ସୁଶାନ୍ତଙ୍କ ହତ୍ୟାର ଆରୋପ ଶୁଣି ବିଗିଡିଗଲେ ରିୟା ଚକ୍ରବର୍ତ୍ତୀ, ରିପୋର୍ଟେର ସହ କଲେ ଏମିତି ବ୍ୟବହାର

ଆପଣ ମାନେ ଜାଣିଛନ୍ତି ସୁଶାନ୍ତ ସିଂ ଙ୍କ ମୃତ୍ୟୁର ରହସ୍ୟ ଆଜି ଯାଏ ମଧ୍ୟ ଖୋଲିନାହିଁ । ପୋଲିସ ଏହାର ରହସ୍ୟ ଜାଣିବାରେ ଅସମର୍ଥ ହେବାରୁ କେସଟି ଏବେ ସି.ବି.ଆଇ. କୁ ହସ୍ତାନ୍ତର କରାଯାଇଛି । ସୁଶାନ୍ତ ଙ୍କ ବିଷୟରେ ଆଜିକାଲି ନୂଆ ନୂଆ ତଥ୍ୟ ସବୁ ପଦାକୁ ଆସୁଛି । ଯାହାକି ପ୍ରମାଣିତ କରୁଛି ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହଁ, ତାଙ୍କୁ ହତ୍ୟା କରାଯାଇଛି । ଏବେ ସୁଶାନ୍ତ ସିଂ ଙ୍କ ସମ୍ପତି ର ଯାଞ୍ଚ କରାଯାଉଛି ଇ.ଡି. ତରଫରୁ ।

ଏବେ ସେ ଜାଣିବାକୁ ଚାହୁଁଛନ୍ତି ଯେ ସୁଶାନ୍ତଙ୍କ କୋଟି ଟଙ୍କା ବାହାର କରି କେଉଁ ଲୋକମାନଙ୍କୁ ଦିଆଯାଇଛି । ଏହି ମାମଲାରେ ଇ.ଡ଼ି. ସୁଶାନ୍ତ ଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌବିକ ଚକ୍ରବର୍ତ୍ତୀ ଓ ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ଙ୍କୁ ପଚରାଉଚରା କରିଛି । ଏହାଛଡା ଇ.ଡି.ମଧ୍ୟ ସୁଶାନ୍ତଂ ଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ବି ପଚରାଉଚରା ପାଇଁ ଡକାଇଛନ୍ତି ।

ଆପଣମାନେ ଜାଣିଥିବେ ପ୍ରଥମେ ସୁଶାନ୍ତଂଙ୍କ ମୃତ୍ୟୁ କୁ ଏକ ଆତ୍ମହତ୍ୟା ବୋଲି କୁହାଯାଉଥିଲା । ବର୍ତମାନ ଏବେ ଏହା ମୃତ୍ୟୁ ବୋଲି କୁହାଯାଉଛି । ସୁଶାନ୍ତଙ୍କ ପୁର୍ବତନ ପ୍ରେମିକା ଅଙ୍କିତା ମଧ୍ୟ ଏହାକୁ ହତ୍ୟା ବୋଲି କହିଛନ୍ତି । ସୁଶାନ୍ତ ଙ୍କ ଅନେକ ବନ୍ଧୁ ତାଙ୍କ ପରିବାରବର୍ଗ ମଧ୍ୟ ଏହାକୁ ହତ୍ୟା ବୋଲି ବିବେଚିତ କରୁଛନ୍ତି । ଆଉ ବି ମନରେ ପ୍ରଶ୍ନ ଆସୁଛି ଯିଏ ଚିଛରେ, ଏମ ଏସ ଧୋନି ଭଳି ସୁପରହିଟ ମୁଭି ରେ ଅଭିନୟ କରିଛନ୍ତି ସେ କଣ ଆତ୍ମ୍ୟହତ୍ୟା କେବେ କରିବେ?ତାଙ୍କ ଅନେକ ବନ୍ଧୁ କହିଛନ୍ତି ଯେ ସେ ନିଜେ ଅନ୍ୟ ମାନେ ଦୁଃଖରେ ଥିଲେ ସେ ସେମାନଙ୍କୁ ବୁଝନ୍ତି । ହେଲେ ସେ ନିଜେ କେମିତି ଏପରି କାମ କରିପାରେ?

ବର୍ତମାନ ସମସ୍ତଙ୍କ ନଜରରେ ରହିଛନ୍ତି ରିଆ ଚକ୍ରବର୍ତ୍ତୀ ଓରଫ ସୁଶାନ୍ତ ଙ୍କ ପ୍ରେମିକା । କୁହାଯାଉଛି ଯେ ସେ ସୁଶାନ୍ତଂ ଙ୍କୁ ତାଙ୍କ ପରିବାର ଲୋକଙ୍କ ସହ କଥା ହବାକୁ ଦେଉନଥିଲେ । ବାର ବାର ତାଙ୍କ ଫୋନ ସିମ କାର୍ଡ ଚେଞ୍ଜ କରୁଥିଲେ । ସୁଶାନ୍ତ ଙ୍କ ଆକାଉଣ୍ଟ ରୁ ୧୫କୋଟି ଟଙ୍କା ରିୟା ଚକ୍ରବର୍ତ୍ତୀ ନେଇଯାଇଛନ୍ତି ବୋଲି ସୁଶାନ୍ତ ଙ୍କ ବାପା ଥାନା ରେ ଏଫ.ଆଇ.ଆର. ଦେଇଛନ୍ତି ।

ତେବେ ଦେଖାଯାଉ ଆଗକୁ କଣ ହଉଛି, କେବେ ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ହଟୁଛି, କଣ ସତରେ ରିୟା ଚକ୍ରବର୍ତ୍ତୀ ଙ୍କ ହାତ ଅଛି ସୁଶାନ୍ତ ଙ୍କ ମୃତ୍ୟୁରେ, କେବେ ସୁଶାନ୍ତ ଙ୍କୁ ନ୍ୟାୟ ମିଳିବ କେବେ ଅପରାଧୀ ଧରାପଡିବ ଓ ଏହି ରହସ୍ୟ ସବୁ ଖୋଲିବ ତାର ଅପେକ୍ଷା ରହିଲାମାତ୍ର । ଆଜି ସୁଶାନ୍ତଙ୍କୁ ନ୍ୟାୟ ମିଳିବା ପାଇଁ ସର ଭାରତରେ ଚର୍ଚା ଚାଲିଛି । କଣ ସତରେ ଦେଶବାସୀଙ୍କ ଆଶା ପୁର୍ଣ ହବ, କଣ ନ୍ୟାୟ ମିଳିବ ସି.ବି.ଆଇ. ଯାଞ୍ଚ ରୁ, ସେଇ ସମୟକୁ କେବଳ ଅପେକ୍ଷା ରହିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।