ବନ୍ଧୁଗଣ ଆଜି ର ସମୟରେ ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଆବଶ୍ୟକତା କୁ ପୂରଣ କରିବା ପାଇଁ ଅର୍ଥ ବା ଧନ ର ଆବଶ୍ୟକତା କରିଥାନ୍ତି । ଏହି ସମୟରେ ଅନେକ ଲୋକ ବହୁତ ଟଙ୍କା ମଧ୍ୟ ରୋଜଗାର କରନ୍ତି । କିନ୍ତୁ ଶେଷରେ ସେମାନଙ୍କ ପାଖରେ ଟଙ୍କାଟିଏ ବି ରହେ ନାହିଁ । ଧନ ସେହି ମାନଙ୍କ ପାଖରେ ରହିଥାଏ ଯେଉଁମାନଙ୍କ ପାଖରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।
ତେଣୁ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ମାତା ଲକ୍ଷ୍ମୀ ଙ୍କ ପୂଜା ସହ କେତେକ ନୀତିନିୟମ ମଧ୍ୟ ପାଳନ କରିବାକୁ ପଡିଥାଏ । ଆଜି ଆମେ ଆଲୋଚନା କରିବା ପ୍ରତ୍ୟେକ ଗୁରୁବାର ଦିନ କେଉଁ ପାଞ୍ଚୋଟି କାର୍ଯ୍ୟ କରିବା ଦ୍ଵାରା ସମସ୍ତ ଆର୍ଥିକ ସମସ୍ୟା ଗୁଡିକର ଅନ୍ତ ହେବା ସହ ଘରେ ଧନ ର ବର୍ଷା ହୋଇଥାଏ ।
୧) ଆର୍ଥିକ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ ଗୁରୁବାର ଦିନ ଭଗବାନ ବିଷ୍ଣୁ ଙ୍କ ପୂଜା କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ସମସ୍ତ ସମସ୍ୟା ର ଅନ୍ତ ଘଟିବ ।
୨) ଗୁରୁବାର ଦିନ ହଳଦିଆ ପୋଷାକ ନିଶ୍ଚୟ ପିନ୍ଧନ୍ତୁ । ଏହା ସହ ମାତା ଲକ୍ଷ୍ମୀ ଙ୍କୁ ହଳଦିଆ ରଙ୍ଗର ଫୁଲ, ଚନ୍ଦନ ଏବଂ ହଳଦିଆ ପ୍ରସାଦ ଅର୍ପଣ କରନ୍ତୁ ।
୩) ଗୁରୁବାର ଦିନ ହଳଦୀ ପାଣି ରେ ସ୍ନାନ କରନ୍ତୁ । ଏବଂ ଗୋଟେ କଦଳୀ ଗଛର ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ଧନ ର ଅଭାବ ରହିନଥାଏ ।
୪) ଧନ ର ଅଭାବ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ । ଉପବାସ ସମୟରେ ହଳଦିଆ ଜିନିଷ ଦାନ କରନ୍ତୁ । ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଗୃହରେ ବାସ କରିଥାନ୍ତି ।
୫) ଗୁରୁବାର ଦିନ ଆପଣ ତୁଲସୀ ଚଉରା ପୂଜା କରିବା ସମୟରେ ତୁଲସୀ ଗଛ ମୂଳରେ କଞ୍ଚା କ୍ଷୀର ପ୍ରଦାନ କରନ୍ତୁ । ଏବଂ ଗୁରୁବାର ଦିନ ଆପଣଙ୍କ ବୃହସ୍ପତି ଗ୍ରହ କୁ ଶକ୍ତିଶାଳୀ କରିବା ପାଇଁ ଭଗବାନ ଶିବ ଙ୍କୁ ହଳଦିଆ ରଙ୍ଗ ର ଫୁଲ ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ବୃହସ୍ପତି ଗ୍ରହ ପ୍ରସନ୍ନ ହୋଇଥାଏ । ଏବଂ ସବୁ ଗ୍ରହ ଦୋଷ ମଧ୍ୟ କଟିଯାଇଥାଏ ।
ତେବେ ଗୁରୁବାର ଦିନ ଏହି ସବୁ ନିୟମ ପାଳନ କରିବା ଦ୍ଵାରା ଆର୍ଥିକ ସମସ୍ୟା ସବୁ ଦୂର ହୋଇଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।