ଧୋନିଙ୍କୁ ନେଇ ବଡ ଖୁଲାସା, ସେଦିନ ଧୋନି ମୁହଁରେ କପଡା ରଖି ବହୁତ କାନ୍ଦି ଥିଲେ, କାରଣ ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

ଭାରତୀୟ ଟିମର ପୂର୍ବ କ୍ୟାପଟେନ ଓ ବହୁତ ଭଲ ଖେଳାଳି ମହେନ୍ଦ୍ର ସିଂ ଧୋନି ଏବେ ଭାରତୀୟ ଟିମରେ ଆଊ ନାହାନ୍ତି । ୧୫ ଅଗଷ୍ଟରେ ସେ ସନ୍ନ୍ୟାସର ଘୋଷଣା କରିଥିଲେ । କିନ୍ତୁ ଏବେ ତାଙ୍କୁ ନେଇ ବହୁତ ହି ବଡ଼ ଖୁଲାସା କରା ଯାଇଛି । ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଜ୍ୟ ହୋଇଯିବେ, ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ ।

କ୍ୟାପଟେନ ମହେନ୍ଦ୍ର ସିଂ ଧୋନି କିଛି ଦିନ ପୂର୍ବରୁ ଅନ୍ତରାଷ୍ଟ୍ରୀୟ ଟିମରୁ ବିଦାୟ ନେଇଛନ୍ତି । ଧୋନି ଆଊ କୌଣସି ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିବେ ନାହିଁ । ଧୋନିଙ୍କ କପ୍ତାନି ଦ୍ଵାରା ଭାରତୀୟ ଟିମ ବହୁତ ସଫଳତା ହାସିଲ କରିଛି । ବର୍ତମାନ ଧୋନିଙ୍କୁ ନେଇ ହୋଇଛି ଏକ ବଡ଼ ଖୁଲଶା, ୨୦୧୯ ରେ ଖେଳିଥିବା ୱାଲ୍ଡ କପରରେ ମହେନ୍ଦ୍ର ସିଂ ଧୋନି ନିଜ ଅନ୍ତିମ ମ୍ୟାଚ ଖେଳିଥିଲେ ।

୯ ଜୁଲାଇ ରେ ଭାରତ ଏବଂ ନିଉଜ଼ଲଣ୍ଡ ଭିତରେ ସେମି ଫାଇନାଲ ଆରମ୍ଭ ହୋଇ ସାରିଥିଲା କିନ୍ତୁ ବର୍ଷା ହୋଇଥିଲା ଯାହା ପାଇଁ ମ୍ୟାଚକୁ ଘୁଂଚାଇ ଦିଆ ଯାଇଥିଲା ୨ୟ ଦିନ ପରେ ଭାରତକୁ ୨୫୦ ରନ କରିବାର ଥିଲା, ଏବଂ ଟିମକୁ ଲାଗିଥିଲା ସେ ନିଶ୍ଚୟ ବିଜୟ ହେବେ ବୋଲି କିନ୍ତୁ ସବୁବେଳେ ଯାହା ଲାଗିଥାଏ ତାହା ହୋଇ ନଥାଏ ।

ଭାରତୀୟ ଟିମ ସହିତ ମଧ୍ୟ କିଛି ସେମିତି ହୋଇଥିଲା । ମାତ୍ର ୫ ରନ ରେ ୩ ଟି ୱିକେଟ ହରାଇ ଥିଲେ ଭାରତୀୟ ଟିମ । Hitman ରୋହିତ ଶର୍ମା ମାତ୍ର ୧ ରନ ରେ ହିଁ ଆଉଟ୍ ହୋଇଥିଲେ । ୨୨୦ ରେ ପହଞ୍ଚାଇଥିଲେ ଧୋନି, କିନ୍ତୁ ଶେଷରେ ରନ ଆଉଟ ହୋଇଥିଲେ ଧୋନି ଏବଂ ଧୋନି ଙ୍କ ମୁହଁରେ ଦୁଃଖ ଜଣା ପଡିଥିଲା ।

ଭାରତର ହାରିବା ସମସ୍ତେ ଦେଖିଥିଲେ କିନ୍ତୁ ଧୋନିଙ୍କ କାନ୍ଦିବା କେହି ମଧ୍ୟ ଦେଖି ନଥିଲେ । ଏବେ ଏହି କଥାର ଖୁଲାସା କରିଛନ୍ତି ଜଣେ କର୍ମଚାରୀ । ହାରିବା ପରେ ଧୋନି ବାଥରୁମରେ ନିଜ ମୁହଁରେ କପଡା ଦେଇ ଜୋର ଜୋରରେ କାନ୍ଦିଥିଲେ । ଧୋନିଙ୍କ ପାଇଁ ସେହି ମ୍ୟାଚ୍ ଜିତିବା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ସେଦିନ କେବଳ ଧୋନି ନୁହଁ ବରଂ ବିରାଟ କୋହଲି ଏବଂ ରୋହିତ ଶର୍ମା ମଧ୍ୟ କାନ୍ଦି ପକାଇଥିଲେ ।

ଧୋନି ବର୍ତମାନ କ୍ରିକେଟକୁ ବିଦାୟ ଦେଇ ସାରିଛନ୍ତି । ଧୋନୀ କହିଥିଲେ ଏହା ହେଉଛି ତାଙ୍କ ବିଦାୟ ନେବାର ସଠିକ ସମୟ । ଯଦି ସେ ଆହୁରି ଅପେକ୍ଷା କରନ୍ତି ହୁଏତ ଏମିତି ଭଲ ସମୟ ଆଗକୁ କେବେ ଆସିବ ନାହିଁ । ତାଙ୍କ ମତରେ ସେ ଯଥେଷ୍ଟ ସମୟ ନେଇ ସାରିଛନ୍ତି । ଏବେ ସନ୍ୟାସ ନେବାର ସମୟ ଆସି ସାରିଛି ।

ଧୋନିଙ୍କ ଯିବା ପରେ ରୋହିତ ଶର୍ମା, ବିରାଟ କୋହଲି, ସୁରେଶ ରାଇନା ଏବଂ ଅନ୍ୟ ଭାରତୀୟ ଖେଳାଳି ବହୁତ ଦୁଃଖୀ ବୋଲି କହିଛନ୍ତି କାରଣ ଧୋନି ସବୁ ବେଳେ ସମସ୍ତଙ୍କୁ ସାହାଯ୍ୟ କରୁଥିଲେ । ରୋହିତ ଶର୍ମାତ କହିଛନ୍ତି କି ଧୋନିଙ୍କ ପାଇଁ ହିଁ ତାଙ୍କ କ୍ୟାରିୟର ହୋଇଥିଲା, ଆଜି ସେ ଯେଉଁଠି ଅଛନ୍ତି କେବେଲ ଧୋନିଙ୍କ ପାଇଁ ।

ମହେନ୍ଦ୍ର ସିଂ ଧୋନିଙ୍କୁ କେବଳ କ୍ରିକେଟ ନୁହଁ ବରଂ ପୁରା ଭାରତ ବାସି ମିସ କରିବେ । ଯଦି ଆପଣ ମଧ୍ୟ ଧୋନିଙ୍କୁ ମିସ କରୁଛନ୍ତି ତେବେ କମେଣ୍ଟରେ ଲେଖନ୍ତୁ ” Miss you Dhoni” ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।