Bollywood ଫିଲ୍ମ ( ତେରେ ନାମ ) ରୁ ପପୁଲାର ହେଇଥିବା ହିରୋଇନ Bhumika Chawla ଙ୍କ ଇଏ ହେଉଛି ରିଅଲ ଲାଇଫ ଫ୍ୟାମିଲି

ବଲିଉଡରେ ଜଦି ଫିଲ୍ମ ‘ତେରେ ନାମ୍’ର କଥା ହେବେ ତାହେଲେ ରାଧେର ନିର୍ଜରା ରୂପରେ ଭୂମିକା ଚାଓ୍ଵଲା ସବୁଠାରୁ ପ୍ରଥମେ ମନେ ପଡିବେ । ଯିଏକି ଏହି ଚରିତ୍ରରେ ନିଜର ସୁନ୍ଦର ଅଭିନୟ ବଳରେ ଦର୍ଶକଙ୍କ ମନ ଜିତିଥିଲେ । ଦମଦାର ଚାହାଣି ଏବଂ ନୀରିହପଣ ଅଭିନୟ ଖୁବ୍ ପ୍ରଶଂସା ପାଇଥିଲେ । ତାପରେ ସେ ହିନ୍ଦୀ ଫିଲ୍ମ ଜଗତରେ ବହୁତ ଚର୍ଚ୍ଚିତ ଚେହେରା ବନିଯାଇ ଥିଲେ ।

କିନ୍ତୁ ଏହାପରେ ସେ ଏହି ଗୋଟିଏ ଫିଲ୍ମ ଛଡ଼ା ଆଉ ଫିଲ୍ମ କଲେ ନାହିଁ ଏବଂ ପୁଣିଥରେ ସେ ସାଉଥ୍ ଫିଲ୍ମରେ କାମ କଲେ । ବନ୍ଧୁଗଣ ବୋଧହୁଏ ଆପଣ ୟାଙ୍କ ବିଷୟରେ ଜାଣିଛନ୍ତି ହେଲେ ପରିବାର ବିଷୟରେ ଜାଣି ନଥିବେ । ତାଙ୍କ ପରିବାରରେ କିଏ କିଏ ଅଛନ୍ତି ଏବଂ କଣ କରୁଛନ୍ତି ତେବେ ଆସନ୍ତୁ ଜାଣିବା । ଆଜି ଆମେ ଆପଣଙ୍କୁ କହିବୁ ତାଙ୍କର ବାପଘର ପାଖରୁ ଆରମ୍ଭ କରି ଶାଶୁଘର ପର୍ଯ୍ୟନ୍ତ ସମସ୍ତ ସଦସ୍ୟଙ୍କ ବିଷୟରେ ତଥ୍ୟ ଦେବୁ ସେମାନେ କଣ କରୁଛନ୍ତି, କେମିତି ଦିଶୁ ଛନ୍ତି ।

‘ତେରେ ନାମ୍’ ଫିଲ୍ମରେ ନିର୍ଜରାର ଚରିତ୍ରରେ ଅଭିନୟ କରି ଥିବା ଅଭିନେତ୍ରୀ ଭୂମିକା ଚାଓ୍ୱଲା ଜଣେ ପଞ୍ଜାବୀ ପରିବାରର ଅଟନ୍ତି । ଏବଂ ତାଙ୍କ ପରିବାରର ସଦସ୍ୟଙ୍କୁ ତାଙ୍କ ସହ ଯୋଡିଲେ ସମୁଦାୟ ୫ଜଣ ହେବେ । ଭୂମିକା, ତାଙ୍କ ବାପା, ମା, ଭାଈ ଏବଂ ଗୋଟିଏ ଭଉଣୀ । ଆରମ୍ଭ କରିବା ତାଙ୍କ ବାପା ପାଖରୁ, ତାଙ୍କ ବାପା ଇଣ୍ଡିଆନ ଆର୍ମିରେ କର୍ଣ୍ଣଲ୍ ଥିଲେ ।

ସେ ସୋସିଆଲ ମିଡିଆରୁ ଦୂରରେ ରୁହନ୍ତି ସେଥିପାଇଁ ତାଙ୍କର ଇଣ୍ଟରନେଟରେ ଗୋଟିଏ ଫଟୋ ଅଛି ‌ । ଜଦି ଆମେ ତାଙ୍କ ମା ଙ୍କ ବିଷୟରେ କଥା ହେବା ତାଙ୍କ ନାଁ ବାଲି ଚାୱଲା ଯିଏ ବର୍ତ୍ତମାନ ୫୦ ବର୍ଷୀୟ ମହିଳା ଅଟନ୍ତି । ସେ ପ୍ରାୟ ତ ଘରେ ରୁହନ୍ତି କିନ୍ତୁ ବେଳେବେଳେ ପୁରସ୍କାର ବିତରଣ ଦିବସରେ ତାଙ୍କ ସହ ଦେଖା ଯାଆନ୍ତି । ଏବେ କଥା ହେବା ତାଙ୍କ ଦୁଇ ଭାଇ, ଭଉଣୀଙ୍କ ବିଷୟରେ ‌ ସେମାନେ ମଧ୍ୟ ସୋସିଆଲ ମିଡ଼ିଆ ଠାରୁ ଦୂରରେ ଯେଉଁଥିପାଇଁ ସେମାନଙ୍କର ଏମାନଙ୍କର କୈାଣସି ଖବର ନାହିଁ ।

ବାପଘର କୁ ଛାଡି କଥା ହେବା ଏବେ ଶାଶୁଘର ବିଷୟରେ ସ୍ବାମୀ, ପୁଅ, ଶାଶୁ ଏବଂ ଶଶୁର ଅଛନ୍ତି । ତାଙ୍କ ଶାଶୁ ଶଶୁରଙ୍କ ବିଷୟରେ କୈାଣସି ଖବର ନାହିଁ । ଜଦି କଥା ହେବା ତାଙ୍କ ସ୍ବାମୀଙ୍କ ବିଷୟରେ ତାଙ୍କ ସ୍ବାମୀ ଭରତ ଠାକୁର ସେ ପେଶାରୁ ଜଣେ ଯୋଗଗୁରୁ ଏବଂ ଫିଲ୍ମ ପ୍ରଯୋଜକ ଅଟନ୍ତି । ସେ ଥାକିତା ଥାକିତା ଭଳି ଫିଲ୍ମ ପ୍ରଯୋଜନା କରିଥିଲେ ।

କଥା ହେବା ସେମାନଙ୍କ ଲଭ୍ ଷ୍ଟୋରି ବିଷୟରେ, ଭୂମିକା ଯୋଗ ଶିଖିବା ପାଇଁ ଯାଉଥିଲେ । ଯୋଗ ଶିଖୁ ଶିଖୁ ଯୋଗଗୁରୁଙ୍କ ଭଲ ପାଇ ବସିଲେ । ସେ ତାଙ୍କୁ ଭଲ ପାଉଥିଲେ ଯେଉଁଥିପାଇଁ ଦୁହେଁ ଦୁହିଁଙ୍କୁ ୪ ବର୍ଷ ଧରି ଡେଟ୍ କଲେ ଏବଂ ୨୦୦୭ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ଗଲେ ।

ଏମାନଙ୍କ ବାହାଘରକୁ ୧୩ ବର୍ଷ ହୋଇଗଲାଣି । ଆଉ ଏହି ୧୩ ବର୍ଷ ଭିତରେ ଦୁହେଁ ଗୋଟେ ପୁଅର ମା, ବାପା ହୋଇଛନ୍ତି । ଯିଏ ଏବେ ୪ ବର୍ଷର ଅଟନ୍ତି ଏବଂ ପଢ଼ାରେ ବ୍ୟସ୍ତ ଅଛନ୍ତି । ସେ ସବୁବେଳେ ନିଜ ମା ସହିତ ବୁଲିବାରେ ନଜର ଆସନ୍ତି । ଏହା ଥିଲା ବାସ୍ତବିକ୍ ଜୀବନରେ ନିର୍ଜଳା ବା ଭୂମିକା ଚାଓ୍ୱଲାଙ୍କ ବିଷୟରେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।