ଆଜିର ଏହି ବ୍ୟସ୍ତ ପୂର୍ଣ ଜୀବନରେ ମନୁଷ୍ୟ ପାଖରେ ହସିବା ପାଇଁ ବିଲିକୁଲ ବି ସମୟ ନାହିଁ । ଲୋକମାନେ ଜୀବନର ଦୌଡରେ ଏତେ ବ୍ୟସ୍ତ ହୋଇ ଯାଇଛନ୍ତି କି ସେମାନଙ୍କ ପାଇଁ ଖୁସିରେ ଦୁଇ ମୁହୂର୍ତ ଅତିବାହିତ କରିବା ପାଇଁ ବି ସମୟ ନାହିଁ । ଯେତେବେଳେ କି ଜୀବନରେ ଅସଲ ଖୁସି ଛୋଟ ଛୋଟ କଥାରେ ହିଁ ଆସିଥାଏ । ଜୀବନରେ କିଛି ପାଇବା ଓ ହରାଇବା ମଧ୍ୟରେ ଯେଉଁ ସମୟ ଥାଏ ତାହା ହିଁ ଅସଲ ଜୀବନ ଅଟେ ।
୧. ପପୁ ବସ ରେ ଠିଆହୋଇଥିଲା, ବସ ବ୍ରେକ ମାରିବାରୁ ଗୋଟେ ଝିଅ ଉପରେ ପଡିଗଲା ।
ଝିଅଟି କହିଲା ବଦମାସ କଣ କରୁଛୁ ?
ପପୁ ଜବାବ ଦେଲା – ITI, ଆଉ ତୁମେ ।
୨. ସ୍ତ୍ରୀ: କେଉଁଠି ଅଛ ??
ସ୍ୱାମୀ: ଗାଡ଼ିରୁ ପଡିଯାଇଛି, ଅକ୍ସୀଡେଣ୍ଟ ହୋଇଯାଇଛି ହସ୍ପିଟାଲକୁ ଯାଉଛି !!
ସ୍ତ୍ରୀ: ଧ୍ୟାନ ରଖିବ, ଟିଫିନ ବଙ୍କା କରିବନି, ଡାଲି ଢାଳିଯିବ !!
୩. ରାମାୟଣ, ମହାଭାରତ ତ ଚାଲୁ ହୋଇଗଲା । ଯଦି ଘରୁ ବାହାରକୁ ଯିବ ତେବେ ଗରୁଡ଼ ପୁରାଣ ଆରମ୍ଭ ହୋଇଯିବ ।
୪. ପ୍ରେମ ଆଗରୁ ଅନ୍ଧ ଥିଲା, କିନ୍ତୁ ଏବେ ଚେହେରା ଦେଖୁଚି ଆଉ ବ୍ୟାଙ୍କ ବାଲାନ୍ସ ବି….
୫. ଶିକ୍ଷକ: ବିଜୁଳି କେଉଁଠୁ ଆସେ ।
ଛାତ୍ର: ମାମୁଁ ଙ୍କ ଘରୁ,
ଶିକ୍ଷକ: ଏହା କେମିତି ।
ଛାତ୍ର: ଯେତେ ବେଳେ ବି ବିଜୁଳି ଚାଲିଯାଏ ବାପା କୁହନ୍ତି କାଟିଦେଲେ ଶଳା ମାନେ ।
୬. LKG ର ପିଲାକୁ ପରୀକ୍ଷା ରେ 0 ମିଳିଲା ।
ବାପା ରାଗିଯାଇ କହିଲେ ଏହା କଣ ?
ପିଲା: ମାଡାମ ଙ୍କ ପାଖରେ ଷ୍ଟାର ସାରିଯାଇଥିଲା ସେଥିପାଇଁ ମୁନ ଦେଇଦେଲେ ।
୭. ଦୁନିୟାରେ ୪ଟା କାମ ବଡ଼ କଠିନ ଅଛି ।
ପିମ୍ପୁଡ଼ି କୁ ଲିପିଷ୍ଟିକ ଲଗାଇବା
ହାତୀ କୁ କୋଳରେ ଉଠେଇବା
ମଶାକୁ ପୋଷାକ ପିନ୍ଧେଇବା
ସ୍ତ୍ରୀକୁ ବୁଝେଇବା
୮. ଆମ ଦେଶରେ ଯଦି କାହାର କିଛି ହଜିଯାଏ
ତେବେ ଏମିତି ଖୋଜାଯାଏ….
(ବସିଥିବା ଲୋକକୁ ) ଆରେ ଉଠେ ଉଠେ, ଦେଖିଲୁ ତୋରି ତଳେ ଅଛି ବୋଧେ
୯. କିଛି ଝିଅ ମାନଙ୍କର ଘନ କେଶ ଥାଏ
ଯଦି ଭୁଲରେ ମାଛି ସେହି ଘନ କେଶ ଭିତରେ ପଶିଯାଏ
ତା ପରଦିନ ମାଛି ମରିକି ବାହାରିବ ।
୧୦. ସ୍ତ୍ରୀ: ବିବାହ ପୂର୍ବରୁ ମତେ ବହୁତ ଉପହାର ଦେଉଥିଲା ଆଉ ଏବେ…..
ସ୍ୱାମୀ: ଆରେ ପାଗଳୀ, ମାଛ ଧରିବା ପରେ କଣ ତାକୁ ଖାଇବାକୁ ଦିଆଯାଏ ।
୧୧. ଝିଅ: ମୁଁ ପଡୋଶୀ ଙ୍କୁ ପ୍ରେମ କରୁଛି ଓ ତା ସହିତ ପଳାଉଛି ।
ବାପା: ଏରେ ବାଃ, ବହୁତ ବଢିଆ ମୋର ପଇସା ଓ ସମୟ ଦୁଇଟା ଯାକ ବଂଚିଗଲା ।
ଝିଅ: ବାପା ମୁଁ ଚିଠି ପଢୁଛି ଯେଉଁଟାକି ମା ଛାଡି ଯାଇଛି ।
୧୨. ପପୁ ର ସ୍ତ୍ରୀ: ଶୁଣୁଛ, କାଲି ରାତିରେ ନିଦରେ ତମେ ମତେ ଗାଳି ଦେଉଥିଲ ।
ପପୁ: ଏହା ତୁମର ଭ୍ରମ ଅଟେ ।
ସ୍ତ୍ରୀ: ଭ୍ରମ କେମିତିକା ଭ୍ରମ ?
ପପୁ: ଏହିକି ମୁଁ ନିଦରେ ଥିଲି ।
ଆଶକରୁଛୁ ଆମର ଏହି ମେଜେଦାର ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।