EDଙ୍କ ପ୍ରଶ୍ନ ଶୁଣି କାନ୍ଦି ପକେଇଲେ ରିୟା ଚକ୍ରବର୍ତ୍ତୀ, ପଚରା ଯାଇଥିଲା ଏହି ୨୧ ଟି ମୁଖ୍ୟ ପ୍ରଶ୍ନ, ଦେଖନ୍ତୁ

ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା କେଶ୍ କୁ CBI ତଦନ୍ତ କରୁଛି । ଏହି କେଶ୍ ର ମୁଖ୍ୟ ଆସାମୀ ରିୟା ଚକ୍ରବର୍ତ୍ତୀ ଙ୍କୁ ED ପଚରା ଉଚରା ପାଇଁ ଡ଼କାଇଥିଲେ । ଯାହା ଦ୍ଵାରା ଅଭିନେତ୍ରୀ ରିୟା ପହଞ୍ଚିଥିଲେ ED ଙ୍କ ଅଫିସ୍ ରେ । ବର୍ତ୍ତମାନ ପର୍ଯ୍ୟନ୍ତ ରିୟା ED ଙ୍କ ଅଫିସ୍ କୁ ୨ ଥର ଆସି ସାରିଲେନି । ୧୦ ଅଗଷ୍ଟ ରେ ରିୟା ଦ୍ଵିତିୟ ଥର ଯାଇଥିଲେ ED ଙ୍କ ଅଫିସ୍ । ତେବେ ଚାଲନ୍ତୁ ଜାଣିବା ED ଙ୍କ ଦ୍ଵାରା ପଚରା ଯାଇଥିବା ପ୍ରଶ୍ନ ।

୧:- ଆପଣ କେମିତି ଅଛନ୍ତି । ଆପଣଙ୍କର କିଛି ଅସୁବିଧା ନାହିଁ ତ ?

୨:- ସୁଶାନ୍ତ ଏବଂ ଆପଣଙ୍କ ଭିତରେ କମ୍ପାନୀ କୁ ନେଇ ଯୋଉ ବୁଝାବଣା ହେଇଥିଲା, କଣ୍ ଆପଣ ସେ ସବୁ ପେପର୍ସ ଆଣିଛନ୍ତି ତେବେ ମତେ ଦିଅନ୍ତୁ ।

୩:- ଆପଣ ଯେତିକି ଟଙ୍କା ରୋଜଗାର କରୁଛନ୍ତି, ସମ୍ପତ୍ତି, ନିଜର କମ୍ପାନୀ, ଘର ଦ୍ଵାର ନିଜର ଏବଂ ନିଜ ଭାଇ ଙ୍କ ନାରେ କରିଛନ୍ତି କଣ୍ ଏ ସବୁ ବିଷୟରେ ଆପଣଙ୍କ ପିତା ଏଵଂ ଘର ର ଅନ୍ୟ ସଦସ୍ୟ ଜାଣିଛନ୍ତି କି ନାହିଁ ?

୪:- ହରିୟାଣା ର ଗୁରଗାଓଁ ରେ ସ୍ଥିତ ସୁଶାନ୍ତ ଙ୍କ କମ୍ପାନୀ ଇନ୍ଞ୍ଚେୟୀ ବେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀ ବିଷୟରେ ସୁଶାନ୍ତ ଆପଣଙ୍କୁ କିଛି କହିଥିଲେ କି ନାହିଁ? କଣ ଆପଣ ଏହି କମ୍ପାନୀ ର ସଦସ୍ୟ ସୈାରଭ ମିଶ୍ର ଏବଂ ବରୁଣ ମାଥୁର ଙ୍କୁ ଜାଣିଛନ୍ତି ?

୫:-ଏମିତି କଣ କାରଣ ଥିଲା ଯେ ଆପଣ ନିଜର ବନ୍ଧୁ ସୁଶାନ୍ତ ଙ୍କୁ ୮ ଜୁନ୍ ରେ ଛାଡି ଚାଲିଯାଇଥିଲ ?

୬:-ସୁଶାନ୍ତ ଙ୍କ ମୃତ୍ୟୁ ପୂର୍ବରୁ କିମ୍ବା ପରେ କଣ ଆପଣ ମୁମ୍ବାଇ ପୋଲିସ୍ କର୍ମଚାରୀ ଙ୍କ ସମ୍ପର୍କରେ ଥିଲେ? ସେ କର୍ମଚାରୀ କିଏ ଥିଲେ ଏଵଂ ସମ୍ପର୍କରେ ରହିବାର କାରଣ କଣ୍ ଥିଲା ?

୮:- ଆପଣଙ୍କୁ କଣ ଲାଗୁଛି ସୁଶାନ୍ତ ଆତ୍ମହତ୍ୟା କେଉଁ କାରଣ ପାଇଁ କରିଥିବେ ?

୯:- ସୁଶାନ୍ତ ଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, କଣ ଆପଣ ସୁଶାନ୍ତ ଙ୍କ ମେଡିକାଲ୍ ଯାଞ୍ଚ୍ ର କପି ବା ତାଙ୍କ ଘରୁ କୌଣସି କମ୍ପ୍ୟୁଟର କିମ୍ବା ହାର୍ଡ ଡ୍ରାଇଭ ନିଜ ସହିତ ନେଇଥିଲେ କି ?

୧୦:- ସୁଶାନ୍ତ ଙ୍କ ଆତ୍ମହତ୍ୟା ର କାରଣ କଣ ହୋଇପାରେ? କଣ ତାଙ୍କ ମୃତ୍ୟୁ ପରେ କାହାକୁ ଫାଇଦା ହେବ କି?

୧୨:- ଯେତେବେଳେ ଆପଣ ସୁଶାନ୍ତ ଙ୍କୁ ଛାଡି କି ଯାଇଥିଲେ କଣ୍ ତାପରେ ଆପଣ ସୁଶାନ୍ତ ଙ୍କୁ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ କିମ୍ବା ସୁଶାନ୍ତ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ କି ?

୧୩:- କଣ ଆପଣଙ୍କର କିମ୍ବା ଆପଣଙ୍କ ପରିବାର ଲୋକଙ୍କର ବିଦେଶ ରେ ବ୍ୟାଙ୍କ ଆକାଉଣ୍ଟ୍ ବା ସମ୍ପତ୍ତି ଅଛି କି ?

୧୪:- ଆପଣଙ୍କୁ କଣ ଲାଗୁଛି ବଲିଉଡ୍ ର କେଉଁ ଅଭିନେତ୍ରୀ ବା ଅଭିନେତା ବା ଡାଇରେକ୍ଟର, କିମ୍ବା ଅନ୍ୟ କାହା ସହିତ ତାଙ୍କର ଶତ୍ରୁତା ଥିଲା ବୋଲି ?

୧୫:- ଆପଣ ଏଵଂ ଆପଣଙ୍କ ପରିବାର ସଦସ୍ୟ ସୁଶାନ୍ତ ଙ୍କ ଘରେ ରହୁଥିଲେ କଣ୍ ଆପଣମାନେ ନିଜ ଇଛାରେ ସେଠି ଥିଲେ କି ସୁଶାନ୍ତ ଏମିତି ଚାହୁଁଥିଲେ ?

୧୬:- ଆପଣଙ୍କ ନା ରେ ପଇସା ଦେବା ନେବା, କମ୍ପାନୀ କିଣିବା ଏବଂ ସେଥିରେ କରୁଥିବା କାମରେ ରେ ଆପଣଙ୍କର ଅନୁମତି ରହୁଥିଲା । କଣ ଏହା ସୁଶାନ୍ତ ନିଜ ଇଛାରେ କରିଥିଲେ ?

୧୭:- ସୁଶାନ୍ତ ଙ୍କ ଆପଣଙ୍କୁ ଲକ୍ଷାଧିକ ଟଙ୍କା ଦେବା ବା ଆପଣଙ୍କ ଭାଇ ଙ୍କୁ ଟଙ୍କା ଦେବା ତଥ୍ୟ ଯାହା ସାମ୍ନାକୁ ଆସିଚି କଣ୍ ସୁଶାନ୍ତ ନିଜ ଇଛାରେ ଦେଇଥିଲେ କି ଆପଣ ନିଜେ ନେଇଯାଇଥିଲେ ?

୧୮:-ସୁଶାନ୍ତ ଙ୍କ ଘରୁ ଯିବା ସମୟରେ ଆପଣ ନିଜ ସହିତ କଣ୍ କଣ୍ ନେଇ ଯାଇଥିଲେ ?

୧୯:- ସୁଶାନ୍ତ ଙ୍କ ଘର ପରିବାର ଲୋକଙ୍କ ଏବଂ ତାଙ୍କ କମ୍ପାନୀ ବା ମ୍ୟାନେଜର୍ ସହିତ ଆପଣଙ୍କର କିପରି ସମ୍ବନ୍ଧ ଥିଲା ?

୨୦:-ଆପଣଙ୍କ ଅନୁସାରେ ଏମିତି କାହିଁକି ଲାଗୁଛି କି ଆପଣଙ୍କୁ କିଏ ଏହି ମାମଲାରେ ଫସାଇବାକୁ ଚେଷ୍ଟା କରୁଛି ? ଏହାର କିଛି କାରଣ ?

୨୧:- ଆପଣଙ୍କୁ କଣ ଲାଗୁଛି ସୁଶାନ୍ତ ନିଜେ ଆତ୍ମହତ୍ୟା କରିଛନ୍ତି କି ତାଙ୍କ ମର୍ଡର କରାଯାଇଛି ?

ED ଏହିପରି ପ୍ରଶ୍ନ କରିଥିଲେ ରିୟା, ତାଙ୍କ ଭାଇ ଏବଂ ତାଙ୍କ ପିତା ଙ୍କୁ । ଖବର ମିଳିଛି କି ରିୟା ଏବଂ ତାଙ୍କ ପରିବାର ଲୋକଙ୍କ ଠାରୁ ମିଳିଥିବା ଉତ୍ତର ରେ ED ସନ୍ତୁଷ୍ଟ ହୋଇନାହାନ୍ତି । ଯାହା ଦ୍ଵାରା ଏମାନଙ୍କୁ ପୁଣି ଥରେ ED ଙ୍କ ଅଫିସ୍ କୁ ଡକାଯାଇ ପାରେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।