କିଛି ଦିନ ତଳେ ହିଁ ବିକିନୀ ଫଟୋସୁଟ କରି ଲାଇମଲାଇଟରେ ଆସିଥିବା ଅଭିନେତ୍ରୀ ଦିଶା ପାଟନୀ ପୁଣି ଥରେ ଚର୍ଚାରେ ଆସି ଯାଇଛନ୍ତି । ବଲୀଉଡର ହଟ ଆଣ୍ଡ ସେକ୍ସି ଅଭିନେତ୍ରୀ ଦିଶା ପାଟନୀ ଆଜି ବଲୀଉଡ ଇଣ୍ଡଷ୍ଟ୍ରିରେ ଗୋଟିଏ ଫିଲ୍ମ ପାଇଁ ଅଧିକ ଟଙ୍କା ନେଉଥିବା ଅଭିନେତ୍ରୀ ମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ଅନ୍ୟ ପଟେ ବୋଲ୍ଡ ଓ ଗ୍ଲାମରସ ଅବତାର ପାଇଁ ଚର୍ଚାରେ ରହୁଥିବା ଦିଶା ପାଟନୀଙ୍କୁ ତାଙ୍କର ଫ୍ୟାନମାନେ ଭୋଟ ଦେଇ ମୋସ୍ଟ ଡିଜାଏରେବୁଲ ଅଭିନେତ୍ରୀ ରୂପରେ ବି ବାଛିଥିଲେ ।
କହିଦେଉଛୁ କି ଦିଶା ପାଟନୀ ଅଭିନେତା ଟାଇଗର ଶ୍ରଫଙ୍କ ସହ ରିଲେସନସିପକୁ ନେଇ ବି ବହୁତ ଅଧିକ ଚର୍ଚିତ ରହିସାରିଛନ୍ତି । କିଛି ସମୟ ପୂର୍ବେ ଖବର ଆସିଥିଲା କି ଦିଶା ଓ ଟାଇଗର ଶ୍ରଫଙ୍କ ପରିବାର ମଧ୍ୟରେ ସମ୍ପର୍କ ଠିକ ନାହିଁ ।
କିନ୍ତୁ ବର୍ତ୍ତମାନ ଦିଶାଙ୍କ ଫଟୋ ଉପରେ ଟାଇଗରଙ୍କ ମା କମେଣ୍ଟ କରି ଦିଶା ଓ ତାଙ୍କର ପରିବାର ମଧ୍ୟରେ ସବୁ ସମ୍ପର୍କ ଠିକ ଅଛି ବୋଲି କହି ଏହି ଖବରକୁ ମିଛି ବୋଲି ପ୍ରମାଣିତ କରି ଦେଇଛନତି । ଆପଣଙ୍କୁ କହିଦେଉଛୁ କି ଯେତେବେଳେ ଦିଶା ପାଟନୀ ମୁମ୍ବାଇ ଆସିଥିଲେ ତେବେ ସେହି ସମୟରେ ତାଙ୍କ ପାଖରେ କେବଳ ୫୦୦ ଟଙ୍କା ଥିଲା । କିନ୍ତୁ ଆଜି ସେ ପାଖପାଖି ୫ କୋଟି ଟଙ୍କା ଘରର ମାଲିକ ହୋଇଯାଇଛନ୍ତି । ବର୍ଷ ୨୦୧୭ରେ ଦିଶା ମୁମ୍ବାଇର ବାନ୍ଦ୍ରାରେ ନିଜର ଘର କ୍ରୟ କରିଥିଲେ ।
ଦିଶାଙ୍କୁ ଦାମୀ ଦାମୀ କାର ରଖିବାକୁ ବି ଭଲ ଲାଗେ । ତାଙ୍କ ପାଖରେ BMW କାର ଅଛି ଯାହାର ମୂଲ୍ୟ ୫୨ ଲକ୍ଷ ଟଙ୍କା ଅଟେ । ଏହା ଛଡା ଜାଗୁଆର ଓ ମର୍ସିଡିଜ ବି ଅଛି । ଯଦି ତାଙ୍କର କ୍ୟାରିୟର ବିଷୟରେ କଥାବାର୍ତ୍ତା କରିବା ତେବେ ଦିଶା ପାଟନୀ ନିଜର ଫିଲ୍ମି କ୍ୟାରିୟରର ଆରମ୍ଭ ବର୍ଷ ୨୦୧୫ରେ ଆସିଥିବା ତେଲୁଗୁ ଫିଲ୍ମ ‘ଲୋଫର’ରୁ କରିଥିଲେ । ଫିଲ୍ମ ଛଡା ଦିଶା ପାଟନୀଙ୍କୁ କେତେକ ବିଜ୍ଞାପନରେ ବି ଦେଖାଯାଇଛି ।
ବର୍ତ୍ତମାନ ସମୟରେ ଦିଶା ପାଟନୀ ବଲୀଉଡରେ ଜଣେ ଜଣା ଶୁଣା ନାଁ ହୋଇଯାଇଛନ୍ତି । ବର୍ଷ ୨୦୦୮ରେ ବୟଫ୍ରେନ୍ଡ ସହ ଫିଲ୍ମ ବାଗୀ ୨ରେ କାମ କରି ଦିଶା ବହୁତ ଲାଇମଲାଇଟର ଆସିଥିଲେ । ଏହା ସହିତ ଫିଲ୍ମ ଭାରତରେ ତାଙ୍କର ଆଇଟମ ଗୀତର ବି ସବୁ ଦିବାନା ହୋଇଯାଇଥିଲେ । ଏହା ଛଡା ଦିଶା ମଳଙ୍ଗ ଓ ବାଗୀ ୩ ଭଳି ସୁପରହିଟ ଫିଲ୍ମରୁ ବି ବହୁତ ହିଟ ହୋଇଛନ୍ତି । ଏହା ସହିତ ଦିଶା କେତେକ ବଡ ବଡ ବ୍ରାଣ୍ଡର ବ୍ରାଣ୍ଡଆମ୍ବେସଡର ବି ଅଟନ୍ତି ।
ଯେଉଁଥିରୁ ତାଙ୍କୁ ବହୁତ ଟଙ୍କା ଆୟ ହୋଇଥାଏ । ଯଦି ତାଙ୍କର ଆସନ୍ତା ଫିଲ୍ମ ବିଷୟରେ କହିବା ତେବେ ଦିଶା ଆସନ୍ତା କିଛି ଦିନରେ ଦୁଇଟି ଫିଲ୍ମରେ ନଜର ଆସିବେ । ତାଙ୍କର ପ୍ରଥମ ଫିଲ୍ମ ହେଉଛି କେଟିନା ଯେଉଁଥିରେ ଅଭିନେତ୍ରୀ ଦିଶା ପାଟନୀ ଟିନା କପାଡିୟାଙ୍କ ରୋଲରେ ନଜର ଆସିବେ ଓ ତାଙ୍କର ଅନ୍ୟ ଏକ ଫିଲ୍ମ ହେଉଛି ‘ରାଧେ’ । ଯେଉଁଥିରେ ସେ ସଲମାନ ଖାନଙ୍କ ସହ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିବେ । ଆପଣଙ୍କୁ କହିଦେଉଛୁ କି ଫିଲ୍ମ ରାଧେରେ ଦିଶା ସଲମାନ ଖାନଙ୍କ ସହିତ ଆକ୍ସନ ଓ ରୋମାନ୍ସ କରୁଥିବାର ନଜର ଆସିବେ ।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।