Good News, ୭୩ ଦିନରେ ଆସିବ କରୋନା ଭ୍ୟାକସିନ, ଦେଶବାସୀଙ୍କୁ ଫ୍ରୀରେ ମିଳିବ ଟୀକା 

ଏହି ସମୟରେ ଖାଲି ଭାରତ ନୁହେଁ ପୁରା ଦୁନିଆକୁ କୋରୋନା ଭ୍ୟାକସିନର ଅପେକ୍ଷା ରହିଛି । ଏବେ ଭାରତର କୋଭିଡ ଭ୍ୟାକସୀନକୁ ନେଇ ଭଲ ଖବର ଆସିଛି । ଭାରତର ପ୍ରଥମ କୋରୋନା ଟୀକା ୭୩ ଦିନରେ ଆସିଯିବ । ଏହି ଟୀକା ‘କୋଭିଶିଲ୍ଡ ‘ ଅଟେ, ଯାହାକୁ ପୁନେ କମ୍ପାନୀ ସିରମ ଇନଷ୍ଟିଟୁଟ ବନାଉଛି । ଏହି ରିପୋଟ ଅନୁସାରେ ରାଷ୍ଟ୍ରୀୟ ଟୀକାକାରଣ କାର୍ଯ୍ୟକ୍ରମରେ ଭାରତ ସରକାର ନାଗରିକଙ୍କୁ ଫ୍ରୀରେ ଟୀକା ଦାନ କରିବେ ।

ଟ୍ରାଇଲର ପୁରା କଥା ଜାଣନ୍ତୁ, ସିରମ ଇନଷ୍ଟିଚୁଟ ଅଫ ଇଣ୍ଡିଆ (ଏସ ଆଇ ଆଇ ) ର ବରିଷ୍ଠ ନାଗରିକ କହିଛନ୍ତି, ‘ ସରକାର ଆମକୁ ଗୋଟେ ବିଶେଷ ନିରମାନର ପ୍ରାଥମିକତା ଲାଇସେନ୍ସ ଦେଇଛନ୍ତି ଓ ଟ୍ରାଇଲ ପ୍ରୋଟୋକଲ ପ୍ରକ୍ରିୟାକୁ ଦ୍ରୁତ କରିଦିଆଯାଇଛି ଯେଉଁଥିରେ ୫୮ ଦିନରେ ତରାଇଲ ପୁରା କରାଯାଇପାରିବ ।

ଏହି ବିତରେ ଫାଇନାଲ ଫେଜରେ ଟ୍ରାଇଲର ପ୍ରଥମ ଡୋଜ ଆଜିଠୁ ଦିଆଯାଇଛି । ଦିତୀୟ ଡୋଜ ୨୯ ଦିନ ପରେ ଦିଆଯିବ । ଫାଇନାଲ ଟ୍ରାଇଲ ଡାଟା ଦିତୀୟ ଡୋଜ ଦିଆଯିବର ୧୫ ଦିନ ପରେ ଆସିବ । ଏହି ଅବଧି ପରେ ଆମେ କୋଭିଶିଲ୍ଡକୁ ବଜାରକୁ ଆଣିବାର ଯୋଜନା ବନାଉଛୁ ।

୧୬୦୦ ଲୋକଙ୍କ ଉପରେ ୨୨ ଅଗଷ୍ଟରେ ଟ୍ରାଇଲ

ଏହା ପୂର୍ବରୁ ତୃତୀୟ ଚରଣର ଟ୍ରାଇଲରେ କମ ସେ କମ ୭ ରୁ ୮ ମାସ ଲାଗିବାର କୁହାଯାଉଥିଲା । ୧୭ ଟି ସେଣ୍ଟରରେ ୧୬୦୦ ଲୋକଙ୍କ ଉପରେ ଏହି ଟ୍ରାଇଲ ୨୨ ଅଗଷ୍ଟରୁ ଆରମ୍ଭ ହୋଇଛି । ସବୁ ସେଣ୍ଟରରେ ପାଖାପାଖି ୧୦୦ ଭଲେଣ୍ଟିଅର ଅଛନ୍ତି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଧନ କହିଛନ୍ତି କି ଆମର ଗୋଟେ କୋଭିଡ-19 ଭ୍ୟାକସିନ କ୍ୟାଣ୍ଡିଡେଟ କ୍ଲିନିକାଲ ଟ୍ରାଇଲର ତୃତୀୟ ଚରଣରେ ଅଛନ୍ତି । ସେ ଆହା ମଧ୍ୟ କହିଛନ୍ତି, ‘ ଆମେ ପୂରାପୂରି ଆଶ୍ଵସ୍ତ ଅଛୁ କି ଏହି ବର୍ଷ ଶେଷରେ ଟୀକା ବନିଯିବ ।

ସୂତ୍ର ହିସାବରେ ଏହି ଟୀକା ସିରମ ଇନଷ୍ଟିଚୁଟର ହେବ । କମ୍ପାନେ ଆଷ୍ଟ୍ରା ଜେନିକ ନାମକ କମ୍ପାନୀ ସହିତ ଗୋଟେ ଅଗ୍ରିମେଣ୍ଟ କରି ଅଧିକାରୀ କିଣିଛନ୍ତି ଏହା ସହିତ ଭାରତ ସହିତ ଅନ୍ୟ ଦେଶ 92 ଦେଶରେ ବିକ୍ରି କରାଯାଇପାରିବ । ଏହା ବଦଳରେ ସିରମ ଇନଷ୍ଟିଚୁଟ କମ୍ପାନୀକୁ ରୟାଲଟି ଫିସ ମିଳିବ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।