ବଡ ଖୁଲାସା : ଗୋରି ମେମଙ୍କ ପ୍ରେମରେ ଫସିଲେ ରାହୁଲ ଗାନ୍ଧି, ଜଲଦି କରିପାରନ୍ତି ବିବାହ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି । କେବେ ସେ ନିଜ ପ୍ରଫେଶନାଲ ଲାଇଫ କାରଣରୁ ତ କେବେ ପର୍ସନାଲ ଲାଇଫ କାରଣରୁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି । ରାହୁଲ ଗାନ୍ଧିଙ୍କର ପ୍ରଫେଶନାଲ ଲାଇଫ ବିଷୟରେ ତ ସମସ୍ତେ ଜାଣନ୍ତି କିନ୍ତୁ ତାଙ୍କ ପର୍ସନାଲ ଲାଇଫରେ ମଧ୍ୟ ବହୁତ କଥା ସମସ୍ତଙ୍କୁ ଅଛପା ଅଛି । ଆଜ୍ଞା ହଁ , ରାହୁଲ ଗାନ୍ଧିଙ୍କର ପର୍ଶନାଲ ଲାଇଫ କୁ ନେଇ ବହୁତ ଗୁଡିଏ ପ୍ରଶ୍ନ ଆସିଥାଏ, ଯାହା ମଧ୍ୟରୁ ଗୋଟିଏ ପ୍ରଶ୍ନର ପର୍ଦାଫାସ ହୋଇ ସାରିଛି ।

ପ୍ରାୟ ସବୁବେଳେ ଛୁଟିରେ ରାହୁଲ ଗାନ୍ଧି ଗୋଟେ ମାସ ବା ଦେଢ ମାସ ପାଇଁ ବିଦେଶ ଯାନ୍ତି , ଯାହା ଉପରେ ବହୁତ ଥର ବିଜେପି ପ୍ରଶ୍ନ ଉଠାଇଛି । ଏହି ପ୍ରଶ୍ନର ଉତ୍ତରରେ ରାହୁଲ କେବଳ ଏତିକି କୁହନ୍ତି କି ଛୁଟି ମନେଇବାର ଅଧିକାର ସମସ୍ତଙ୍କୁ ଥାଏ । ଗତ ବର୍ଷ ରାହୁଲ ଗାନ୍ଧି ଲମ୍ବା ଛୁଟି ପରେ ଭାରତ ଫେରିଥିଲେ, ସେତେବେଳେ ତାଙ୍କୁ ଗୁଜୁରାଟ ନିର୍ବାଚନରେ ଅଧ୍ୟକ୍ଷ ପଦର ଦ୍ଵାଇତ୍ଵ ଦିଆ ଯାଇଥିଲା । ରାହୁଲ ଏହି ଦିନ ଗୁଡିକରେ ମଧ୍ୟ ନିଜ ଫାମିଲି ସହିତ ଛୁଟି କାଟିବାର ଦେଖା ଯାଇଥିଲା ।

ରାହୁଲ ବିଦେଶକୁ ଯାଇ ବିଦେଶୀ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି, ଛୁଟି ପାଇଁ ସେ କେବଳ ବିଦେଶ ଯାଇଥାନ୍ତି ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ବିବାହକୁ ନେଇ ବହୁତ ଗୁଡିଏ ପ୍ରଶ୍ନ ଆସେ । କିଛି ଲୋକ କହନ୍ତି କି ରାହୁଲ ବିଦେଶରେ ବିବାହ କରି ନେଇଛନ୍ତି ଓ ତାଙ୍କର ପିଲା ମଧ୍ୟ ଅଛନ୍ତି । ସେଇଠି କିଛି ଲୋକଙ୍କର ଏହା ଅଭିଯୋଗ ଅଛି କି ରାହୁଲ ଗାନ୍ଧି ବିଦେଶରେ ନିଜ ଗର୍ଲଫ୍ରେଣ୍ଡକୁ ଦେଖା କରିବାକୁ ଯାଆନ୍ତି । ଯେତେବେଳେ ରାହୁଲ ଗାନ୍ଧିଙ୍କୁ ଏହି ପ୍ରଶ୍ନ ପଚରାଗଲା ସେତେବେଳେ ସେ ଥଟ୍ଟାରେ କହିଲେ କି ମୁ ତ ସେଠାକୁ ନିଜ ଗାର୍ଲଫ୍ରେଣ୍ଡ ବେରୋନିକାକୁ ଦେଖା କରିବାକୁ ଯାଏ ଯାହା ସହିତ ରାହୁଲ ଗାନ୍ଧିଙ୍କର ଫୋଟୋ ଭାଇରାଲ ହୋଇଥାଏ । ଏବେ ରାହୁଳଙ୍କର ଗାର୍ଲ ଫ୍ରେଣ୍ଡ କେହି ବି ହୁଅନ୍ତୁ ନା କାହିକି ଦେଶ ତାଙ୍କର ବିବାହର ଅପେକ୍ଷାରେ ଅଛି ।

ରାହୁଲ ଗାନ୍ଧିଙ୍କର ପର୍ଶନାଲ ଲାଇଫରେ ଦଖଲ ଦେବାକୁ ବିଜେପି ମଧ୍ୟ ପାରଙ୍ଗମ ଅଟେ । ଏହି କାରଣରୁ ବିଜେପି ନେତା ସୁବ୍ରମନ୍ୟମ ସ୍ଵାମୀ କହିଥିଲେ କି ରାହୁଲ ଫ୍ରାନ୍ସରେ ଏକ ଆଫଗାନି ମୁସଲିମ ଝିଅ ସହିତ ବିବାହ କରିଛନ୍ତି, ଯାହା ପରେ କଂଗ୍ରେସ ଏହି ଖୁଲାସା କରିଥିଲା କି ରାହୁଲ ଗାନ୍ଧି ଏବେ ମଧ୍ୟ ଅବିବାହିତ ଅଛନ୍ତି । ରାହୁଲ ଗାନ୍ଧିଙ୍କର ଗଣତି ଦେଶର ଲୋକପ୍ରିୟ ଅବିବାହିତ ମାନଙ୍କ ଭିତରେ ହୋଇଥାଏ, ଯାହା ସହିତ କେତେ ଝିଅଙ୍କର ନାମ ଯୋଡି ହେଇଛି । କେବଳ ଏତିକି ନୁହେ ଗୋଟିଏ ପାର୍ଟି ନେତାଙ୍କର ନା ମଧ୍ୟ ରାହୁଲଙ୍କ ନାମ ସହିତ ଯୋଡା ଯାଇଥିଲା ।