2021 ବର୍ଷର ପ୍ରଥମ ଗୁରୁବାରରେ କରି ଦିଅନ୍ତୁ ଏହି ଗୋଟେ ଉପାୟ, ରତାରାତି ହେଇଯିବେ ଧନବାନ

ଶାସ୍ତ୍ର ଅନୁସାରେ ଆମ ଜୀବନରେ ପଶୁ ପକ୍ଷୀ ମାନଙ୍କର ବହୁତ ପ୍ରଭାବ ପଡିଥାଏ । କିଛି ପଶୁ ପଖି ଅଛନ୍ତି ଯାହାର କି ସେବା ଯତ୍ନ କରିବା ଦ୍ୱାରା ଆମ ଜୀବନରେ ବହୁତ ଶୁଭ ଫଳ ଦେଇଥାଏ ଓ ଆମ ଘର ଶୁଖ ଶାନ୍ତି ଧନ ଧାନ୍ୟରେ ପୁରୀ ଉଠେ । ଏହି ପଶୁ ପକ୍ଷୀମାନେ ହେଲେ । କାଉ, ଗାଈ, କୁକୁର, ଜନ୍ଦା, ପିମ୍ପୁଡି, ପରା ମାଛ, କଇଁଛ ଇତ୍ୟାଦି । ଆମର ପୂର୍ବ ପୁରୁଷ ମାନେ ଏମାନଙ୍କୁ ପାଳି କରି ସେବା ଶୁଶ୍ରୁଷା କରିଥାନ୍ତି ଓ ଖାଦ୍ୟ ଦେଇଥାନ୍ତି । ସାଧାରଣ ଭାବରେ ଶ୍ରାଦ୍ଧ ଓ ପର୍ବ ପର୍ବାଣୀରେ ଏମାନେ ଯଦି ସମର୍ପିତ ଖାଦ୍ୟ ଖାଇଥାନ୍ତି ତେବେ ଏହା ପିତୃପୁରୁସ ପାଇଥାନ୍ତି ବୋଲି ମାନ୍ୟତା ଅଛି । ତେବେ ଆସନ୍ତୁ ଜାଣିବା ଏହି ଯିବା ଜନ୍ତୁ ବା ପଶୁ ପକ୍ଷୀ ମାନଙ୍କ ର କି ପ୍ରଭାବ ଆମ ଜୀବନରେ ପଡିଥାଏ ।

କାଉ

କାଉ ମନୁଷ୍ୟର ଏକ ବନ୍ଧୁ ଅଟେ । ସେ ଆମ ପରିବେଶ କୁ ସଫା ସୁତୁରା ରଖିଥାଏ । କାଉ ଶନି ଦେବଙ୍କର ବାହାନ ଅଟେ । କାଉ କୁ ଭୋଜନ ଦେବା ଓ ସନ୍ତୁଷ୍ଟ କରିବା ଶନି ଦେବଙ୍କୁ ସନ୍ତୁଷ୍ଟ କରିବା ସାଙ୍ଗେ ସମାନ ହୋଇଥାଏ । କାଉ କୁ ପ୍ରଦିଦିନ କିଛି ଖିରି ମିଠା ରୁଟି ଚାଉଳ ସେଓ ବିସ୍କୁଟ ଡାଲି ଇତ୍ୟାଦି ଖାଇବାକୁ ଦିଆଯାଏ ଓ ସେବା ଯତ୍ନ କରାଯାଏ ତେବେ ଜୀବନରେ ଶୁଖ ସମୃଦ୍ଧି ପାଇଥାଏ ।

କାଉ କୁ ଅମାବାସ୍ୟା କିମ୍ବା ଶନିବାର ଦିନ ଖିରୀ ଖାଇବାକୁ ଦେଲେ ଶୁକ୍ର ଗ୍ରହ ଓ ଶନି ଦେବ ସନ୍ତୁଷ୍ଟ ହୋଇଥାନ୍ତି । ଲୁଣିଆ ଜିନିଷ ବା ସେଓ ଓ ବିସ୍କୁଟ ଖାଇବାକୁ ଦେଲେ ରାହୁ ଦଶା କ୍ଷୟ ହୋଇଥାଏ ଏବଂ ରୋଗ, ରୁଣ, ଶତ୍ରୁ ଦୂର ହୋଇଥାଏ । ଘରର ପ୍ରଥମ ରୁଟି କାଉ କୁ ଦେଲେ ଜୀବନରେ ବହୁତ ଖୁସି ମିଳିଥାଏ । ଏହା ପରେ ପାଣି ପିବା ପାଇଁ କାଉ କୁ ଦେବାଉଚିତ ।

କଳା କୁକୁର

ଏହା କାଳ ଭୈରବଙ୍କର ବାହାନ ଅଟେ । ପ୍ରତ୍ଯେକ ଶନି ବାର କିମ୍ବା ଅମାବାସ୍ୟାରେ ରୁଟି ଗୁଡ ବିସ୍କୁଟ କଳା କୁକୁରକୁ ଖାଇବାକୁ ଦେଲେ ଶନି ଦେବ, ରାହୁ, କେତୁ ପ୍ରସନ୍ନ ହୋଇଥାନ୍ତି । ଏହା ଦ୍ଵାରା ଘରେ ସବୁ ଦୁଖ ଦୁର୍ଦଶା ଦୂର ହୋଇ ଧନ ଧାନ୍ୟରେ ଘର ପୂର୍ଣା ହୋଇଥାଏ ।

ଜନ୍ଦା, ପିମ୍ପୁଡି

ଏମାନେ ବହୁତ ପରିଶ୍ରମୀ ଅଟନ୍ତି । ଶାସ୍ତ୍ର ଅନୁସାରେ ଏମାନଙ୍କୁ ଗୁରୁବାର ଚିନୀ ଓ ଗୁଡ ଖାଇବାକୁ ଦିଆଯାଏ ତେବେ ବ୍ୟବସାୟରେ ନୂତନତା ଓ ଉନ୍ନତ୍ତି ଆସିଥାଏ ଓ ଜୀବନରେ ସବୁ ଦୁଖ କଷ୍ଟ ଦୂର ହୋଇଥାଏ ।

ପାରା

ପାରା ମା ଲକ୍ଷ୍ମୀଙ୍କ ବାହନ ଅଟନ୍ତି । ପାରା ଘରେ ଆସି ରହିଲେ ଘର ଧାନ ଧନ୍ୟରେ ପୂର୍ଣା ହୋଇଯାଏ ଓ ବହୁତ ଖୁସି ମିଳିଥାଏ । ଏଥିପାଇଁ ପାରା କୁ ଗୁରୁବାର ଦିନ କିଛି ଖାଇବାକୁ ଦେବା ଉଚିତ । ମା ଲକ୍ଷ୍ମୀ ହେଇଥାନ୍ତି ପ୍ରସନ୍ନ, ଯାହା ଫଳରେ ଘର ପୁରିଉଠେ ଧନରେ ।

ଗାଈ

ଗାଈ ବହୁତ ପବିତ୍ର ହୋଇଥାଏ । ଗାଈ ଶରୀର ରେ ସବୁ ଦେବା ଦେବୀ ବାସ କରିଥାନ୍ତି । ଗାଈର ମଳ ମୁତ୍ର ବହୁତ ପବିତ୍ର ହୋଇଥାଏ । ଗାଈକୁ ଘରର ପ୍ରଥମ ରୁଟି ଖାଇବାକୁ ଦେଲେ ଜୀବନରେ ଥିବା ସବୁ ସମସ୍ଯା ଦୂର ହୋଇ ଖୁସି ମିଳିଥାଏ ।

ମାଛ ଓ କଇଁଛ

ମାଛ ଓ କଇଁଛ ଭଗବାନ ବିଷ୍ଣୁଙ୍କ ଅବତାର ଅଟନ୍ତି । ଏଥି ପାଇଁ ଶନି ବାର ଓ ରବିବାର ଦିନ ଅତାର ଛୋଟ ଛୋଟ ଗୁଲା କରି ଖାଇବାକୁ ଦିଅନ୍ତୁ ତେବେ ସବୁ ଦୁଖ, ରୋଗ ଓ ରୁଣ ରୁ ମୁକ୍ତି ମିଳିଥାଏ ।

ବୃଷଭ

ପ୍ରତ୍ଯେକ ସୋମବାର ଦିନ ବୃଶଭକୁ ଖାଇବାକୁ ଦେଲେ ବୈବାହିକ ଜୀବନରେ ସୁଧାର ଆସିଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।