ସେମାନେ ସ୍ଵର୍ଗ ବଣାଇ ରଖିଥାନ୍ତି ।
ଯେଉଁ ଝିଅଙ୍କର ପର ପୁରୁଷଙ୍କ ସହ କୌଣସି ସମ୍ବନ୍ଧ ନଥିବ ଓ ସେମାନେ ତାଙ୍କ ସ୍ଵାମୀଙ୍କ ସହ ମିଶି ସବୁ କାମ ତାଙ୍କ ମନ ମୁତାବକ କରି ପାରୁଥିବେ ଓ ସେମାନେ ତାଙ୍କ ସ୍ଵାମୀଙ୍କୁ ସବୁ କିଛି ମାନିଥାନ୍ତି ଏହି ଭଳି ଝିଅ ମାନେ ବହୁତ ଭଲ ହେବା ସହିତ ସେମାନେ ନିଜ ଘରକୁ ବହୁତ ଭଲ ଭାବରେ ସମ୍ଭାଳି ଥାନ୍ତି ।
ଯେଉଁ ଝିଅ ମାନେ ଚରିତ୍ରବାନ ହୋଇଥିବେ ସେଇଟା ବହୁତ ଭଲ କଥା ହୋଇଥାଏ କିନ୍ତୁ ଯଦି ସେ ଜଣେ ଚରିତ୍ର ହୀନା ହୋଇଥାଏ ତେବେ ଘରକୁ ବହୁତ କମ ଦିନ ଲାଗିବ ନର୍କରେ ପରିଣତ ହେବା ପାଇଁ । ସେଥିପାଇଁ ଝିଅମାନେ ସବୁବେଳେ ଚରିତ୍ର ବାନ ହୋଇ ରହିବା ଠିକ ଅଟେ ଓ ଏହା ଦ୍ଵାରା ସେହି ଭଳି ଝିଅଙ୍କୁ ପୂଜା କରା ଯାଇଥାଏ ।
ଏହାପରେ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ନାରୀ ମାନେ ଭଗବାନଙ୍କ ଉପରେ ବିଶ୍ଵାସ କରିଥାନ୍ତି ସେମାନେ ମଧ୍ୟ ଘରର ଦରିଦ୍ରତାକୁ ଦୂରେଇ ବାରେ ବହୁତ ସହମତି କରିଥାନ୍ତି । ଏହି ଭଳି ଝିଅ ମାନେ ଘରକୁ ପୁରା ସ୍ଵର୍ଗରେ ପଋଣତ କରିଥାଏ । ଆପଣ ମାନେ ସମସ୍ଥେ ଜାଣିଥିବେ ଯେଉଁ ଘରେ ଦେବା ଦେବୀଙ୍କର ପୂଜା କରା ଯାଇଥାଏ ସେହି ଘରେ ସବୁ ବେଳେ ମାତା ଲକ୍ଷ୍ମୀ ବହୁତ ଖୁସି ରହିବେ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ