ବିଦ୍ୟାଶ୍ରୀଙ୍କ ଘରୁ ମିଳିଲା ବଡ଼ ପ୍ରମାଣ, ନିଜେ ମାନିଲେ ସତ

ଆଦିତ୍ୟ ଙ୍କ ମୃତ୍ୟୁ କୁ ନେଇ ଆସିଲା ବଡ଼ ଖବର । ମାନବ ପ୍ରେମୀ ଆଦିତ୍ୟ ଦାସ ଙ୍କ ଆତ୍ମହତ୍ୟା ଚିଠି ଲେଖିଥିଲେ ବିଦ୍ୟାଶ୍ରୀ । ଖୋଲିଲା ସବୁ ରହସ୍ୟ,କହିଲେ ସବୁ ସତ । ଚାଲନ୍ତୁ ଜାଣିବା ।ମାନବ ପ୍ରେମୀ ଆଦିତ୍ୟ ଦାସ ଙ୍କ ମାମଲାକୁ ନେଇ ପୋଲିସ ନିଜର ଯାଞ୍ଚ୍ କରିଛି । ଆଦିତ୍ୟ ଦାସ ଙ୍କ ମୃତ୍ୟୁ କେଶ୍ କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି ।

ବର୍ତମାନ ସାମ୍ନାକୁ ଆସିଚି ସବୁଠୁ ବଡ଼ ତଥ୍ୟ ଯାହା ଏହି କେଶ୍ କୁ ଏକ ନୂଆ ମୋଡ଼ ଦେଇଛି । ଆଦିତ୍ୟ ଦାସ ଙ୍କ ମୃତ୍ୟୁ ପରେ ତାଙ୍କର ଏକ ଆତ୍ମହତ୍ୟା ଚିଠି ମିଳିଥିଲା, ସେହି ଆତ୍ମହତ୍ୟା ଚିଠି କୁ ନେଇ ପୋଲିସ ଯାଞ୍ଚ୍ କରିଥିଲା । ବର୍ତମାନ ଏହି ଆତ୍ମହତ୍ୟା ଚିଠି ର ସତ୍ୟତା ସାମ୍ନାକୁ ଆସିଚି ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ଯ ଚକିତ କରିଦେଇଛି ।

କାରଣ ଏହି ଆତ୍ମହତ୍ୟା ଚିଠି ଆଦିତ୍ୟ ଦାସ ନୁହଁ ବରଂ ତାଙ୍କର ପତ୍ନୀ ବିଦ୍ୟାଶ୍ରୀ ଲେଖିଥିଲେ । ଆଦିତ୍ୟ ଦାସ ଙ୍କ ମୃତ୍ୟୁ କୁ ଆଜି ୨ ମାସ ହୋଇଯାଇଛି କିନ୍ତୁ ଆଦିତ୍ୟ ଙ୍କୁ ମିଳିନାହିଁ ନ୍ୟାୟ,ମୃତ୍ୟୁ ର ରହସ୍ୟ ଉପରୁ ଉଠି ନାହିଁ ପରଦା । କ୍ରାଇମ ବ୍ରାଞ୍ଚ ଏହି ମାମଲାକୁ ତଦନ୍ତ କରୁଛି ଏବଂ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି ।

ଆଦିତ୍ୟ ଙ୍କ ମୃତ୍ୟୁ ମାମଲା କୁ ନେଇ ପତ୍ନୀ ବିଦ୍ୟଶ୍ରୀ, ସାଙ୍ଗ ପ୍ରକାଶ,ପ୍ରିତମ ସମସ୍ତଙ୍କୁ ଜେରା କରିଛି ପୋଲିସ । ଆଦୀୟ ଦାସ ଙ୍କ ମୃତ୍ୟୁ ରହସ୍ୟ ତଦନ୍ତ କରିବାପାଇଁ CBI ଯାଞ୍ଚ୍ ପାଇଁ ଦାବି କରାଯାଇଛି । କ୍ରାଇମ ବ୍ରାଞ୍ଚ ଆଦିତ୍ୟ ଙ୍କ ଘର ପାଖା ଲୋକମାନଙ୍କ ଠାରୁ ପଚରା ଉଚୁରା କରିଛି । ଗତ ଶୁକ୍ରବାର ଦିନ ସନ୍ଧ୍ୟାରେ ଆଦିତ୍ୟ ଙ୍କ ପତ୍ନୀ ବିଦ୍ୟଶ୍ରୀ ଙ୍କୁ ଜେରା କରିଥିଲା କ୍ରାଇମ ବ୍ରାଞ୍ଚ ।

ଏବଂ ପଚାରିଥିଲେ ବହୁତ୍ ପ୍ରଶ୍ନ,ମିଳିଥିବା କଲ୍ ରେକୋଡିଂ ବିଷୟରେ ପଚାରିଥିଲେ ବିଦ୍ୟାଶ୍ରୀ ଙ୍କୁ ଏହା ସତ୍ବେ ବିଦ୍ୟାଷ୍ରୀ ଙ୍କ ବାପା ଘର ଲୋକଙ୍କୁ ମଧ୍ୟ ପଚରା ଉଚୁରା କରୁଛି କ୍ରାଇମ ବ୍ରାଞ୍ଚ । ଏହି ତଦନ୍ତ ଦ୍ଵାରା କ୍ରାଇମ ବ୍ରାଞ୍ଚ ଜାଣିବାକୁ ପାଇଥିଲା କି ଆଦିତ୍ୟ ଙ୍କ ଆତ୍ମହତ୍ୟା ଚିଠି ର ପ୍ରଥମ ୨ ପେଜ ଆଦିତ୍ୟ ଲେଖିଥିଲେ କିନ୍ତୁ ଶେଷ ୨ ପେଜ ଲେଖିଥିଲେ ବିଦ୍ୟାସ୍ରୀ ।

ପୋଲିସ ଏହି ମାମଲା ସହିତ ଯୋଡ଼ି ରହିଥିବା ସମସ୍ତ ବ୍ୟକ୍ତି ଙ୍କୁ ଜେରା କରିଛି । ଆଦିତ୍ୟ ଙ୍କ ମୃତ୍ୟୁ କୁ ୨ ମାସ ପୁରିଲା କିନ୍ତୁ ଜଣା ପଡିନି ସତ୍ୟତା, ଧାରା ପଡିନି ଦୋଷୀ,ଆଦିତ୍ୟ ଙ୍କ ପାଇଁ CBI ତଦନ୍ତ ନିଶ୍ଚିନ୍ତ ଭାବେ କରିବା ଦରକାର୍ ଏବଂ ଆଦିତ୍ୟ ଙ୍କ ନ୍ୟାୟ ମିଳିବା ଦରକାର୍ । ଏହା ସ୍ପ୍ରସ୍ତ ହୋଇସାରିଛି କି ଆଦିତ୍ୟ କରିନଥିଲେ ଆତ୍ମହତ୍ୟା ବରଂ ଏହା ଥିଲା ଏକ ମର୍ଡର । ପ୍ରକୃତ ଦୋଷୀ କୁ ଉଚିତ୍ ଦଣ୍ଡ ନିଶ୍ଚିନ୍ତ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।