ବିବାହ ନ କରି Bollywoodର ଏହି 2 ଷ୍ଟାର ମନାଉଛନ୍ତି ହନିମୁନ, ଦେଖନ୍ତୁ ତାଙ୍କର କିଛି ଫଟୋ

ଦିଶା ପାଟନୀ ଓ ଟାଇଗର ଶ୍ରଫଙ୍କ ପରେ ବର୍ତ୍ତମାନ ବଲୀଉଡ ଇଣ୍ଡଷ୍ଟ୍ରିର କିଛି ପ୍ରେମ ଯୋଡି ନିଜର ସିକ୍ରେଟ ହନିମୁନ ପାଳନ କରିବା ପାଇଁ ମାଲଦ୍ଵୀପ ଯାଉଛନ୍ତି । ବର୍ତ୍ତମାନ ଏହି ଲିସ୍ଟରେ ଅଭିନେତ୍ରୀ କିୟାରା ଆଡବାଣୀ ଓ ଅଭିନେତା ଏବଂ ତାଙ୍କର ବୟଫ୍ରେନ୍ଡ ସିଦ୍ଧାର୍ଥ ମଲ୍ହୋତ୍ରା ବି ସାମିଲ ହୋଇସାରିଛନ୍ତି । ସିଦ୍ଧାର୍ଥ ମଲ୍ହୋତ୍ରାଙ୍କ ସହ ବର୍ତ୍ତମାନ କିୟାରା ଆଡବାଣୀ ମାଲଦ୍ଵୀପରେ ନିଜର ଛୁଟି ଦିନକୁ ଏନଜୟ କରୁଛନ୍ତି । କହିଦେଉଛୁ କି ମାଲଦ୍ଵୀପରୁ ଲଗାତର ସେ ନିଜର ଫଟୋ ଓ ଭିଡିଓ ବି ଶେୟାର କରୁଛନ୍ତି ।

ଯାହାକି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହା ସହିତ ଦୁଇ ଜଣ ଏକତ୍ରିତ ନୂଆ ବର୍ଷର ସ୍ଵାଗତ ବି ବହୁତ ମସ୍ତିଭରା ଅନ୍ଦାଜରେ କରିଛନ୍ତି । ଏହା ଛଡା କିୟାରା ଆଡବାଣୀ ନିଜର ସୋସିଆଲ ମିଡିଆରେ ଛୁଟି ଦିନର ବହୁତ ଫଟୋ ବି ଶେୟାର କରିଛନ୍ତି ।

କିନ୍ତୁ କିୟାରା ଆଡବାଣୀ ଓ ସିଦ୍ଧାର୍ଥ ମଲ୍ହୋତ୍ରା ଏକତ୍ରିତ କୌଣସି ବି ଫଟୋ ସୋସିଆଲ ମିଡିଆରେ ଶେୟାର କରାଯାଇ ନାହିଁ । ଅନ୍ୟ ପଟେ ମୁମ୍ବାଇର ଏୟାରପୋର୍ଟରେ ମାଲଦ୍ଵୀପକୁ ଯିବା ସମୟରେ ଓ ସେଠୁ ଆସିବା ସମୟରେ ଦୁଇ ଜଣ ଏକତ୍ରିତ ନଜର ଆସିଛନ୍ତି । କହିଦେଉଛୁ କି କିୟାରା ଆଡବାଣୀ ସିଦ୍ଧାର୍ଥ ମଲ୍ହୋତ୍ରା ନିଜର ରିଲେଶନଶିପକୁ ନେଇ ଏଥିପାଇଁ ବି ଚର୍ଚାରେ ଅଛନ୍ତି କାରଣ କିୟାରା ଆଡବାଣୀ ସୋସିଆଲ ମିଡିଆରେ ଗୋଟିଏ ହଳଦିଆ ରଙ୍ଗର ସାର୍ଟ ଓ ବିକିନୀ ପିନ୍ଧି ବହୁତ ବୋଲ୍ଡ ଅନ୍ଦାଜରେ ଗୋଟିଏ ଫଟୋ ଶେୟାର କରିଥିଲେ ଓ ଏହି ରଙ୍ଗର ସାର୍ଟକୁ ସିଦ୍ଧାର୍ଥ ମଲ୍ହୋତ୍ରା ଏୟାରପୋର୍ଟରେ ପିନ୍ଧି ଥିବାର ନଜର ଆସିଥିଲେ ।

ଏମିତିରେ ଫ୍ୟାନମାନେ କହୁଛନ୍ତି କି କିୟାରା ଆଡବାଣୀ ଓ ସିଦ୍ଧାର୍ଥ ମଲ୍ହୋତ୍ରା ନ ବିବାହ କରି ହନିମୁନ କରୁଛନ୍ତି ଓ କିୟାରା ଆଡବାଣୀ ସିଦ୍ଧାର୍ଥ ମଲ୍ହୋତ୍ରାଙ୍କ ହଳଦିଆ ରଙ୍ଗର ସାର୍ଟ ପିନ୍ଧିଛନ୍ତି । କିନ୍ତୁ ଦୁଇ ଜଣ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ରିଲେଶନସିପକୁ ନେଇ କୌଣସି ବି ପ୍ରକାରର ବୟାନ ଦେଇ ନାହାନ୍ତି । କିନ୍ତୁ ମିଳିଥିବା ସୂଚନା ଅନୁସାରେ କୁହାଯାଉଛି କି କିୟାରା ଆଡବାଣୀ ଓ ସିଦ୍ଧାର୍ଥ ମଲ୍ହୋତ୍ରା ପରସ୍ପର ସହ ଲିଭଇନ ରିଲେଶନଶିପରେ ରହୁଛନ୍ତି ।

କହିଡୁଛୁ ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀ କିୟାରା ଆଡବାଣୀ ସବୁବେଳେ ସୋସିଆଲ ମିଡିଆରେ ଏକ୍ଟିବ ରହିଥାନ୍ତି । ସେ ପ୍ରାୟତଃ ନିଜର ଷ୍ଟାଇଲକୁ ନେଇ ବି ଚର୍ଚାରେ ଥାନ୍ତି । ଏମିତିରେ କିଛି ଦିନ ତଳେ ହିଁ କିୟାରା ଆଡବାଣୀ ମାଲଦ୍ଵୀପ ସହ ଜଡିତ ବହୁତ ଫଟୋ ଶେୟାର କରିଛନ୍ତି । ଯେଉଁଥିରେ ସେ ସମୁଦ୍ରର ନିକଟରେ ଛିଡା ହୋଇଥିବାର ପୋଜ ଦେଉଥିବା ନଜର ଆସୁଛନ୍ତି । ଆପଣଙ୍କୁ କହିଦେଉଛୁ କି କିୟାରା ଆଡବାଣୀ ସିଦ୍ଧାର୍ଥ ମଲ୍ହୋତ୍ରାଙ୍କ ଯୋଡି ଫିଲ୍ମ ‘ଶେରଶାହ’ରେ ନଜର ଆସିବେ ।

ଯାହାକି କ୍ୟାପଟେନ ବିକ୍ରମ ବତ୍ରାଙ୍କ ଜୀବନ ଉପରେ ଆଧାରିତ ଅଟେ । ଫିଲ୍ମକୁ ୩ ଜୁଲାଇ ୨୦୨୦ରେ ରିଲିଜ କରାଯିବାର ଥିଲା । କିନ୍ତୁ କରୋନା ଭାଇରସ କାରଣରୁ ଏହି ଫିଲ୍ମକୁ ରିଲିଜ କରାଗଲା ନାହିଁ । କିନ୍ତୁ ଏହି ବର୍ଷ ଏହି ଫିଲ୍ମ ବଡ ପରଦାରେ ନିଶ୍ଚିତ ରୂପରେ ନଜର ଆସିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।