ଜ୍ଞାନ ଆମକୁ ବିନୟୀ, ଭଦ୍ର, ନର୍ମ ଓ ଚରିତ୍ର ଗଠନରେ ସାହାଯ୍ୟ କରେ । ଦୟା ଭାବ ଆମ ମନରେ ଜାଗ୍ରତ କରେ । ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିବା । ସାଧାରଣ ଜ୍ଞାନର ଏହି ଭଳି ଅଧ୍ୟାୟର ଅଭିବୃଦ୍ଧି କରାଇଲେ ସମସ୍ତ ପାଠକଙ୍କର ମେଧା ଶକ୍ତି ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ ଅନେକ ଜ୍ଞାନ ଭଣ୍ଡାରର ବିଷୟରେ ଅବଗତ ହେବେ । ସେ ନିଜର ଏବଂ ଅନ୍ୟମାନଙ୍କର ଜ୍ଞାନ ବୃଦ୍ଧିରେ ସହାୟକ ହେବ । ଜଣେ ଲୋକର ଜ୍ଞାନ ବୃଦ୍ଧିର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ହିତ ସାଧନ କରିଥାନ୍ତି । ସେ ସମାଜର ଏବଂ ପ୍ରତ୍ୟେକ ବକ୍ତି ବିଶେଷର ଅନେକ ଉନ୍ନତି ସାଧନ କରନ୍ତି ।
ଜ୍ଞାନ ଏକ ଅଦ୍ଭୁତ ଭଣ୍ଡାର । ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି । ଏହା ଆପଣଙ୍କୁ ଜ୍ଞାନ ବଢେଇବାର ସହାୟକ ହେବ । ଜ୍ଞାନ ପିପାସୁ ଲୋକମାନେ ଖାଇବା ପିଇବା ଶୋଇବା ଭୁଲିଯାଆନ୍ତି । ସେଥିପାଇଁ କୁହା ଯାଇଛି ଯେ ” ନ ସରିବା ଯାଏଁ ବାଟ ଚାଲୁଥିବା ନ ବୁଝିବା ଯାଏଁ ପଚାରି ପ୍ରଗତି ପଥ କୁ ଯେଉଁ ଜନ ଚାହେଁ ନ ଶୁଏ ସେ ଦିନ ସର୍ବରୀ ” ତେଣୁ ପରିଶର୍ମି ଲୋକ ସୁଖ ପାଏ ଅଳସୁଆ ଲୋକ ଦୁଃଖ ପାଏ । ଏହା ଆମେ ପିମ୍ପୁଡ଼ି ଗଳ୍ପରୁ ଶିକ୍ଷା ଲାଭ କରିଆସିଛୁ ।
୧ – କେଉଁ ପକ୍ଷୀ କେବେ ମଧ୍ୟ ନିଜର ବସା ତିଆରି କରି ନ ଥାଏ ?
ଉତ୍ତର – କୋଇଲି
୨ – ଭାରତରେ ସବୁଠାରୁ ବେଶୀ ଚନ୍ଦନ କାଠ କେଉଁଠାରେ ମିଳିଥାଏ ?
ଉତ୍ତର – କର୍ଣ୍ଣାଟକ
୩ – ବିଶ୍ୱର ପ୍ରଥମ କ୍ୟାସଲେସ ଦେଶ କେଉଁଟି ଅଟେ ?
ଉତ୍ତର – ସ୍ଵିଡେନ
୪ – ନୀଳ ଆନ୍ଦୋଳନ କେଉଁଠାରେ ହୋଇଥିଲା ?
ଉତ୍ତର – ବଙ୍ଗଳା
୫ – ଦୁନିଆର ସବୁଠାରୁ ବଡ଼ ମନ୍ଦିରର ନାମ କଣ ?
ଉତ୍ତର – କାମ୍ବୋଡିଆ
୬ – ଭାରତର ସବୁଠାରୁ ଶିକ୍ଷିତ ଜିଲ୍ଲାର ନାମ କଣ ?
ଉତ୍ତର – ଏରଣାକୁଳମ
୭ – ପୃଥିବୀର ନିମ୍ନରେ ଥିବା କଠିନ ଭାଗ କୁ କଣ କୁହାଯାଏ ?
ଉତ୍ତର – ଚଟାଣ
୮ – ଜିଏସଟି ଲାଗୁ କରିଥିବା ପ୍ରଥମ ଦେଶର ନାମ କଣ ?
ଉତ୍ତର – ଫ୍ରାନ୍ସ
୯ – ହ୍ରଦର ସହର କାହାକୁ କୁହାଯାଏ ?
ଉତ୍ତର – ଶ୍ରୀ ନଗର
୧୦ – ବନ୍ଦେ ମାତାରମ ସ୍ଲୋଗାନ କିଏ ଦେଇଥିଲେ ?
ଉତ୍ତର – ବାଙ୍କୀମ ଚନ୍ଦ୍ର ଚାଟାର୍ଜୀ
୧୧ – ବିଶ୍ୱର ସବୁଠାରୁ ବଡ଼ ମରୁଭୂମିର ନାମ କଣ ?
ଉତ୍ତର – ସାହାରା ମରୁଭୂମି
୧୨ – ଇଣ୍ଟରନେଟର ସବୁଠାରୁ ପ୍ରଥମ ବ୍ୟବହାର କିଏ କରିଥିଲା ?
ଉତ୍ତର – ଆମେରିକା
୧୩ – ମନୁଷ୍ୟର ମସ୍ତିଷ୍କର ଓଜନ କେତେ ଗ୍ରାମ ହୋଇଥାଏ ?
ଉତ୍ତର – ୧୩୫୦ ଗ୍ରାମ
୧୪ – ଭାରତର ସବୁଠାରୁ ବଡ଼ ମେଡ଼ିକାଲ କେଉଁଠାରେ ଅବସ୍ଥିତ ?
ଉତ୍ତର – ନୂଆ ଦିଲ୍ଲୀ
୧୫ – ତାହା କେଉଁ ଟେବୁଲ ଅଟେ ଯାହାକୁ ଆମେ ଖାଇଥାଉ ?
ଉତ୍ତର – ଭେଜିଟେବୁଲ
୧୬ – ମୃତକ ଘାଟି କେଉଁଠାରେ ଅବସ୍ଥିତ ?
ଉତ୍ତର – କାରଲୀଫର୍ନିଆ
୧୭ – ସବୁଠାରୁ ବେଶୀ ମାଟିର ଘର କେଉଁଠାରେ ଅବସ୍ଥିତ ?
ଉତ୍ତର – ଭାରତରେ
୧୮ – କେଉଁ ପ୍ରାଣୀ ସପ୍ତାହ ପର୍ଯ୍ୟନ୍ତ ପାଣି ନ ପିଇ ବଂଚିପାରେ ?
ଉତ୍ତର – ଓଟ
୧୯ – ଭାରତର ହଲିଉଡ଼ କେଉଁ ସହର କୁ କୁହାଯାଏ ?
ଉତ୍ତର – ମୁମ୍ବାଇ
୨୦ – କେଉଁ ଦେଶରେ ବିଲେଇ ମାନଙ୍କର ପୂଜା କରାଯାଇଥାଏ ?
ଉତ୍ତର – ଇଜିପ୍ଟ
୨୧ – କେଉଁ ଦେଶର ଲୋକ ସବୁଠାରୁ କମ ଭ୍ରମଣ କରିଥାନ୍ତି ?
ଉତ୍ତର – ପାକିସ୍ତାନ
୨୨ – କେଉଁ ରଙ୍ଗରୁ ବ୍ଲଡ଼ ପ୍ରେସର ବଢ଼ିଥାଏ ?
ଉତ୍ତର – ଲାଲରଙ୍ଗ
୨୩ – ଧାତୁ ମାନଙ୍କର ରାଜା କାହାକୁ କୁହାଯାଏ ?
ଉତ୍ତର – ସୁନା
୨୪ – ମାଉଣ୍ଟ ଏଭରେଷ୍ଟ କେଉଁ ଦେଶରେ ଅବସ୍ଥିତ ?
ଉତ୍ତର – ନେପାଳ
୨୫ – ଦକ୍ଷିଣ ଆମେରିକାର ସବୁଠାରୁ ବଡ଼ ନଦୀର ନାମ କଣ ?
ଉତ୍ତର – ଆମାଜନ ନଦୀ
୨୬ – ଦୁନିଆର ସବୁଠାରୁ ବଡ଼ ଦେଶର ନାମ କଣ ?
ଉତ୍ତର – ଋଷିଆ
୨୭ – ଏମିତି କେଉଁ ଜିନିଷ ଅଛି ଯାହାକୁ ଥରେ ପିନ୍ଧିବା ପରେ ଓଲ୍ହାଇ ହେବ ନାହିଁ ?
ଉତ୍ତର – କଫନ
୨୮ – କେଉଁ ଦେଶରେରାତିରେ ଚାଷ କରାଯାଇଥାଏ ?
ଉତ୍ତର – ନରୱେ