ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ପଚାରିବୁ ଯାହା ଦ୍ଵାରା ଆପଣଙ୍କ ଜେନେରାଲ ନଲେଜ ଆହୁରିବି ବଢିଯିବ । ଏହି ପ୍ରଶ୍ନ ଗୁଡିକ ଅଳ୍ପ ଭିନ୍ନ ପ୍ରକାରର ଅଟେ । ଏହି ପ୍ରଶ୍ନର ଉତ୍ତର ବି ସେହିଭଳି ଅଜବ ଗଜବ ଅଟେ । କହିବାକୁ ଗଲେ ଏସବୁ ପ୍ରଶ୍ନର ଉତ୍ତର ସହଜ ଅଟେ, କିନ୍ତୁ ଏହାର ଉତ୍ତର ବିଷୟରେ ଆପଣ କେବେ ବି ଚିନ୍ତା କରି ନ ଥିବେ । ଏହା ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ତେବେ ଚାଲନ୍ତୁ ଜାଣିବା ସେହିଭଳି କିଛି ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ।
୧- ମନୁଷ୍ୟ କେତେ ଉଚ୍ଚତା ପର୍ଯ୍ୟନ୍ତ ବିଲ୍ଡିଂ ତିଆରି କରି ପାରିବ?
ଉ: ୧୦୦୦ ମିଟର
୨- କେଉଁ ଦେଶରେ ୫ଜି ନେଟୱର୍କ ବ୍ୟବହାର ହେଲାଣି?
ଉ: ଦକ୍ଷିଣ କୋରିଆ
୩- କେଉଁ ଦେଶରେ ସବୁଠୁ ଅଧିକ ଘୁଷୁରୀ ଦେଖାଯାଆନ୍ତି?
ଉ: ଚୀନ
୪- ନୋଟ କେଉଁଥିରେ ତିଆରି କରାଯାଏ?
ଉ: କଟନ
୫- ସୂର୍ଯ୍ୟ ପୃଥିବୀ ଠାରୁ କେତେ ଗୁଣ ଅଧିକ ବଡ଼ ଅଟେ?
ଉ: ୧୦୯ ଗୁଣ
୬- ସାରା ଦୁନିଆରେ କେତୋଟି ଭାଷା ଅଛି?
ଉ: ୬୫୦୦ଟି
୭- କେଉଁ ଦେଶରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ଠାରୁ କମ୍ ଅଟେ?
ଉ: ବ୍ରାଜିଲ
୮- ଭାରତର କେଉଁ ରାଜ୍ୟର ସବୁଠୁ ଅଧିକ କରଜ ରହିଛି?
ଉ: ମହାରାଷ୍ଟ୍ର
୯- ବନିହଲ୍ ପାସ୍ କେଉଁଠି ଅଛି?
ଉ: ଜମ୍ମୁ ଓ କଶ୍ମୀର ରେ
୧୦- ଚକ୍ର କାହାର ପ୍ରତୀକ ଅଟେ?
ଉ: ପ୍ରଗତି ର
୧୧- ଟର୍ଚ୍ଚ କୁ ହିନ୍ଦୀରେ କଣ କୁହାଯାଏ?
ଉ- ମଶାଲ
୧୨- କେଉଁ ଦେଶର ଲୋକ ସବୁଠୁ ଅଧିକ ଚଷମା ପିନ୍ଧନ୍ତି?
ଉ: ପାକିସ୍ତାନ
୧୩- କେଉଁ ସହର ମାତ୍ରା ଗୋଟିଏ ଦିନ ପାଇଁ ଭାରତ ର ରାଜଧାନୀ ହୋଇଥିଲା?
ଉ: ଇଲାହାବାଦ୍ (ପ୍ରୟାଗରାଜ)
୧୪- ସତ୍ୟଶୋଧକ ସମାଜର ସ୍ଥାପନ କିଏ କରିଥିଲେ?
ଉ: ଜ୍ୟୋତିରାଓ ଫୁଲେ
୧୫- ପଞ୍ଚମହଲ୍ କେଉଁଠି ଅଛି?
ଉ: ଉତ୍ତର ପ୍ରଦେଶ
୧୬. ଏମିତି କେଉଁ ଫିଲ୍ମ ଅଛି ଯେଉଁଥିରେ ଫଳ ଓ ଫୁଲ ଦୁଇଟି ହିଁ ଆସିଥାଏ ?
ଉତ୍ତର- ଅନାରକଲି
ଅନାର- ଅନାର- ଡାଳିମ୍ବ
କଲି- କଲି- ଫୁଲ କଢ
ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।